ଏସିଆ କପ୍‌: ଆସନ୍ତାକାଲି ଭାରତ-ଶ୍ରୀଲଙ୍କା ଲଢ଼େଇ

ମୀରପୁର: ଏସିଆ କପ୍‌ ଟି-୨୦ରେ ଆସନ୍ତାକାଲି ଖେଳାଯିବ ସପ୍ତମ ମ୍ୟାଚ୍। ବାଂଲାଦେଶର ମୀରପୁରର ଶେର-ଏ-ବାଂଲା ଷ୍ଟାଡିୟମରେ ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବେ। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଭାରତ ୨ଟି ମ୍ୟାଚ ଜିତି ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୨ଟିରୁ ଗୋଟିଏରେ ପରାଜିତ ହୋଇ ୨ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ୨ଟି ମ୍ୟାଚ୍‌ରେ ଲାଗାତାର ବିଜୟୀ ହୋଇ ହୋଇଥିବାରୁ […]

Lasith+Malinga+Mahendra+Singh+Dhoni+India+iwud3GGapO_l

Rakesh Mallick
  • Published: Monday, 29 February 2016
  • Updated: 29 February 2016, 05:21 PM IST

Sports

Latest News

ମୀରପୁର: ଏସିଆ କପ୍‌ ଟି-୨୦ରେ ଆସନ୍ତାକାଲି ଖେଳାଯିବ ସପ୍ତମ ମ୍ୟାଚ୍। ବାଂଲାଦେଶର ମୀରପୁରର ଶେର-ଏ-ବାଂଲା ଷ୍ଟାଡିୟମରେ ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବେ। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଭାରତ ୨ଟି ମ୍ୟାଚ ଜିତି ୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୨ଟିରୁ ଗୋଟିଏରେ ପରାଜିତ ହୋଇ ୨ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ୨ଟି ମ୍ୟାଚ୍‌ରେ ଲାଗାତାର ବିଜୟୀ ହୋଇ ହୋଇଥିବାରୁ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଜିତି ଭାରତ ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଭାରତରେ ତିନି ଟିକିଆ ସିରିଜ୍‌ରେ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ଶ୍ରୀଲଙ୍କା। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଲୟ ଭାଙ୍ଗିବାକୁ ଶ୍ରୀଲଙ୍କା ବୋଲିଂ ଉପରେ ପ୍ରାଧାନ୍ୟ ଦେବ।

ଭାରତ ପୂର୍ବରୁ ବାଂଲାଦେଶକୁ ୪୫ ରନ୍‌ ଓ ପାକିସ୍ତାନକୁ ୫ୱିକେଟରରେ ହରାଇଥିଲା। ସେହିପରି ଶ୍ରୀଲଙ୍କା ୟୁଏଇଠାରୁ ୧୪ ରନରେ ବିଜୟୀ ହୋଇଥିବା ବେଳେ ବାଂଲାଦେଶଠାରୁ ୧୪ ରନରେ ହାରିଯାଇଥିଲା।

ଭାରତର ସମ୍ଭାବ୍ୟ ଦଳ: ଏମଏସ ଧୋନି(ଅଧିନାୟକ), ଶିଖର ଧାୱନ୍, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଆର,ଅଶ୍ୱିନ, ଜସପ୍ରୀତ ବୁମରା, ଆଶିଷ ନେହେରା,ସୁରେଶ ରାଇନା, ଆଜିଙ୍କ୍ୟ ରାହାଣେ, ହରଭଜନ ସିଂହ, ପୱନ ନେଗୀ, ଭୁବନେଶ୍ୱର କୁମାର ଓ ପାର୍ଥିବ ପଟେଲ।

ଶ୍ରୀଲଙ୍କାର ସମ୍ଭାବ୍ୟ ଦଳ: ଲାସିଥ୍‌ ମାଲିଙ୍ଗା(ଅଧିନାୟକ),ଏ ମାଥ୍ୟୁସ୍, ଡି. ଚାମେରା, ଦିନେଶ ଚାଣ୍ଡିମାଲ, ନିରୋଶାନ୍ ଡିକ୍‌ୱେଲା, ତିଲକରତ୍ନେ ଦିଲସାନ, ରଙ୍ଗନା ହେରାଥ୍, ଶେହାନ୍‌ ଜୟସୁରିୟା, ଚାମେରା କାପୁଗେଡେରା, ନୁୱାନ୍‌ କୁଳଶେଖରା, ତିଷିରା ପେରେରା, ଏସ୍.ସେନାନାୟେକେ, ଦିଶୁନ୍‌ ଶାନାକା, ମିଲିଣ୍ଡା ଶିରିୱର୍ଦ୍ଦେନା ଓ ଜେଫ୍ରି ଭେନ୍ଦରସେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story