ଆଇପିଏଲ୍‌ ମ୍ୟାଚ ତାରିଖ ଘୋଷଣା: ଏହି ଷ୍ଟାଡିୟମ୍‌ରେ ବାଜିବ ଉଦ୍‌ଘାଟନୀ ବିଗୁଲ

ମୁମ୍ୱାଇ: ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌ ପାଇଁ ତାରିଖ ଘୋଷଣା ହୋଇଛି। ଉଦ୍‌ଘାଟନୀ ଉତ୍ସବ ଏପ୍ରିଲ୍‌ ୬ ତାରିଖରେ ମୁମ୍ୱାଇରେ ଆରମ୍ଭ ହେବ। ତା’ପର ଦିନ ଅର୍ଥାତ ୭ ତାରିଖରେ ପ୍ରଥମ ମ୍ୟାଚ ମୁମ୍ୱାଇରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ ମଇ ୨୭ ତାରିଖରେ ଖେଳାଯିବ। ତେବେ ଫାଇନାଲ୍‌ ମ୍ୟାଚ କେଉଁ ଷ୍ଟାଡିୟମ୍‌ରେ ହେବ, ତାହା ଜଣାପଡ଼ି ନାହିଁ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା। ଚଳିତ ସିଜିନ୍‌ରେ ଭାଗ ନେବେ ଚେନ୍ନାଇ ସୁପର […]

ipl_pti_1516630663_618x347

ipl_pti_1516630663_618x347

Rakesh Mallick
  • Published: Monday, 22 January 2018
  • Updated: 22 January 2018, 10:29 PM IST

Sports

Latest News

ମୁମ୍ୱାଇ: ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌ ପାଇଁ ତାରିଖ ଘୋଷଣା ହୋଇଛି। ଉଦ୍‌ଘାଟନୀ ଉତ୍ସବ ଏପ୍ରିଲ୍‌ ୬ ତାରିଖରେ ମୁମ୍ୱାଇରେ ଆରମ୍ଭ ହେବ। ତା’ପର ଦିନ ଅର୍ଥାତ ୭ ତାରିଖରେ ପ୍ରଥମ ମ୍ୟାଚ ମୁମ୍ୱାଇରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ ମଇ ୨୭ ତାରିଖରେ ଖେଳାଯିବ। ତେବେ ଫାଇନାଲ୍‌ ମ୍ୟାଚ କେଉଁ ଷ୍ଟାଡିୟମ୍‌ରେ ହେବ, ତାହା ଜଣାପଡ଼ି ନାହିଁ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଆଇପିଏଲ୍‌ ଅଧ୍ୟକ୍ଷ ରାଜୀବ ଶୁକ୍ଳା।

ଚଳିତ ସିଜିନ୍‌ରେ ଭାଗ ନେବେ ଚେନ୍ନାଇ ସୁପର କିଂଙ୍ଗ୍ସ ଓ ରାଜସ୍ତାନ ରୟାଲ୍ସ

ଆଇପିଏଲ୍‌ ୨୦୧୮ ସଂସ୍କରଣ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଚଳିତବର୍ଷ ଆଇପିଏଲ୍‌ରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ମ୍ୟାଚ ଫିକ୍ସିଂ ପାଇଁ ବାସନ୍ଦ ଥିବା ଚେନ୍ନାଇ ସୁପର କିଂଙ୍ଗ୍ସ ଓ ରାଜସ୍ତାନ ରୟାଲ୍ସ ଚଳିତ ସିଜିନ୍‌ରେ ଖେଳିବେ।

ଚେନ୍ନାଇକୁ ଫେରିଲେ ଧୋନୀ, ରାଇନା ଓ ଜାଡ଼େଜା

ଚଳିତବର୍ଷ ଆଇପିଏଲ୍‌ ନିଲାମୀରେ ୫୭୮ ଜଣ ଖେଳାଳି ଭାଗ ନେଇଥିଲେ। ଏମାନଙ୍କ ଭିତରୁ ୧୮ ଜଣ ଖେଳାଳିଙ୍କୁ ୮ ଫ୍ରାଞ୍ଚାଇଜ୍‌ ଆଗରୁ ନିଜ ପାଖରେ ରଖିଥିଲେ। ନିଲାମୀରେ ଏମାନଙ୍କ ନାଁ ଉଠି ନଥିଲା। ତେବେ ମହେନ୍ଦ୍ର ସିଂହ ଧୋନୀ, ସୁରେଶ ରାଇନା ଓ ରବିନ୍ଦ୍ର ଜାଡ଼େଜାଙ୍କୁ ଚେନ୍ନାଇ ସୁପର କିଂଙ୍ଗ୍ସକୁ ଫେରିଛନ୍ତି। ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ବିରାଟ୍‌ କୋହୁଲି, ଏଭି ଡିଭିଲର୍ସ ଓ ସର୍ଫରାଜ ଖାନଙ୍କୁ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story