ବ୍ରିଟେନ୍ ସହ ହକି ସିରିଜ୍ ବରାବର କଲା ମହିଳା ଟିମ୍

ମାର୍ଲୋ (ୟୁକେ): ବ୍ରିଟେନ୍ ଗସ୍ତରେ ଥିବା ଭାରତୀୟ ମହିଳା ହକି ଟିମ୍ ତା’ର ଅନ୍ତିମ ମ୍ୟାଚକୁ ୨-୨ ଗୋଲରେ ଡ୍ର’ ରଖି ଅଭିଯାନ ଶେଷ କରିଛି। ଚଳିତ ଗସ୍ତରେ ତିନୋଟି ମ୍ୟାଚ୍ ଅମୀମାଂସିତ ରହିଥିବା ବେଳେ ଭାରତ ଓ ବ୍ରିଟେନ୍ ଗୋଟିଏ ଲେଖାଏ ମ୍ୟାଚ୍ ଜିତିଛନ୍ତି। ଫଳରେ ପାଞ୍ଚମ୍ୟାଚ୍ ବିଶିଷ୍ଟକୁ ଭାରତ ୧-୧ରେ ବରାବର ରହିଛି। ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଟିମ୍ ୨-୧ ଗୋଲରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ (୧-୧) ଓ ତୃତୀୟ […]

women-hockey

women-hockey

Ranjit Kumar Jena
  • Published: Friday, 04 October 2019
  • Updated: 04 October 2019, 06:48 PM IST

Sports

Latest News

ମାର୍ଲୋ (ୟୁକେ): ବ୍ରିଟେନ୍ ଗସ୍ତରେ ଥିବା ଭାରତୀୟ ମହିଳା ହକି ଟିମ୍ ତା'ର ଅନ୍ତିମ ମ୍ୟାଚକୁ ୨-୨ ଗୋଲରେ ଡ୍ର' ରଖି ଅଭିଯାନ ଶେଷ କରିଛି। ଚଳିତ ଗସ୍ତରେ ତିନୋଟି ମ୍ୟାଚ୍ ଅମୀମାଂସିତ ରହିଥିବା ବେଳେ ଭାରତ ଓ ବ୍ରିଟେନ୍ ଗୋଟିଏ ଲେଖାଏ ମ୍ୟାଚ୍ ଜିତିଛନ୍ତି। ଫଳରେ ପାଞ୍ଚମ୍ୟାଚ୍ ବିଶିଷ୍ଟକୁ ଭାରତ ୧-୧ରେ ବରାବର ରହିଛି। ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଟିମ୍ ୨-୧ ଗୋଲରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ (୧-୧) ଓ ତୃତୀୟ (୦-୦) ମ୍ୟାଚ୍ ଡ୍ର' ରହିଥିଲା। ହେଲେ ତୃତୀୟ ମ୍ୟାଚକୁ ୩-୧ ଗୋଲରେ ଜିତି ବ୍ରିଟେନ୍ ସିରିଜକୁ ବରାବର କରିଥିଲା।

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଭାରତ ଏକ ସମୟରେ ୨-୦ରେ ଆଗୁଆ ଥିଲା, କିନ୍ତୁ ଶେଷ କ୍ୱାର୍ଟରରେ ବ୍ରିଟେନ୍ ଟିମ୍ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରି ଦୁଇଟି ଯାକ ଗୋଲ୍ ପରିଶୋଧ କରି ମ୍ୟାଚ୍ ଡ୍ର' କରିଥିଲା। ଆଜି ମ୍ୟାଚରେ ଭାରତ ପକ୍ଷରୁ ନଭଜୋତ୍ କୌର୍ (ଅଷ୍ଟମ) ଓ ଗୁରଜିତ୍ କୌର୍ (୪୮ତମ) ଗୋଲ୍ ଦେଇଥିବା ବେଳେ ବ୍ରିଟେନ୍ ପକ୍ଷରୁ ଏଲିଜାବେଥ୍ ନିଲ୍ (୫୫ତମ) ଓ ଆନ୍ନା ଟୋମାନ୍ (୬୦ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।

ପୂର୍ବ ମ୍ୟାଚରେ ପରାଜୟ ସ୍ୱୀକାର କରିଥିବା ଭାରତ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ଯାହା ଫଳରେ ଭାରତକୁ ଅଷ୍ଟମ ମିନିଟରେ ପେନାଲ୍ଟି କର୍ଣ୍ଣର ମିଳିଥିଲା ଏବଂ ନଭଜୋତ୍ ଏହାକୁ ଗୋଲରେ ପରିଣତ କରିଥିଲେ । ଏହି ଗୋଲ୍ ସହ ଭାରତ ୧-୦ର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ ମୁକାବିଲା ବରାବର ରହିଥିଲା। ଏହା ବ୍ରିଟେନ୍ ଆକ୍ରମଣ କରି ତିନୋଟି ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ଭାରତୀୟ ଗୋଲକିପର ସବିତା ପ୍ରତିପକ୍ଷ ଦଳର ସମସ୍ତ ପ୍ରୟାସକୁ ବିଫଳ କରିଥିଲେ।

ତୃତୀୟ କ୍ୱାର୍ଟରରେ ଭାରତ ବଲକୁ ନିଜ ନିୟନ୍ତ୍ରଣରେ ରଖିଥିଲା ଏବଂ ପ୍ରତିପକ୍ଷ ଦଳକୁ ଗୋଲ୍ କରିବାର କୌଣସି ସୁଯୋଗ ଦେଇନଥିଲା। ତେବେ ଚତୁର୍ଥ ତଥା ନିର୍ଣ୍ଣାୟକ କ୍ୱାର୍ଟର୍ ବେଶ୍ ରୋମାଞ୍ଚକର ହୋଇଥିଲା। ୪୮ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଗୁରଜିତ୍ ଗୋଲରେ ପରିଣତ କରି ନିଜ ଦଳକୁ ୨-୦ରେ ଆଗୁଆ କରାଇଥିଲେ। ୦-୨ରେ ପଛୁଆ ରହିବା ପରେ ବ୍ରିଟେନ୍ ଶେଷ ପାଞ୍ଚ ମିନିଟରେ ତା'ର ଆକ୍ରମଣକୁ ଡବଲ୍ କରିଥିଲା। ମ୍ୟାଚର ୫୫ତମ ମିନିଟରେ ଏଲିଜାବେଥ୍ ନିଲ୍ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ ୧-୨ରେ ପହଞ୍ଚାଇଥିଲେ। ଏହା ପରେ ଶେଷ ମିନିଟରେ ମଧ୍ୟ ବ୍ରିଟେନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଆନ୍ନା ଟୋମାନ୍ ଗୋଲରେ ପରିଣତ କରି ମୁକାବିଲାକୁ ୨-୨ରେ ବରାବର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story