ଆଇପିଏଲ୍-୯: ଆସନ୍ତାକାଲି ଗୁଜରାଟ-ପଞ୍ଜାବ, ମୁମ୍ବାଇ-ପୁନେ ଲଢ଼େଇ

ପୁନେ: ଚଳିତ ଆଇପିଏଲ୍‌ରେ ଆସନ୍ତାକାଲି ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍‌ଟି ଗୁଜରାଟ ଲାୟନ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ରାଜକୋଟରେ ଅପରାହ୍ନ ୪ଟା ବେଳେ ଖେଳା ଯିବ। ଦ୍ୱିତୀୟ ମ୍ୟାଚ୍‌ଟି ରାଇଜିଂ ପୁନେ ସୁପରଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇରେ ରାତି ୮ଟାରେ ଖେଳା ଯିବ। ଏଥର ଆଇପିଏଲ୍‌ରେ ନୂଆ କରି ସାମିଲ ହୋଇଥିବା ଗୁଜରାଟ ଲାୟନ୍ସ ଟିମ୍‌ ବଢ଼ିଆ ଖେଳୁଛି। ଦଳ ଏଯାବତ୍ ୭ଟି ମ୍ୟାଚ୍ ଖେଳି ୬ଟିରେ ବିଜୟୀ ହୋଇଛି […]

MI-vs-RPS-P

MI-vs-RPS-P

Rakesh Mallick
  • Published: Saturday, 30 April 2016
  • Updated: 30 April 2016, 01:09 PM IST

Sports

Latest News

ପୁନେ: ଚଳିତ ଆଇପିଏଲ୍‌ରେ ଆସନ୍ତାକାଲି ଦୁଇଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍‌ଟି ଗୁଜରାଟ ଲାୟନ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ରାଜକୋଟରେ ଅପରାହ୍ନ ୪ଟା ବେଳେ ଖେଳା ଯିବ। ଦ୍ୱିତୀୟ ମ୍ୟାଚ୍‌ଟି ରାଇଜିଂ ପୁନେ ସୁପରଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇରେ ରାତି ୮ଟାରେ ଖେଳା ଯିବ।

ଏଥର ଆଇପିଏଲ୍‌ରେ ନୂଆ କରି ସାମିଲ ହୋଇଥିବା ଗୁଜରାଟ ଲାୟନ୍ସ ଟିମ୍‌ ବଢ଼ିଆ ଖେଳୁଛି। ଦଳ ଏଯାବତ୍ ୭ଟି ମ୍ୟାଚ୍ ଖେଳି ୬ଟିରେ ବିଜୟୀ ହୋଇଛି ଓ ୧୨ ପଏଣ୍ଟ୍ ସହ ପଏଣ୍ଟ୍ ଟେବୁଲ୍‌ର ଶୀର୍ଷରେ ରହିଛି। ଏଣୁ ଆସନ୍ତାକାଲି ରାଜକୋଟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଦଳର ପଲା ଭାରି ରହିବ। କାରଣ ବିପକ୍ଷ ପଞ୍ଜାବ ଏକାଦଶ କିଙ୍ଗ୍ସ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରିନାହିଁ। ଦଳ ୬ଟି ମ୍ୟାଚ୍‌ ଖେଳି ୫ଟିରେ ପରାଜିତ ହୋଇ ପଏଣ୍ଟ୍ ଟେବୁଲ୍‌ର ସବୁଠାରେ ରହିଛି।

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଟିମ୍ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି ୪ଟିରେ ବିଜୟୀ ହୋଇଛି ଓ ୪ଟିରେ ହାରିଛି। ଦଳ ୮ ପଏଣ୍ଟ ସହ ପଏଣ୍ଟ୍ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଧୋନୀଙ୍କ ନେତୃତ୍ୱାଧୀନ ନୂଆ ଟିମ୍ ପୁନେ ସୁପରଜାଏଣ୍ଟସ୍ ୭ଟି ମ୍ୟାଚ୍ ଖେଳି ମାତ୍ର ୨ଟିରେ ବିଜୟ ହୋଇଛି ଓ ପଏଣ୍ଟ୍ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଗତକାଲି ଟିମ୍ ଗୁଜରାଟ ଲାୟନ୍ସଠାରୁ ୪ ୱିକେଟ୍‌ରେ ହାରି ଯାଇଥିଲା। ଅନ୍ୟପକ୍ଷରେ ପୂର୍ବ ମ୍ୟାଚ୍‌ରେ କୋଲକାତାକୁ ହରାଇ ଥିବାରୁ ମୁମ୍ବାଇ ଟିମ୍‌ର ମନୋବଳ ଦୃଢ଼ ରହିଛି। ମୁମ୍ବାଇକୁ ହରାଇବାକୁ ହେଲେ ପୁନେକୁ ବୋଲିଂରେ ସୁଧାର ଆଣିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story