ଜାଣନ୍ତୁ କେଉଁ କ୍ରିକେଟର କେତେ ପାଠୁଆ

ଆମ ଦେଶ କ୍ରିକେଟରମାନେ କେତେବେଳେ ଖେଳ ପାଇଁ ତ କେତେବେଳେ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ପ୍ରେମ ହେଉ ଅବା ବିବାହ, ସେମାନଙ୍କ ଜୀବନରେ କ’ଣ ସବୁ ଘଟୁଛି, ସେମାନେ କ’ଣ କରିବାକୁ ପସନ୍ଦ କରୁଛନ୍ତି, ସେସବୁ ବିଷୟରେ ଜାଣିବା ପାଇଁ ଆମେ ସବୁବେଳେ ଅପେକ୍ଷା କରୁ। ସେମାନଙ୍କ ଜୀବନର ଟିକିନିକି ଖବର ଜାଣିବାକୁ ଆମର ଇଚ୍ଛା। ଆଜି ଆସନ୍ତୁ ଜାଣିବା ଆମର କିଛି ପ୍ରିୟ ଭାରତୀୟ କ୍ରିକେଟରଙ୍କ ଶିକ୍ଷାଗତ ଯୋଗ୍ୟତା […]

sachin

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 05:07 PM IST

ଆମ ଦେଶ କ୍ରିକେଟରମାନେ କେତେବେଳେ ଖେଳ ପାଇଁ ତ କେତେବେଳେ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ପ୍ରେମ ହେଉ ଅବା ବିବାହ, ସେମାନଙ୍କ ଜୀବନରେ କ’ଣ ସବୁ ଘଟୁଛି, ସେମାନେ କ’ଣ କରିବାକୁ ପସନ୍ଦ କରୁଛନ୍ତି, ସେସବୁ ବିଷୟରେ ଜାଣିବା ପାଇଁ ଆମେ ସବୁବେଳେ ଅପେକ୍ଷା କରୁ। ସେମାନଙ୍କ ଜୀବନର ଟିକିନିକି ଖବର ଜାଣିବାକୁ ଆମର ଇଚ୍ଛା। ଆଜି ଆସନ୍ତୁ ଜାଣିବା ଆମର କିଛି ପ୍ରିୟ ଭାରତୀୟ କ୍ରିକେଟରଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ।

୧. ସଚିନ ତେନ୍ଦୁଲକର: ପ୍ଲସ୍-ଟୁ

୨. ବିରେନ୍ଦ୍ର ସେହବାଗ: ଗ୍ରାଜୁଏସନ

୩. ସୌରଭ ଗାଙ୍ଗୁଲି: ବି.କମ୍

୪. ରାହୁଲ ଦ୍ରାବିଡ: ବି.କମ୍

୫. ଅନିଲ କୁମ୍ବଲେ: ଇଂଜିନିୟରିଂ

୬. ଜବାଗଲ ଶ୍ରିନାଥ: ଇଂଜିନିୟରିଂ

୭. ମହେନ୍ଦ୍ର ସିଂ ଧୋନି: ପ୍ଲସ୍-ଟୁ

୮. ବିରାଟ କୋହଲି: ପ୍ଲସ୍-ଟୁ

୯. ଯୁବରାଜ ସିଂ: ପ୍ଲସ୍-ଟୁ

୧୦. ଆଜିକ୍ୟ ରାହନେ: ବି.କମ୍

୧୧. ଶିଖର ଧାବନ: ପ୍ଲସ୍-ଟୁ

୧୨. ରବି ଚନ୍ଦ୍ରନ ଅଶ୍ୱିନ: ବି.ଟେକ୍

୧୩. ହରବଜନ ସିଂ: ପ୍ଲସ୍-ଟୁ

୧୪. ସୁରେଶ ରାଇନା: ବି.କମ୍

୧୫. ରୋହିତ ଶର୍ମା: ପ୍ଲସ୍-ଟୁ

Related story