ବ୍ରିଟେନ୍‌ଠାରୁ ୧-୨ରେ ହାରିଲା ଭାରତୀୟ ମହିଳା ହକି ଦଳ

ଲଣ୍ଡନ: ଭାରତୀୟ ମହିଳା ହକି ଦଳ ଶନିବାର ଗ୍ରେଟ୍‌ ବିଟେନ୍‌ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଛି। ୫ ଟିକିଆ ସିରିଜ୍‌ରେ ଭାରତ ବ୍ରିଟେନ୍‌ ଠାରୁ ଲଗାତାର ଭାବେ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଏହି ମ୍ୟାଚ୍ ଜିତି ବ୍ରିଟେନ୍‌ ୨-୦ରେ ସିରିଜ୍‌ ଆଗୁଆ ରହିଛି। ଖେଳର ପ୍ରଥମାର୍ଦ୍ଧରେ ଭ୍ରମଣକାରୀ ଭାରତୀୟ ଦଳ ବ୍ରିଟେନ୍‌ ଉପରେ ଚାପ ପକାଇ ଦଳ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ହେଲେ ଏହି ଚାପ ଦୀର୍ଘ ସମୟ ରହି ନ ଥିଲା। […]

Indiawomenhockey

Indiawomenhockey

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 02:31 PM IST

Sports

Latest News

ଲଣ୍ଡନ: ଭାରତୀୟ ମହିଳା ହକି ଦଳ ଶନିବାର ଗ୍ରେଟ୍‌ ବିଟେନ୍‌ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଛି। ୫ ଟିକିଆ ସିରିଜ୍‌ରେ ଭାରତ ବ୍ରିଟେନ୍‌ ଠାରୁ ଲଗାତାର ଭାବେ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଏହି ମ୍ୟାଚ୍ ଜିତି ବ୍ରିଟେନ୍‌ ୨-୦ରେ ସିରିଜ୍‌ ଆଗୁଆ ରହିଛି।

ଖେଳର ପ୍ରଥମାର୍ଦ୍ଧରେ ଭ୍ରମଣକାରୀ ଭାରତୀୟ ଦଳ ବ୍ରିଟେନ୍‌ ଉପରେ ଚାପ ପକାଇ ଦଳ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲା। ହେଲେ ଏହି ଚାପ ଦୀର୍ଘ ସମୟ ରହି ନ ଥିଲା। ବ୍ରିଟେନ୍‌ ପକ୍ଷରୁ ଲେଗ୍‌ ଗୋଟିଏ ଗୋଲ ଦେଇ ଦଳକୁ ୧-୧ରେ ସ୍ଥିତିକୁ ନେଇ ଆସିଥିଲେ। ଦ୍ୱିତୀୟାର୍ଦ୍ଧର ଶେଷ ୧୫ ମିନିଟରେ ବ୍ରିଟେନ୍‌ ଖେଳାଳୀ କୋଲେନ୍‌ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତରିତ କରି ଦଳକୁ ୨-୧ରେ ବିଜୟୀ କରାଇଥିଲେ।

ଭାରତୀୟ ଦଳର ମୁଖ୍ୟ କୋଚ୍‌ ନେଲ୍‌ ହୋଗାର୍ଡ କହିଛନ୍ତ,“ପୂର୍ବ ଅପେକ୍ଷା ଦଳ ବହୁତ ଭଲ ପ୍ରଦର୍ଶନ କରିଛି। ଯଦିଓ କିଛି ଭୁଲ ଭଟକା ହୋଇଥିଲା, ତଥାପି ଦଳ ଏକାଠି ହୋଇ ଖେଳିଥିଲା। ଆଗକୁ ଦଳ ଭଲ ଖେଳିବ ବୋଲି ମୁଁ ଆଶା କରୁଛି।”

ଆସନ୍ତାକାଲି ଭାରତ ଓ ଗ୍ରେଟ୍‌ ବ୍ରିଟେନ୍‌ ମଧ୍ୟରେ ତୃତୀୟ ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story