ବୁମ୍ରାଙ୍କ ପାଇଁ ହୋଇପାରିଲାନି ଟିମ୍ ଇଣ୍ଡିଆ ଏକାଦଶ ଚୟନ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲିଠାରୁ ବ୍ରିସବେନରେ ଖେଳାଯିବ। ଅଷ୍ଟ୍ରେଲିଆରେ ହେବାକୁଥିବା ମ୍ୟାଚର ଦିନକ ପୂର୍ବରୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଚୟନ ହୋଇଥାଏ, କିନ୍ତୁ ଗୁରୁବାର ଏହା ହୋଇନାହିଁ। ତେବେ କାହିଁକି ଭାରତୀୟ ଦଳର ଚୟନ ହେଲା ନାହିଁ, ଏହାର କାରଣ କହିଛନ୍ତି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର। ରାଠୋରଙ୍କ କହିବା ଅନୁଯାୟୀ, ଟିମ୍ ମ୍ୟାନେଜମେଣ୍ଟ ଯଶପ୍ରୀତ ବୁମ୍ରାଙ୍କ ଫିଟନେସ୍ ଉପରେ ନଜର […]

BUMRAH

BUMRAH

Ranjit Kumar Jena
  • Published: Thursday, 14 January 2021
  • Updated: 14 January 2021, 06:06 PM IST

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲିଠାରୁ ବ୍ରିସବେନରେ ଖେଳାଯିବ। ଅଷ୍ଟ୍ରେଲିଆରେ ହେବାକୁଥିବା ମ୍ୟାଚର ଦିନକ ପୂର୍ବରୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଚୟନ ହୋଇଥାଏ, କିନ୍ତୁ ଗୁରୁବାର ଏହା ହୋଇନାହିଁ। ତେବେ କାହିଁକି ଭାରତୀୟ ଦଳର ଚୟନ ହେଲା ନାହିଁ, ଏହାର କାରଣ କହିଛନ୍ତି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର।

ରାଠୋରଙ୍କ କହିବା ଅନୁଯାୟୀ, ଟିମ୍ ମ୍ୟାନେଜମେଣ୍ଟ ଯଶପ୍ରୀତ ବୁମ୍ରାଙ୍କ ଫିଟନେସ୍ ଉପରେ ନଜର ରଖିଛି। ଯଦି ବୁମ୍ରା ଫିଟ୍ ହୁଅନ୍ତି, ତାହେଲେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ। ବୁମ୍ରାଙ୍କ ଫିଟନେସକୁ ନେଇ ମ୍ୟାଚ୍ ପୂର୍ବରୁ ସୂଚନା ମିଳିଯିବ ବୋଲି ରାଠୋର କହିଛନ୍ତି। ଏଥିପାଇଁ ଆଜି ଚୂଡ଼ାନ୍ତ ଏକାଦଶର ଘୋଷଣା କରାଯାଇନଥିବା କହିଛନ୍ତି ରାଠୋର।

ସିଡନୀ ଟେଷ୍ଟରେ ବୁମ୍ରାଙ୍କ ତଳିପେଟର ମାଂସପେଶୀ ମୋଡ଼ି ହୋଇଯାଇଥିଲା। ଯେଉଁକାରଣରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏଭଳି ସ୍ଥିତିରେ ଇଂଲଣ୍ଡ ସିରିଜକୁ ଆଖି ଆଗରେ ରଖି ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ବୁମ୍ରାଙ୍କ ଫିଟନେସକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଏଥିପାଇଁ ତାଙ୍କୁ ବ୍ରିସବେନ୍ ଟେଷ୍ଟରୁ ବିଶ୍ରାମ ଦେବା ପାଇଁ ଟିମ୍ ଯୋଜନା କରୁଥିଲା। କିନ୍ତୁ ବିକ୍ରମ ରାଠୋରଙ୍କ କଥାରୁ ଲାଗୁଛି ଯେ ନିର୍ଣ୍ଣାୟକ ବ୍ରିସବେନ୍ ଟେଷ୍ଟରେ ବୁମ୍ରାଙ୍କୁ ଖେଳାଇବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି।

ସୂଚନାଯୋଗ୍ୟ, ବ୍ରିସବେନ୍ ଟେଷ୍ଟ ପୂର୍ବରୁ ଭାରତର ଏକାଧିକ ଖେଳାଳି ଆହତ ହୋଇପଡ଼ିଛନ୍ତି। ଅଫ୍ ସ୍ପିନର୍ ଆର୍ ଅଶ୍ୱିନଙ୍କର ଚତୁର୍ଥ ଖେଳିବା ସୁନିଶ୍ଚିତ ହୋଇନାହିଁ। ତାଙ୍କ ଅଣ୍ଟାରେ ଯନ୍ତ୍ରଣା ରହିଛି। ସେହିପରି ହନୁମାନ ବିହାରୀ ସିଡନୀ ଟେଷ୍ଟରେ ଆହତ ହୋଇ ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଏହାବ୍ୟତୀତ ଅଙ୍ଗୁଳିରେ ଫ୍ରାକଚର୍ କାରଣରୁ ରବୀନ୍ଦ୍ର ଜାଡେଜା ମଧ୍ୟ ବ୍ରିସବେନ୍ ଟେଷ୍ଟ ଖେଳିବେନି। ମୟଙ୍କ ଅଗ୍ରୱାଲ୍ ମଧ୍ୟ ପ୍ରାକ୍ଟିସ୍ ବେଳେ ଆହତ ହୋଇଛନ୍ତି। ଏଭଳି ସ୍ଥିତିରେ ବୁମ୍ରାଙ୍କ ଫିଟ୍ ହେବା ନେଇ ଟିମ୍ ଇଣ୍ଡିଆ ଆଶାବାଦୀ ଅଛି। ଟିମର ଫିଜିଓ ତାଙ୍କୁ ଫିଟ୍ କରାଇବା ପାଇଁ ପୂରା ଦମରେ ଲାଗିପଡ଼ିଛି।

ବର୍ଡର-ଗାଭାସ୍କର ଟ୍ରଫିରେ ବୁମ୍ରା ବହୁତ ଓଭର ବୋଲିଂ କରିଛନ୍ତି। ଏହି ଡାହାଣହାତୀ ବୋଲର ଜଣକ ଏପର୍ଯ୍ୟନ୍ତ ୧୧୭.୪ ଓଭର ବୋଲି କରିସାରିଛନ୍ତି। ଯାହା ଉଭୟ ଦଳର କୌଣସି ବୋଲରଙ୍କ ପକ୍ଷେ ସର୍ବାଧିକ ଓଭର। ବୁମ୍ରା ଏପର୍ଯ୍ୟନ୍ତ ୧୧ ୱିକେଟ୍ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story