ବୟସରେ ଶତକ ମାରିଲେ ଏହି ପୂର୍ବତନ କ୍ରିକେଟର୍‌

ମୁମ୍ବାଇ: ଭାରତର ସବୁଠାରୁ ବୟୋଜ୍ୟେଷ୍ଠ ପ୍ରଥମଶ୍ରେଣୀ କ୍ରିକେଟର୍ ବସନ୍ତ ରାୟଜୀ ଶନିବାର ନିଜ ଜୀବନର ଶତକ ପୂରଣ କରିଛନ୍ତି। ଡାହାଣହାତୀ ଏହି ବ୍ୟାଟ୍ସମ୍ୟାନ୍ ରାୟଜୀ ୧୦୦ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୪୦ ଦଶକରେ ୯ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ୨୭୭ ରନ୍ କରିଥିଲେ। ତାଙ୍କର ସର୍ବୋଚ୍ଚ ସ୍କୋର ୬୮ ରନ୍ ଥିଲା। ଐତିହାସିକ ରାୟଜୀ ୧୩ ବର୍ଷର ଥିଲା ବେଳେ ଭାରତ ଦକ୍ଷିଣ ମୁମ୍ବାଇର ବମ୍ବେ ଜିମଖାନାରେ ପ୍ରଥମ ଟେଷ୍ଟ ଖେଳିଥିଲା। Wishing you […]

vasant-raiji

vasant-raiji

Ranjit Kumar Jena
  • Published: Sunday, 26 January 2020
  • Updated: 26 January 2020, 06:46 PM IST

Sports

Latest News

ମୁମ୍ବାଇ: ଭାରତର ସବୁଠାରୁ ବୟୋଜ୍ୟେଷ୍ଠ ପ୍ରଥମଶ୍ରେଣୀ କ୍ରିକେଟର୍ ବସନ୍ତ ରାୟଜୀ ଶନିବାର ନିଜ ଜୀବନର ଶତକ ପୂରଣ କରିଛନ୍ତି। ଡାହାଣହାତୀ ଏହି ବ୍ୟାଟ୍ସମ୍ୟାନ୍ ରାୟଜୀ ୧୦୦ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୪୦ ଦଶକରେ ୯ ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ୨୭୭ ରନ୍ କରିଥିଲେ। ତାଙ୍କର ସର୍ବୋଚ୍ଚ ସ୍କୋର ୬୮ ରନ୍ ଥିଲା। ଐତିହାସିକ ରାୟଜୀ ୧୩ ବର୍ଷର ଥିଲା ବେଳେ ଭାରତ ଦକ୍ଷିଣ ମୁମ୍ବାଇର ବମ୍ବେ ଜିମଖାନାରେ ପ୍ରଥମ ଟେଷ୍ଟ ଖେଳିଥିଲା।

ସେ ଭାରତୀୟ କ୍ରିକେଟର ସମ୍ପୂର୍ଣ୍ଣ ଯାତ୍ରାର ମୁକସାକ୍ଷୀ ରହିଛନ୍ତି। ସେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ଏବଂ ବରୋଦା ପକ୍ଷରୁ ଖେଳୁଥିଲେ। କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକର ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ୱ'ଙ୍କ ସହ ରାୟଜୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସଚିନ ଟ୍ୱିଟ୍ କରି ଲେଖିଥିଲେ, ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଶ୍ରୀ ବସନ୍ତ ରାୟଜୀ।

ଷ୍ଟିଭ୍ ୱ' ଏବଂ ମୁଁ ଆପଣଙ୍କ ସହ ବହୁତ ଭଲ ସମୟ ବିତାଇଛି ଏବଂ ଅତୀତର କିଛି ଅଦ୍ଭୁତ କ୍ରିକେଟ୍ କାହାଣୀ ମଧ୍ୟ ଶୁଣିଲୁ। ଆମର ସବୁଠାରୁ ପ୍ରିୟ ଖେଳ ସମ୍ବନ୍ଧୀୟ ସ୍ମୃତିକୁ ଆଗକୁ ପହଞ୍ଚାଇବା ପାଇଁ ଆପଣଙ୍କୁ ଧନ୍ୟବାଦ। ରାୟଜୀ ଲାଲା ଅମରନାଥ, ବିଜୟ ମର୍ଚ୍ଚାଣ୍ଟ, ସିକେ ନାଇଡୁ ଏବଂ ବିଜୟ ହଜାରେଙ୍କ ସହ ଡ୍ରେସିଂ ରୁମ୍ ଶେଆର୍ କରିଛନ୍ତି। ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story