୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌:  ମୁହାଁମୁହିଁ ହେବେ ଭାରତ- ପାକ୍‌

ନୂଆଦିଲ୍ଲୀ: ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ପୁଣି ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ ହେବ ଭାରତର ବିଶ୍ୱକପ୍ ଅଭିଯାନ।  ଅକ୍ଟୋବର ୨୩ରେ ଭାରତ- ପାକିସ୍ତାନ ଟି-୨୦ ମୁକାବିଲା ହେବ । ଭାରତ, ପାକିସ୍ତାନ ସହ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ବିଶ୍ୱକପ୍ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ  । ଚଳିତବର୍ଷ ୧୬ଟି ଟିମ୍ ଭାଗ […]

match

match

Niharika Rout
  • Published: Friday, 21 January 2022
  • Updated: 21 January 2022, 12:00 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ପୁଣି ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ ହେବ ଭାରତର ବିଶ୍ୱକପ୍ ଅଭିଯାନ।  ଅକ୍ଟୋବର ୨୩ରେ ଭାରତ- ପାକିସ୍ତାନ ଟି-୨୦ ମୁକାବିଲା ହେବ ।

ଭାରତ, ପାକିସ୍ତାନ ସହ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ବିଶ୍ୱକପ୍ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ  ।

ଚଳିତବର୍ଷ ୧୬ଟି ଟିମ୍ ଭାଗ ନେବେ । ବର୍ତ୍ତମାନ ସୁଦ୍ଧା ୧୨ଟି  ଟିମ୍ ଚୂଡାନ୍ତ ହୋଇଥିବା ବେଳେ ଆଉ ୪ଟି ଟିମ୍ ଯୋଗ୍ୟତା ପର୍ଯ୍ୟାୟରୁ  ଉନ୍ନୀତ ହେବେ । ଗ୍ରୁପ୍ ୧ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ସ୍ଥାନ ପାଇଛନ୍ତି । ଗ୍ରୁପ୍ ୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଟିମ୍ ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos