ଐତିହାସିକ ଦିବାରାତ୍ର ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ପନ୍ତ ଆଉଟ୍

ଆଡିଲେଡ୍: ଭାରତ ଓ ଅଷ୍ଟ୍ରେଲିଆ ବର୍ଡର୍-ଗାଭାସ୍କର ଟ୍ରଫି ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ବୁଧବାର ଏହି ତାଲିକା ଜାରି କରିଛି। ପ୍ରଥମ ମ୍ୟାଚ୍ ପାଇଁ ଭାରତ ଆଶାମୁତାବକ ପରିବର୍ତ୍ତନ କରିନାହିଁ। ଅଭିଜ୍ଞ ୱିକେଟକିପର ଋଦ୍ଧିମାନ ସାହାଙ୍କୁ ୱିକେଟକିପିଂ ଦାୟିତ୍ୱ ମିଳିଛି। ଫଳରେ ଅଭ୍ୟାସ ମ୍ୟାଚରେ ଶତକ ମାରିଥିବା ଋଷଭ ପନ୍ତ […]

shaw

shaw

Ranjit Kumar Jena
  • Published: Wednesday, 16 December 2020
  • Updated: 16 December 2020, 02:40 PM IST

Sports

Latest News

ଆଡିଲେଡ୍: ଭାରତ ଓ ଅଷ୍ଟ୍ରେଲିଆ ବର୍ଡର୍-ଗାଭାସ୍କର ଟ୍ରଫି ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଅଷ୍ଟ୍ରେଲିଆ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ବୁଧବାର ଏହି ତାଲିକା ଜାରି କରିଛି।

ପ୍ରଥମ ମ୍ୟାଚ୍ ପାଇଁ ଭାରତ ଆଶାମୁତାବକ ପରିବର୍ତ୍ତନ କରିନାହିଁ। ଅଭିଜ୍ଞ ୱିକେଟକିପର ଋଦ୍ଧିମାନ ସାହାଙ୍କୁ ୱିକେଟକିପିଂ ଦାୟିତ୍ୱ ମିଳିଛି। ଫଳରେ ଅଭ୍ୟାସ ମ୍ୟାଚରେ ଶତକ ମାରିଥିବା ଋଷଭ ପନ୍ତ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ'ଙ୍କୁ ମଧ୍ୟ ସାମିଲ୍‌ କରାଯାଇଛି। ତେବେ ଜବରଦସ୍ତ ଫର୍ମରେ ଥିବା ଲୋକେଶ ରାହୁଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ।

https://twitter.com/BCCI/status/1339115913061179395?s=20

ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ମ୍ୟାନେଜମେଣ୍ଟ ଶୁବମନ୍ ଗିଲଙ୍କୁ ସୁଯୋଗ ଦେଇନାହିଁ। ଫଳରେ ମୟଙ୍କ ଅଗ୍ରୱାଲଙ୍କ ସହ ପୃଥ୍ୱୀ ଶ' ଓପନ୍ କରିବେ। ଶ' ଦୁଇଟି ଯାକ ୱାର୍ମଅପ୍ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଯଥାକ୍ରମେ ୦,୧୯, ୪୦ ଓ ୩ ରନ୍ କରିଥିଲେ।

ଚେତେଶ୍ବର ପୂଜାରା ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ। ତାଙ୍କ ପରକୁ କ୍ୟାପଟେନ୍ ବିରାଟ୍‌ କୋହଲି, ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ ରହିଛନ୍ତି। ବୋଲିଂ ଡିପାର୍ଟମେଣ୍ଟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକମାତ୍ର ସ୍ପିନର ଭାବେ ସ୍ଥାନ ପାଇଥିବା ବେଳେ ପେସ୍ ବ୍ୟାଟେରୀ ସମ୍ଭାଳିବେ ଉମେଶ ଯାଦବ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା। ସୂଚନାଯୋଗ୍ୟ, ଆସନ୍ତାକାଲି ଆଡିଲେଡରେ ପିଙ୍କ୍ ବଲରେ ମ୍ୟାଚ୍ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହା ପ୍ରଥମ ଦିବାରାତ୍ର ଟେଷ୍ଟ ହେବ।

ଚୂଡ଼ାନ୍ତ ଏକାଦଶ: ବିରାଟ୍ କୋହଲି (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ', ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ସାହା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଉମେଶ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story