‘କର ବା ମର’ ମ୍ୟାଚ୍‌ରେ ଭାରତକୁ ୧୫୪ ରନ୍‌ର ଟାର୍ଗେଟ

ଅହମଦାବାଦ୍‌: ବାଂଲାଦେଶ ବିପକ୍ଷରେ ସିରିଜ୍‌ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆକୁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍‌ କରିଛି। ଅର୍ଥାତ ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପ୍ରଥମ ଟି-୨୦ ହାରିଥିବାରୁ ଏହି ମ୍ୟାଚ୍‌ଟି ଜିତି ସ୍ଥିତି ୧-୧ରେ ବରାବର କରିବାକୁ ଲକ୍ଷ୍ୟ ରଖିଛି। […]

ww

ww

Hemant Lenka
  • Published: Thursday, 07 November 2019
  • Updated: 07 November 2019, 08:52 PM IST

Sports

Latest News

ଅହମଦାବାଦ୍‌: ବାଂଲାଦେଶ ବିପକ୍ଷରେ ସିରିଜ୍‌ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆକୁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍‌ କରିଛି। ଅର୍ଥାତ ଭାରତକୁ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ୧୫୪ ରନ୍‌ର ଟାର୍ଗେଟ ମିଳିଛି। ଭାରତ ପ୍ରଥମ ଟି-୨୦ ହାରିଥିବାରୁ ଏହି ମ୍ୟାଚ୍‌ଟି ଜିତି ସ୍ଥିତି ୧-୧ରେ ବରାବର କରିବାକୁ ଲକ୍ଷ୍ୟ ରଖିଛି।

ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ ଆସୋସିଏନ୍‌ ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବାଂଲାଦେଶ କ୍ୟାପ୍ଟେନ ମହମଦୁଲ୍ଲାଙ୍କୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲେ। ବାଂଲାଦେଶର ଦୁଇ ଓପନର ଲିଟନ ଦାସ ଓ ମହମ୍ମଦ ନଇମ ଦ୍ରୁତ ଆରମ୍ଭ କରିଥିଲେ। ବିଶେଷ କରି ଇନିଂସ୍‌ର ଦ୍ୱିତୀୟ ଓଭର ବୋଲିଂ କରୁଥିବା ଖଲୀଲ ଅହମ୍ମଦଙ୍କୁ ୩ଟି ବଲରେ ୩ଟି ଚୌକା ମାରି ନଇମ ତାଙ୍କ ବିସ୍ଫୋରକ ରୂପ ଦେଖାଇଥିଲେ। ପ୍ରଥମ ୬ ଓଭରେ ବାଂଲାଦେଶ ବିନା କୌଣସି ୱିକେଟ୍‌ରେ ୫୪ ରନ୍‌ କରିଥିଲା।

ତେବେ ଦଳୀୟ ସ୍କୋର ୬୦ ଥିବା ବେଳେ ବ୍ୟକ୍ତିଗତ ୨୯ ରନ୍‌ କରି ଲିଟନ ରନ୍‌ ଆଉଟ୍‌ ରୂପେ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ଇନ୍‌ଫର୍ମ ସୌମ୍ୟ ସରକାର ମଧ୍ୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପଛାଇ ନଥିଲେ। ସୌମ୍ୟ ଓ ନଇମ ଦ୍ୱିତୀୟ ୱିକେଟ୍‌ ପାଇଁ ୨୩ ରନ୍‌ ଯୋଡ଼ିଥିଲେ। ତେବେ ୱାଶିଂଟନ୍‌ ସୁନ୍ଦର ବିସ୍ଫୋରକ ନଇମଙ୍କୁ ଆଉଟ କରି ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ।

ଭାରତକୁ ବଡ଼ ସଫଳତା ମିଳିଥିଲା ମ୍ୟାଚ୍‌ର ୧୩ ତମ ଓଭରରେ। ଚହଲ ନିଜର ପ୍ରଥମ ବଲରେ ହିଁ ଗତ ମ୍ୟାଚର ହିରୋ ମୁଶଫିକର ରହିମ(୪)ଙ୍କୁ କ୍ରୁନାଲ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍‌ କରାଇ ପ୍ୟାଭିଲିୟନ ପଠାଇ ଦେଇଥିଲେ। ସେହିପରି ଓଭରର ଶେଷ ବଲରେ ଚହଲ ୨୦ ବଲରେ ୩୦ ରନ୍‌ କରିଥିବା ସୌମ୍ୟ ସରକାରଙ୍କୁ ପନ୍ତଙ୍କ ଦ୍ୱାରା ଷ୍ଟମ୍ପିଂ କରାଇ ଦେଇଥିଲେ।

ଗୋଟିଏ ଓଭରରେ ଦୁଇଟି ୱିକେଟ ହରାଇ ବାଂଲାଦେଶ ସଙ୍କଟରେ ପଡ଼ିଥିଲା। ୧୭ତମ ଓଭରରେ ଖଲୀଲ ଅହମ୍ମଦ ୩ଟି ଚୌକା ବ୍ୟୟ କରିଥିଲେ ହେଁ ଅଫିଫ ହୁସେନଙ୍କ ୱିକେଟ ନେବାରେ ସକ୍ଷମ ହୋଇଥିଲେ।

ଶେଷ ଭାଗରେ କ୍ୟାପ୍ଟେନ ମହମଦୁଲ୍ଲା ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଦୀପକ ଚହର ଆଉଟ୍‌ କରିଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ୨୧ଟି ବଲରେ ଦ୍ରୁତ ୩୦ ରନ୍‌ର ଇନିଂସ ଖେଳିଥିଲେ। ଶେଷ ଓଭର ବୋଲିଂ କରୁଥିବା ଖଲୀଲ ଅହମ୍ମଦ ୯ ରନ୍‌ ବ୍ୟୟ କରିବାରୁ ବାଂଲାଦେଶର ସ୍କୋର ୧୫୩ରେ ପହଞ୍ଚିଥିଲା।

ଭାରତ ପକ୍ଷରୁ ଚହଲ ୨ଟି ୱିକେଟ ନେଇଥିବା ବେଳେ ୱାଶିଂଟନ ସୁନ୍ଦର, ଖଲୀଲ ଅହମ୍ମଦ ଓ ଦୀପକ ଚହର ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story