ଇଣ୍ଡୋନେସିଆ ଓପନ୍: ଫାଇନାଲରେ ହାରିଗଲେ ସିନ୍ଧୁ

ଜାକର୍ତ୍ତା: ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ଚଳିତ ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାରିଯାଇଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ୍ ଲଢ଼େଇରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କ ନିକଟରୁ ୧୫-୨୧, ୧୬-୨୧ ଗେମରେ ହାରି ରନର୍ସଅପ୍ ହୋଇଛନ୍ତି। ଏହି ପରାଜୟ ସହ ଚଳିତବର୍ଷ ସିନ୍ଧୁଙ୍କର ପ୍ରଥମ ଟାଇଟଲ୍ ଆଶା ପୁଣିଥରେ ଧୂଳିସାତ୍ ହୋଇଯାଇଛି। ସିନ୍ଧୁ ଗତ ସାତ ମାସ ହେବ କୌଣସି ଟୁର୍ଣ୍ଣାମେଣ୍ଟ ଜିତିନାହାନ୍ତି। ଶେଷଥର ପାଇଁ ସେ ଗତବର୍ଷ ଡିସେମ୍ବରରେ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ […]

pv

pv

Ranjit Kumar Jena
  • Published: Sunday, 21 July 2019
  • Updated: 21 July 2019, 04:44 PM IST

Sports

Latest News

ଜାକର୍ତ୍ତା: ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ଚଳିତ ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାରିଯାଇଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ୍ ଲଢ଼େଇରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କ ନିକଟରୁ ୧୫-୨୧, ୧୬-୨୧ ଗେମରେ ହାରି ରନର୍ସଅପ୍ ହୋଇଛନ୍ତି। ଏହି ପରାଜୟ ସହ ଚଳିତବର୍ଷ ସିନ୍ଧୁଙ୍କର ପ୍ରଥମ ଟାଇଟଲ୍ ଆଶା ପୁଣିଥରେ ଧୂଳିସାତ୍ ହୋଇଯାଇଛି।

ସିନ୍ଧୁ ଗତ ସାତ ମାସ ହେବ କୌଣସି ଟୁର୍ଣ୍ଣାମେଣ୍ଟ ଜିତିନାହାନ୍ତି। ଶେଷଥର ପାଇଁ ସେ ଗତବର୍ଷ ଡିସେମ୍ବରରେ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସ ଟାଇଟଲ୍ ଜିତିଥିଲେ। ଚଳିତ ସିଜନରେ ନିଜର ପ୍ରଥମ ଫାଇନାଲ୍ ଖେଳୁଥିବା ସିନ୍ଧୁ ୨୨ ବର୍ଷୀୟ ୟାମାଗୁଚିଙ୍କ ଆଗରେ ସବୁ ବିଭାଗରେ ହାର୍ ମାନିଥିଲେ। ୟାମାଗୁଚିଙ୍କ ବିରୋଧରେ ଗତ ୧୫ ମୁକାବିଲା ମଧ୍ୟରୁ ସିନ୍ଧୁଙ୍କର ଏହା ପଞ୍ଚମ ପରାଜୟ ଥିଲା।

ଶେଷଥର ପାଇଁ ଭାରତୀୟ ଖେଳାଳି ଗତବର୍ଷ ଅଲ୍ ଇଂଲଣ୍ଡ ଚାମ୍ପିଅନଶିପରେ ୟାମାମୁଚିଙ୍କ ନିକଟରୁ ହାରିଥିଲେ। ଏହି ପରାଜୟ ସହ ସିନ୍ଧୁଙ୍କ ରନର୍ସଅପ୍ ସଂଖ୍ୟା ବଢ଼ିଯାଇଛି। ଏହା ପୂର୍ବରୁ ସିନ୍ଧୁ ୱାର୍ଲ୍ଡ ଚାମ୍ପିଅନଶିପ୍, ଏସିଆନ୍ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଥାଇଲ୍ୟାଣ୍ଡ୍ ଓପନ୍ ଓ ଇଣ୍ଡିଆ ଓପନରେ ରନର୍ସଅପ୍ ହୋଇଥିଲେ। ଅନ୍ୟପକ୍ଷରେ ଚଳିତ ବର୍ଷ ୟାମାଗୁଚିଙ୍କର ଏହା ତୃତୀୟ ଟାଇଟଲ୍। ସେ ଚଳିତ ବର୍ଷ ଜର୍ମାନ୍ ଓପନ୍ ଏବଂ ଏସିଆନ୍ ଚାମ୍ପିଅନଶିପରେ ବିଜୟୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story