ପୂର୍ବ ଆଇପିଏଲରେ ଏହି କ୍ରିକେଟର୍‌ଙ୍କ ମୂଲ୍ୟ ଥିଲା ଆକାଶ ଛୁଆଁ: ଏଥର ବହୁ କଷ୍ଟରେ ନିଲାମ ହେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ ୨୦୧୮ ପାଇଁ ବାଙ୍ଗାଲୋର ଠାରେ ହୋଇଥିବା ନିଲାମୀରେ ୧୬୯ ଖେଳାଳି ବିକ୍ରି ହୋଇଛନ୍ତି। ଏହା ମଧ୍ୟରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବହୁ କଷ୍ଟରେ ବିକ୍ରି ତ ହେଲେ କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ସେମାନଙ୍କୁ ବହୁ କମ୍‌ ଟଙ୍କା ମିଳିବ। ଏହି ଲିଷ୍ଟରେ ଅଛନ୍ତି ଗମ୍ଭୀର ଓ ଯୁବରଜାଙ୍କ ପରି ଖେଳାଳି। ଗମ୍ଭୀର ପୂର୍ବରୁ କୋଲକାତ ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିଆସୁଥିବା ବେଳେ ୨୦୧୭ରେ କୋଲକାତା ଗମ୍ଭୀରଙ୍କୁ ୧୨.୫ କୋଟି […]

1516504155-Gambhir-Harbhajan-Yuvraj-PTI

1516504155-Gambhir-Harbhajan-Yuvraj-PTI

Rakesh Mallick
  • Published: Monday, 29 January 2018
  • Updated: 29 January 2018, 07:18 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ ୨୦୧୮ ପାଇଁ ବାଙ୍ଗାଲୋର ଠାରେ ହୋଇଥିବା ନିଲାମୀରେ ୧୬୯ ଖେଳାଳି ବିକ୍ରି ହୋଇଛନ୍ତି। ଏହା ମଧ୍ୟରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବହୁ କଷ୍ଟରେ ବିକ୍ରି ତ ହେଲେ କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ସେମାନଙ୍କୁ ବହୁ କମ୍‌ ଟଙ୍କା ମିଳିବ। ଏହି ଲିଷ୍ଟରେ ଅଛନ୍ତି ଗମ୍ଭୀର ଓ ଯୁବରଜାଙ୍କ ପରି ଖେଳାଳି।

ଗମ୍ଭୀର ପୂର୍ବରୁ କୋଲକାତ ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳିଆସୁଥିବା ବେଳେ ୨୦୧୭ରେ କୋଲକାତା ଗମ୍ଭୀରଙ୍କୁ ୧୨.୫ କୋଟି ଟଙ୍କାରେ ଟିମ୍‌ରେ ରଖିଥିଲା। ଏଥର କିନ୍ତୁ ଗମ୍ଭୀରଙ୍କୁ ଦିଲ୍ଲୀ ୨କୋଟି ୮୦ଲକ୍ଷ ଟଙ୍କାରେ କିଣିଛି। ଦକ୍ଷିଣ ଆଫ୍ରିକା ଖେଳାଳି ମିଲର୍‌ ମଧ୍ୟ ପୂର୍ବ ବର୍ଷ ଆଇପିଏଲରେ ୧୨.୫ କୋଟି ଟଙ୍କା ପାଇଥିବା ବେଳେ ଏଥର ମିଲରଙ୍କୁ ପଞ୍ଜାବ ୩କୋଟିରେ ରିଟେନ୍‌ କରିଛି।

ଶିଖର ଧୱନଙ୍କ ପୂର୍ବ ବର୍ଷ ମୂଲ୍ୟ ଥିଲା ୧୨.୫ କୋଟି। ହେଲେ ୨୦୧୮ ଆଇପିଏଲରେ ହାଇଦ୍ରାବଦା ତାଙ୍କୁ ୫.୨ କୋଟିରେ କିଣିଛି। ଯୁବରାଜ ପୂର୍ବ ବର୍ଷ ୭କୋଟିରେ କିଣାହୋଇଥିବା ବେଳେ ଚଳିତ ବର୍ଷ ପଞ୍ଜାବ ତାଙ୍କୁ ୨ କୋଟିରେ କିଣିଛି। ଯହା ତାଙ୍କର ବେସ୍‌ ପ୍ରାଇସ ଥିଲା। ସେହିପରି ହରଭଜନ ମଧ୍ୟ ପୂର୍ବ ବର୍ଷ ୫.୫ କୋଟିରେ ମୁମ୍ବାଇ ପକ୍ଷରୁ ଖେଳୁଥିବା ବେଳେ ଏଥର ଚେନ୍ନାଇ ତାଙ୍କୁ ମାତ୍ର ୨ କୋଟିରେ କିଣିଛି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story