ଜିମ୍ବାୱେ ବିପକ୍ଷ ଟି-୨୦ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବ ପରିସରରେ ଆସନ୍ତାକାଲି ଭାରତ-ଜିମ୍ବାୱେ ମଧ୍ୟରେ ୩ଟି ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅପରାହ୍ଣ ୪ଟା ୪୦ରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଏଠାରେ ଦୁଇ ଦିନ ହେଲା ଅଭ୍ୟାସ ଜାରି ରଖିଛନ୍ତି। ଭାରତ ପୂର୍ବରୁ ୩ଟିକିଆ ଦିନିକିଆ ସିରିଜ୍‌ ପୋଛି ନେଇଥିବାରୁ ଧୋନୀ ବାହିନୀ ବେଶ୍ ଉତ୍ସାହିତ ରହିଛନ୍ତି। ପୂର୍ବ ବିଜୟଧାରାକୁ ବଜାୟ ରଖି ଦଳ ଏହି ଟି-୨୦ ସିରିଜ୍‌ରେ ମଧ୍ୟ ଜିତିବାକୁ […]

india-tour-of-zimbabwe

india-tour-of-zimbabwe

Rakesh Mallick
  • Published: Friday, 17 June 2016
  • Updated: 17 June 2016, 06:24 PM IST

Sports

Latest News

ହାରାରେ: ହାରାରେ ସ୍ପୋର୍ଟ୍ସ କ୍ଲବ ପରିସରରେ ଆସନ୍ତାକାଲି ଭାରତ-ଜିମ୍ବାୱେ ମଧ୍ୟରେ ୩ଟି ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ଅପରାହ୍ଣ ୪ଟା ୪୦ରେ ଖେଳାଯିବ।

ଏଥିପାଇଁ ଉଭୟ ଦଳ ଏଠାରେ ଦୁଇ ଦିନ ହେଲା ଅଭ୍ୟାସ ଜାରି ରଖିଛନ୍ତି।

ଭାରତ ପୂର୍ବରୁ ୩ଟିକିଆ ଦିନିକିଆ ସିରିଜ୍‌ ପୋଛି ନେଇଥିବାରୁ ଧୋନୀ ବାହିନୀ ବେଶ୍ ଉତ୍ସାହିତ ରହିଛନ୍ତି। ପୂର୍ବ ବିଜୟଧାରାକୁ ବଜାୟ ରଖି ଦଳ ଏହି ଟି-୨୦ ସିରିଜ୍‌ରେ ମଧ୍ୟ ଜିତିବାକୁ ପ୍ରୟାସ କରିବ। ଦଳ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେବ।

ଅନ୍ୟପକ୍ଷରେ ଘରୋଇ ଦଳ ସଦ୍ୟ ଶେଷ ହୋଇଥିବା ଦିନିକିଆ ସିରିଜ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବାରୁ ଚାପରେ ରହିଛି। ପୂର୍ବ ମ୍ୟାଚ୍‌ରେ ଦଳ ବ୍ୟାଟିଂ ବିପର୍ଯ୍ୟୟ ଓ ‍ଦୁର୍ବଳ ବୋଲିଂ ଯୋଗୁଁ ପରାଜିତ ହୋଇଛି। ଏହି ତ୍ରୁଟିକୁ ସୁଧାରି ଦଳ ଆସନ୍ତାକାଲିର ମ୍ୟାଚ୍‌ ଖେଳିବ।

୨୦୧୫ରେ ଜିମ୍ବାୱେ-ଭାରତ ଟି-୨- ମ୍ୟାଚ୍‌ ୧-୧ରେ ଡ୍ର ରହିଥିଲା। ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ କେଦାର ଜଗ୍‌ଦେବ ଓ ମନିଶ ପାଣ୍ଡେ ପରି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ରହିଥିଲେ।

ଭାରତୀୟ ଦଳ: ଏମ୍‌ଏସ୍‌ ଧୋନୀ (ଅଧିନାୟକ), କେଏଲ୍‌ ରାହୁଲ, ଫୈଜ ଫୈଜଲ, ମନଦୀପ ପାଣ୍ଡେ, କରୁଣ ନାୟାର, ଆମ୍ଭାତୀ ରାୟୁଡୁ, ରିଷି ଧାୱନ, ଅକ୍ଷର ପଟେଲ, ଜୟନ୍ତ ଯାଦବ୍‌, ଧୱଲ କୁଲକର୍ଣ୍ଣୀ, ଜସପ୍ରୀତ ବୁମ୍ରାହ, ବରିନ୍ଦର ଶ୍ରାନ୍‌, ମନଦୀପ ସିଂହ, କେଦାର ଯାଦବ, ଜୟଦେବ ଉନାଡକଟ୍‌ ଓ ଯଜୁବେନ୍ଦ୍ର ଚହଲ।

ଜିମ୍ବାୱେ ଦଳ: ଗ୍ରାଏମ୍‌ କ୍ରାଏମି(ଅଧିନାୟକ), ତଣ୍ଡାଇ ଛତାର, ଛାମୁ ଛିମ୍ବାମ୍ବା, ଏଲଟନ୍‌ ଚିଗୁମ୍ବୁରା, ତିଣ୍ଡାଇ ଛିଶୋରୋ, କ୍ରେଗ୍‌ ଆୟାରଭିନ୍‌, ନେଭିଲ୍‌ ମାଦ୍‌ଜିଭା, ଟିମିସେନ୍‌ ମୁରୁମା, ହାମିଲଟନ୍‌ ମାଶାକାଜାଦା, ୱିଲିଂଟନ୍‌ ମାଶାକାଜାଦା, ପଟଇର ମୂର, ତାୱାନ୍ଦା ମୁପାରିୱା, ରିଚ୍‌ମୁନ୍ଦ ମୁଟୁମ୍ବାମି, ତୁରାଇ ମୁଜାରାବାନୀ, ଭୂଶି ଭିବାନ୍ଦା, ଶିନ୍ଦର ରାଜା, ଡୋନାଲ୍ଡୋ ତିରିପାନୋ ଓ ସିନ୍‌ ୱିଲିୟମସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story