ଥାଇଲ୍ୟାଣ୍ଡ୍ ମାଷ୍ଟର୍ସ: ଭାରତର ଅଭିଯାନ ଶେଷ

ବ୍ୟାଙ୍ଗକକ୍‌: ଭାରତର ଶୀର୍ଷ ଶଟଲର୍ ସାଇନା ନେହ୍ୱାଲ ଚଳିତ ଥାଇଲ୍ୟାଣ୍ଡ୍ ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସାଇନାଙ୍କ ପରାଜୟ ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ସାଇନା ଡେନମାର୍କର ଲାଇନ୍ ହୋଜମାର୍କ ଜାଇର୍ସଫେଲ୍ଡଙ୍କ ନିକଟରୁ ୧୩-୨୧, ୨୧-୧୭, ୧୫-୨୧ ଗେମରେ ପରାସ୍ତ ହୋଇଛନ୍ତି। ସାଇନାଙ୍କ ପୂର୍ବରୁ ପୁରୁଷ ସିଙ୍ଗଲ୍ସରେ ଭାରତର କିଦାମ୍ବୀ ଶ୍ରୀକାନ୍ତ, ସମୀର ବର୍ମା, ଏଚଏସ୍ […]

SAINA

SAINA

Ranjit Kumar Jena
  • Published: Wednesday, 22 January 2020
  • Updated: 22 January 2020, 08:45 PM IST

Sports

Latest News

ବ୍ୟାଙ୍ଗକକ୍‌: ଭାରତର ଶୀର୍ଷ ଶଟଲର୍ ସାଇନା ନେହ୍ୱାଲ ଚଳିତ ଥାଇଲ୍ୟାଣ୍ଡ୍ ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ସାଇନାଙ୍କ ପରାଜୟ ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ସାଇନା ଡେନମାର୍କର ଲାଇନ୍ ହୋଜମାର୍କ ଜାଇର୍ସଫେଲ୍ଡଙ୍କ ନିକଟରୁ ୧୩-୨୧, ୨୧-୧୭, ୧୫-୨୧ ଗେମରେ ପରାସ୍ତ ହୋଇଛନ୍ତି।

ସାଇନାଙ୍କ ପୂର୍ବରୁ ପୁରୁଷ ସିଙ୍ଗଲ୍ସରେ ଭାରତର କିଦାମ୍ବୀ ଶ୍ରୀକାନ୍ତ, ସମୀର ବର୍ମା, ଏଚଏସ୍ ପ୍ରଣୟ ନିଜ ନିଜର ପ୍ରଥମ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ଏହାସହ ଚଳିତ ମାସରେ ଭାରତୀୟ ଶଟଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଚଳିତମାସରେ ଆୟୋଜିତ ମ୍ୟାଲେସିୟା ମାଷ୍ଟର୍ସ ଏବଂ ଇଣ୍ଡୋନେସିଆ ମାଷ୍ଟର୍ସରେ ମଧ୍ୟ ଭାରତୀୟ ଖେଳାଳି ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

ସମୀର ପ୍ରଥମ ରାଉଣ୍ଡରେ ମ୍ୟାଲେସିୟାର ଲି ଜି ଜିଆଙ୍କ ଠାରୁ ୧୬-୨୧, ୧୫-୨୧ ଗେମରେ ପରାସ୍ତ ହୋଇଥିବା ବେଳେ ପଞ୍ଚମ ସିଡ୍ ଶ୍ରୀକାନ୍ତ ଇଣ୍ଡୋନେସିଆର ଶେସାର ହିରେନ୍ ରୁସ୍ତାଭିଟୋଙ୍କ ନିକଟରୁ ୨୧-୧୨, ୧୪-୨୧, ୧୧-୨୧ ଗେମରେ ଏବଂ ପ୍ରଣୟ ୧୭-୨୧, ୨୨-୨୦, ୧୯-୨୧ ଗେମରେ ମ୍ୟାଲେସିଆର ଲିଉ ଡାରେନଙ୍କ ଠାରୁ ହାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story