ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍: ପୁରୁଷ ଓ ମହିଳାରେ ଭାରତକୁ ସ୍ୱର୍ଣ୍ଣ

କଟକ (ଓଡ଼ିଶା ରିପୋର୍ଟର୍): କଟକ ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଶୁକ୍ରବାର ମହିଳା ଟିମ୍ ଫାଇନାଲରେ ଭାରତ ୩-୦ରେ ଇଂଲଣ୍ଡକୁ ଏବଂ ପୁରୁଷ ଫାଇନାଲରେ ଭାରତ ୩-୨ରେ ଇଂଲଣ୍ଡକୁ ହରାଇଛି। ମହିଳା ଟିମ୍ ଫାଇନାଲ୍ ମୁକାବିଲା ଏକତରଫା ହୋଇଥିଲା। ଫାଇନାଲ୍ ରାଉଣ୍ଡର ପ୍ରଥମ ମ୍ୟାଚ୍ ଭାରତର ଅର୍ଚ୍ଚତା କାମଥ ଓ ଟିନ୍-ଟିନ୍ ହୋ’ଙ୍କ ମଧ୍ୟରେ ହୋଇଥିଲା, […]

TT

TT

Ranjit Kumar Jena
  • Published: Friday, 19 July 2019
  • Updated: 19 July 2019, 08:59 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର୍): କଟକ ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନଶିପରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ଶୁକ୍ରବାର ମହିଳା ଟିମ୍ ଫାଇନାଲରେ ଭାରତ ୩-୦ରେ ଇଂଲଣ୍ଡକୁ ଏବଂ ପୁରୁଷ ଫାଇନାଲରେ ଭାରତ ୩-୨ରେ ଇଂଲଣ୍ଡକୁ ହରାଇଛି।

ମହିଳା ଟିମ୍ ଫାଇନାଲ୍ ମୁକାବିଲା ଏକତରଫା ହୋଇଥିଲା। ଫାଇନାଲ୍ ରାଉଣ୍ଡର ପ୍ରଥମ ମ୍ୟାଚ୍ ଭାରତର ଅର୍ଚ୍ଚତା କାମଥ ଓ ଟିନ୍-ଟିନ୍ ହୋ'ଙ୍କ ମଧ୍ୟରେ ହୋଇଥିଲା, ଯେଉଁଥିରେ ଅର୍ଚ୍ଚନା ୩-୧ (୮-୧୧, ୧୩-୧୧, ୧୧-୯, ୧୧-୯) ଗେମରେ ବିଜୟୀ ହୋଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଏହି ମ୍ୟାଚର ପ୍ରଥମ ଗେମ୍ ହାରି ଅର୍ଚ୍ଚନା ପଛୁଆ ଥିଲେ, କିନ୍ତୁ ଏହା ପରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଶେଷ ତିନୋଟି ଗେମକୁ ଜିତି ନେଇଥିଲେ।

ଦ୍ୱିତୀୟ ମୁକାବିଲା କ୍ୟାପଟେନ୍ ମନିକା ବାତ୍ରା ଓ ଡେନିସ୍ ପାୟେଟଙ୍କ ମଧ୍ୟରେ ହୋଇଥିଲା। ତେବେ ମନିକା ଏକତରଫା ପ୍ରଦର୍ଶନ କରି ମ୍ୟାଚକୁ ୩-୦ (୧୧-୬, ୧୧-୪, ୧୧-୩)ରେ ଜିତି ନେଇଥିଲ । ତୃତୀୟ ମ୍ୟାଚ୍ ମଧୁରିକା ପାଟକର ଓ ଏମିଲି ବୋଲଟନଙ୍କ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ମଧୁରିକା ୩-୦ (୧୧-୯, ୧୧-୭, ୧୧-୬)ରେ ବିଜୟୀ ହୋଇଥିଲା। ଏଥିସହ ମହିଳା ଟିମ୍ ଫାଇନାଲ୍ ମୁକାବିଲା ଜିତି ସ୍ୱର୍ଣ୍ଣ ପଦକ ହାତେଇଥିଲା। ଏହା ପୂର୍ବରୁ ଶୁକ୍ରବାର ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା।

ସେହିପରି ପୁରୁଷ ଟିମ୍ ଫାଇନାଲ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏକ ସମୟରେ ଇଂଲଣ୍ଡ ପ୍ରଥମ ଦୁଇଟି ମ୍ୟାଚ୍ ୨-୦ରେ ଜିତି ଆଗୁଆ ରହିଥିଲା, କିନ୍ତୁ ପରେ ଭାରତ ସଫଳତାପୂର୍ବ ପ୍ରତ୍ୟାବର୍ତ୍ତନ କରି ଶେଷ ତିନୋଟି ମୁକାବିଲା ଜିତି ଚାମ୍ପିଅନ୍ ହୋଇଥିଲା। ପ୍ରଥମ ମ୍ୟାଚରେ ଭାରତର ଅଚନ୍ତା ଶରଥ କମଲ୍ ୦-୩ (୭-୧୧, ୮-୧୧, ୪-୧୧) ଗେମରେ ହାରିଯାଇଥିଲେ।

ଦ୍ୱିତୀୟ ମ୍ୟାଚରେ ସାଥିୟାନ୍ ଜ୍ଞାନଶେଖରନ୍ ୨-୩ (୫-୧୧, ୯-୧୧, ୧୧-୪, ୧୧-୮, ୧୧-୮)ରେ ସାମୁଏଲ୍ ୱାଲକରଙ୍କ ନିକଟରୁ ପରାସ୍ତ ହୋଇଥିଲେ। ତୃତୀୟ ମୁକାବିଲାରେ ହରମୀତ୍ ଦେଶାଇ ଚମତ୍କାର ପ୍ରଦର୍ଶନ କରି ୩-୨ (୪-୧୧, ୧୧-୫, ୮-୧୧, ୧୧-୮, ୧୧-୮)ରେ ଡେଭିଡ୍ ମ୍ୟାକବିଥଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ମ୍ୟାଚରେ ସାଥିୟାନ୍ ୩-୧ (୧୧-୨, ୬-୧୧, ୧୧-୪, ୧୧-୪)ରେ ଟମାସ ଜାର୍ଭିସଙ୍କୁ ହରାଇ ମ୍ୟାଚକୁ ୨-୨ରେ ବରାବର କରିଥିଲେ।

ନିର୍ଣ୍ଣାୟକ ତଥା ପଞ୍ଚମ ମୁକାବିଲାରେ ଭାରତୀୟ କ୍ୟାପଟେନ୍ ଶରଥ କମଲ୍ ଚମତ୍କାର ପ୍ରଦର୍ଶନ କରି ୩-୦ (୧୫-୧୩, ୧୨-୧୦, ୧୧-୬)ରେ ସାମୁଏଲ୍ ୱାଲକରଙ୍କୁ ହରାଇ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା କରାଇଥିଲେ। ଏହା ପୂର୍ବରୁ ଶୁକ୍ରବାର ସକାଳେ ଭାରତୀୟ ପୁରୁଷ ଟିମ୍ ସେମିଫାଇନାଲରେ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story