ଆଇପିଏଲ: ପ୍ଲେ ଅଫରେ ମୁମ୍ବାଇ ଇଣ୍ଡିଆନ୍ସର ସ୍ଥାନ ଉଜ୍ଜୀବିତ

ମୁମ୍ବାଇ: ଆଇପିଏଲରେ ଗତକାଲି ରାତିରେ କୋଲାକତାକୁ ୫ ରନ୍ ରେ ହରାଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଏହା ଦ୍ୱାରା ମୁମ୍ୱାଇ ଇଣ୍ଡିଆନ୍ସ ୧୪ ପଏଣ୍ଟ ପାଇ ଚତୁର୍ଥ ସ୍ଥାନକୁ ଉଠିଥିବାବେଳେ କୋଲକାତା ୧୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଆଉ ଏହା ସହିତ ପ୍ଲେଅଫରେ ନିଜର ଆଶାକୁ ଉଜ୍ଜୀବିତ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ମୁମ୍ୱାଇ ଇଣ୍ଡିଆନ୍ସ ୨୦ ଓଭରେ ୪ ୱକେଟ ହରାଇ ୧୭୧ ରନ୍ ରେ  କରିଥିବାବେଳେ କୋଲାକାତା ଏହାକୁ ଟାର୍ଗେଟ […]

KieronPollard

KieronPollard

Rakesh Mallick
  • Published: Friday, 15 May 2015
  • Updated: 15 May 2015, 04:43 AM IST

Sports

Latest News

ମୁମ୍ବାଇ: ଆଇପିଏଲରେ ଗତକାଲି ରାତିରେ କୋଲାକତାକୁ ୫ ରନ୍ ରେ ହରାଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଏହା ଦ୍ୱାରା ମୁମ୍ୱାଇ ଇଣ୍ଡିଆନ୍ସ ୧୪ ପଏଣ୍ଟ ପାଇ ଚତୁର୍ଥ ସ୍ଥାନକୁ ଉଠିଥିବାବେଳେ କୋଲକାତା ୧୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଆଉ ଏହା ସହିତ ପ୍ଲେଅଫରେ ନିଜର ଆଶାକୁ ଉଜ୍ଜୀବିତ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ।

ପ୍ରଥମେ ମୁମ୍ୱାଇ ଇଣ୍ଡିଆନ୍ସ ୨୦ ଓଭରେ ୪ ୱକେଟ ହରାଇ ୧୭୧ ରନ୍ ରେ  କରିଥିବାବେଳେ କୋଲାକାତା ଏହାକୁ ଟାର୍ଗେଟ କରି ୭ ୱକେଟ ହରାଇ କରିଥିଲା ମାତ୍ର ୧୬୭ ରନ୍ । ଶେଷ ଓଭରରେ ପୋଲାର୍ଡଙ୍କ ଚତୁର ବୋଲିଂ କରି ପୀୟୁଷ ଚାୱାଲା ଓ ଉମେଶ ଯାଦବଙ୍କୁ ଚକମା ଦେଇ ଦେଇଥିଲେ।

ଆଇପିଏଲରେ ଆଜି ସନ୍ ରାଇଜର୍ସ ହାଇଦ୍ରାବାଦ ଓ ରାୟଲ ଚ୍ୟାଲେଞ୍ଜର୍ସ, ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। ହାଇବ୍ରାଦରେ ରାତି ୮ ଟାରେ ଏହି ମ୍ୟାଚ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story