ଆଇପିଏଲ୍‌ରେ ଲେଗିଙ୍କ ଯାଦୁ

ଭାରତରେ ଏବେ ଆଇପିଏଲ୍‌ ଫିଭର। ପାନ ଦୋକାନଠୁ ଆରମ୍ଭ କରି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି କ୍ରିକେଟ୍‌ର ଏହି ଧନୀ ଲିଗର ଚର୍ଚ୍ଚା। ଆଇପିଏଲ୍‌ ଏବେ ହାଲ୍ପ ଷ୍ଟେଜ୍‌ରେ ପହଞ୍ଚି ଥିବା ବେଳେ ଅନେକ ଖେଳାଳି ଆଇପିଏଲ୍‌ର ୧୦ମ ସଂସ୍କରଣରେ ଦବ୍‌ଦବା ପ୍ରଦର୍ଶନ କରି ନିଜ ଜଲୱା ଦେଖାଉଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍‌ରେ ଲେଗ୍‌ ସ୍ପିନ୍‌ରମାନଙ୍କର ଦବ୍‌ଦବା ବେଶୀ ଦେଖିବାକୁ ମିଳିଛି। ଇମ୍ରାନ୍‌ ତାହିର ଆଇପିଏଲ୍‌ ଦଶମ ସଂସ୍କରଣର ନିଲାମର ପ୍ରଥମ ପର୍ଯ୍ୟାୟରେ ଅଲୋଡା ହୋଇଥିବା ଏହି […]

untitle_Fotor_Collage

untitle_Fotor_Collage

Rakesh Mallick
  • Published: Tuesday, 02 May 2017
  • Updated: 03 May 2017, 11:37 AM IST

Sports

Latest News

ଭାରତରେ ଏବେ ଆଇପିଏଲ୍‌ ଫିଭର। ପାନ ଦୋକାନଠୁ ଆରମ୍ଭ କରି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି କ୍ରିକେଟ୍‌ର ଏହି ଧନୀ ଲିଗର ଚର୍ଚ୍ଚା। ଆଇପିଏଲ୍‌ ଏବେ ହାଲ୍ପ ଷ୍ଟେଜ୍‌ରେ ପହଞ୍ଚି ଥିବା ବେଳେ ଅନେକ ଖେଳାଳି ଆଇପିଏଲ୍‌ର ୧୦ମ ସଂସ୍କରଣରେ ଦବ୍‌ଦବା ପ୍ରଦର୍ଶନ କରି ନିଜ ଜଲୱା ଦେଖାଉଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ୍‌ରେ ଲେଗ୍‌ ସ୍ପିନ୍‌ରମାନଙ୍କର ଦବ୍‌ଦବା ବେଶୀ ଦେଖିବାକୁ ମିଳିଛି।

ଇମ୍ରାନ୍‌ ତାହିର

ଆଇପିଏଲ୍‌ ଦଶମ ସଂସ୍କରଣର ନିଲାମର ପ୍ରଥମ ପର୍ଯ୍ୟାୟରେ ଅଲୋଡା ହୋଇଥିବା ଏହି ଦକ୍ଷିଣ ଆଫ୍ରିକୀୟ ଲେଗିଙ୍କ ବେଶ୍‌ ପ୍ରଭାବ ଦେଖିବାକୁ ମିଳିଛି। ନିଜର ଲେଗ୍‌ ସ୍ପିନ୍‌, ଗୁଗଲି ଓ ଚମତ୍କାର ସ୍ଲାଇଡ୍‌ର ଦ୍ୱାରା ବ୍ୟାଟ୍ସମ୍ୟାନ୍‌ଙ୍କ ଗେମ୍‌ କୁହାଯାଉଥିବା ଏହି ଲିଗ୍‌ରେ ନିଜ ଫ୍ରାଞ୍ଚାଇଜ୍‌ ପୁଣେ ପାଇଁ ମ୍ୟାଚ୍‌ ୱିନର ସାବ୍ୟସ୍ତ ହୋଇଛନ୍ତି। ଚଳିତ ସଂସ୍କରଣର ଟପ୍‌-୧୦ ବୋଲର ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏହି ପାକିସ୍ତାନୀ ଜନ୍ମିତ ପକ୍ଷିଣ ଆଫ୍ରିକୀୟ ବୋଲର। ବର୍ତ୍ତମାନ ସୁଦ୍ଧା ସେ ୧୦ଟି ମ୍ୟାଚ୍‌ ଖେଳି ୧୬ଟି ୱିକେଟ୍‌ ଅକ୍ତିଆର କରିଛନ୍ତି।

ରସିଦ୍‌ ଖାନ୍‌

ଆଫଗାନିସ୍ତାନର ଏହି ୧୮ ବର୍ଷୀୟ ଲେଗ ସ୍ପିନର ତାଙ୍କ ପ୍ରଦର୍ଶନ ଦ୍ୱାରା ବେଶ ପ୍ରଭାବିତ ହୋଇଛନ୍ତି କ୍ରିକେଟ୍‌ ପଣ୍ଡିତମାନେ। ପ୍ରଥମ ଆଫଗାନ୍‌ ଖେଳାଳୀ ଭାବେ ଆଇପିଏଲ୍‌ ଖେଳିବାର ସୁଯୋଗ ପାଇବା ପରେ ନିଜ ଫ୍ରାଞ୍ଚାଇଜ୍‌କୁ ନିରାଶ କରିନାହାନ୍ତି ସହିଦ୍‌ ଆଫ୍ରିଦ୍‌ଙ୍କୁ ନିଜ ଖେଳ ଜୀବନର ରୋଲ ମଡେଲ ମାନୁଥିବା ଏହି ଆଫଗାନ ଟିନ୍ ଏଜର। ସେ ୧୦ଟି ମ୍ୟାଚ ଖେଳି ୧୨ଟି ୱିକେଟ୍‌ ଅକ୍ତିଆର କରି ଟପ୍‌- ୧୦ ଚାଲିକାର ପଞ୍ଚମରେ ଅଛନ୍ତି। ଭୁବନେଶ୍ୱର କୁମାରଙ୍କ ୟର୍କର ସହିତ ରସିଦ୍‌ଙ୍କ ଗୁଗଲି ସନ୍‌ରାଇଜର୍ସ ହାଇଦ୍ରାବଦକୁ ପ୍ଲେ-ଅଫର ନିକଟବର୍ତ୍ତୀ କରାଇଛି।

ଜୁଜୁବେନ୍ଦ୍ର ଚହଲ

ବିଗତ କିଛିବର୍ଷ ଧରି ବ୍ୟାଟିଂ ପାୱାର ଭାବେ ପରିଚିତ ରୟାର ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର(ଆରସିବି)ର ବୋଲିଂ ଭାର ସମ୍ଭାଳିଛନ୍ତି ଏହି ଭାରତୀୟ ସ୍ପିନର। ଆରସିବି ଏବର୍ଷ ଖରାପ ପ୍ରଦର୍ଶନ କରି ପ୍ଲେ-ଅଫ୍‌ ଦୌଡ଼ରୁ ବାଦ ପଡ଼ିଛି। କିନ୍ତୁ ଚହଲ ତାଙ୍କ ଫ୍ୟାନ୍‌ଙ୍କୁ ନିରାଶ କରିନାହାନ୍ତି। ଚହଲ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୧୧ଟି ୱିକେଟ୍‌ ଅକ୍ତିଆର କରି ଟପ୍‌-୧୦ ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି।

ସାମୁଏଲ୍‌ ବଦ୍ରି

ୱେଷ୍ଟଇଣ୍ଡିଜ୍‌ର ଏହି ୬ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଲେଗ୍‌ ସ୍ପିନରଙ୍କୁ ଚଳିତ ଆଇପିଏଲ୍‌ରେ ଖେଳିବାକୁ ଖୁବ୍‌ କମ୍‌ ମ୍ୟାଚ ମିଳିଥିଲା। ତଥାପି ସେ ତାଙ୍କର ପ୍ରଶଂସକଙ୍କୁ ନିରାଶ କରିନାହାନ୍ତି। ଆଇପିଏଲ୍‌-୧୦ର ପ୍ରଥମ ହାଟ୍ରିକ୍‌ ନିଜ ନାମରେ କରିଛନ୍ତି ବଦ୍ରି। ମୁମ୍ୱାଇ ବିପକ୍ଷ ଲୋ’ ସ୍କୋରିଂ ମ୍ୟାଚରେ ଲେଗ ସ୍ପିନର ଜାଦୁରେ ନିଜ ଦଳକୁ ବିଜୟର ଖୁବ୍‌ ନିକଟତର କରାଇ ପାରିଥିଲେ। ପ୍ରତିଥର ପାୱାର-ପ୍ଲେରେ ସେ ନିଜ ବୋଲିଂର କମାଲ ଦେଖାଇଛନ୍ତି। ଏହି ସିଜିନ୍‌ରେ ସେ ଅଦ୍ୟାବଧି ୫ଟି ମ୍ୟାଚ ଖେଳି ୯ଟି ୱିକେଟ୍‌ ଅକ୍ତିଆର କରିଛନ୍ତି।

ଅମିତ୍‌ ମିଶ୍ରା

ମଇଦାନରେ କୁମ୍ୱଲେ ଓ ହରଭଜନ ସକ୍ରିୟ ଥିଲା ବେଳେ ଯେଉଁ କେତେ ଜଣ ଲେଗ୍‌ ସ୍ପିନରଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ମିଳିନଥିଲା ବୋଲି ଚର୍ଚ୍ଚା ହୁଏ ସେମାନଙ୍କ ମଧ୍ୟରେ ଅମିତ ମିଶ୍ରା ଅନ୍ୟତମ। ତେବେ ଆଇପିଏଲ୍‌ରେ ସେ ସବୁଠୁ ସଫଳ ଭାରତୀୟ ଲେଗ ସ୍ପିନର ଭାବେ ପରିଚିତ। ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚରୁ ୯ଟି ୱିକେଟ୍‌ ଅକ୍ତିଆର କରିଛନ୍ତି। ତେବେ କ୍ରିକେଟ୍‌ ସମୀକ୍ଷକଙ୍କ ମତରେ ବର୍ତ୍ତମାନ ସୁଦ୍ଧା ଚଳିତ ଆଇପିଏଲ୍‌ରେ ମିଶ୍ରାଙ୍କ ପ୍ରଦର୍ଶନ ଆଶାନୁରୁପ ହୋଇପାରିନି। ଟୁର୍ଣ୍ଣାମେଣ୍ଟ ଆଗକୁ ବଢ଼ିବା ସହିତ ତାଙ୍କ ପ୍ରଦର୍ଶନରେ ଆହୁରି ଉନ୍ନତି ଘଟିବ ବୋଲି ସମୀକ୍ଷକ ଆଶା ପ୍ରକଟ କରିଛନ୍ତି।

ଉପସ୍ଥାପକ: ଅପୁର୍ବ ରଞ୍ଜନ ପଣ୍ଡା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story