ଜାଣନ୍ତୁ IPL ମ୍ୟାଚ୍‌ର କେଇଘଣ୍ଟା ପୂର୍ବରୁ ଉଦ୍‌ଘାଟନୀ ଉତ୍ସବ: କାହିଁକି ସାମିଲ ହେବାକୁ ମନାକଲେ ରଣବୀର ଓ ପରିନିତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଆରମ୍ଭ ହେବ ଆଇପିଏଲ୍‌ର ମହାସମର। ଉଦ୍‌ଘାଟନୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ବିଶ୍ୱର ସବୁଠୁ ଲୋକପ୍ରିୟ ଟି-ଟ୍ୱେଣ୍ଟି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ମଧ୍ୟ ଆସନ୍ତା କାଲି ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ହେବ। ମ୍ୟାଚ୍‌ ଆରମ୍ଭର କିଛି ସମୟ ପୂର୍ବରୁ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ରଙ୍ଗାରଙ୍ଗା କର୍ଯ୍ୟକ୍ରମ ମାଧ୍ୟମରେ ଆଇପିଏଲ୍‌ ଉଦ୍‌ଘାଟିତ ହେବ। ଶନିବାର ଅପରାହ୍ନ ୫ଟାରେ ଆଇପିଏଲ ସିଜିନ ୧୧ର ଉଦ୍‌ଘାଟନୀ ଉତ୍ସବ ଆରମ୍ଭ […]

ipl

ipl

Rakesh Mallick
  • Published: Friday, 06 April 2018
  • Updated: 06 April 2018, 05:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଆରମ୍ଭ ହେବ ଆଇପିଏଲ୍‌ର ମହାସମର। ଉଦ୍‌ଘାଟନୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ବିଶ୍ୱର ସବୁଠୁ ଲୋକପ୍ରିୟ ଟି-ଟ୍ୱେଣ୍ଟି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ମଧ୍ୟ ଆସନ୍ତା କାଲି ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ହେବ। ମ୍ୟାଚ୍‌ ଆରମ୍ଭର କିଛି ସମୟ ପୂର୍ବରୁ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ରଙ୍ଗାରଙ୍ଗା କର୍ଯ୍ୟକ୍ରମ ମାଧ୍ୟମରେ ଆଇପିଏଲ୍‌ ଉଦ୍‌ଘାଟିତ ହେବ। ଶନିବାର ଅପରାହ୍ନ ୫ଟାରେ ଆଇପିଏଲ ସିଜିନ ୧୧ର ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହୋଇ ୯୦ ମିନିଟ ପର୍ଯ୍ୟନ୍ତ ଚାଲିବ। ଏହାପରେ ଉଦ୍‌ଘାଟନୀ  ମ୍ୟାଚ୍‌ ରାତି ୮ରେ ସେହି ଷ୍ଟାଡ଼ିୟମରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ। ଉଦ୍‌ଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ଜଲ୍‌ୱା ଦେଖାଇବାକୁ ସାମିଲ ହେବେ ବଲିଉଡ଼ ଷ୍ଟାର୍‌ ହ୍ରିତିକ ରୋଶନ, ବରୁନ ଧୱନ,ଓ ଜାକଲିନ୍‌ଙ୍କ ସମେତ ଆହୁରି ଅନେକ କଳାକାର। ପୂର୍ବରୁ ପରିନିତୀ ଚୋପ୍ରା ଓ ରଣବୀର ସିଂ ଉଦଘାଟନୀ ଉତ୍ସବରେ ସାମିଲ ହେବାକୁ ସ୍ଥିର ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ଏହି ଦୁଇଜଣ ଓହରି ଯାଇଛନ୍ତି। ରନବୀର ଆହତ କରାଣରୁ ଏଥିରେ ସମିଲ ହୋଇପାରିବେନି ବୋଲି କହିବା ସହ ପରିନିତୀ ଫିଲ୍ମ ସୁଟିଂରେ ବ୍ୟସ୍ତ ପାଇଁ ସାମିଲ ହୋଇପାରିବେନି ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story