ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ବିଶ୍ୱକପ୍‌: ୧୦ ପଦକ ସହ ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ (ଆଇଏସ୍‌ଏସ୍‌ଏଫ୍‌) ଜୁନିୟର ବିଶ୍ୱକପ୍‌ରେ ୧୦ଟି ପଦକ ସହ ମେଡାଲ ତାଲିକାରେ ଚତୁର୍ଥ ସ୍ଥାନରେ ରହି ଭାରତ ତା’ର ଅଭିଯାନ ଶେଷ କରିଥିବା ବେଳେ ଇଟାଲୀ ମେଡାଲ ତାଲିକାରେ ଶୀର୍ଷରେ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ୪୮ଟି ଦେଶରୁ ୫୮୫ ଜୁନିୟର ଖେଳାଳି ଅଂଶ ଗ୍ରହଣ କରିଥିଲା ବେଳେ ମାତ୍ର ୨୪ଟି ଦେଶ ମେଡାଲ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ […]

issf world

issf world

Rakesh Mallick
  • Published: Friday, 06 May 2016
  • Updated: 06 May 2016, 02:10 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ (ଆଇଏସ୍‌ଏସ୍‌ଏଫ୍‌) ଜୁନିୟର ବିଶ୍ୱକପ୍‌ରେ ୧୦ଟି ପଦକ ସହ ମେଡାଲ ତାଲିକାରେ ଚତୁର୍ଥ ସ୍ଥାନରେ ରହି ଭାରତ ତା’ର ଅଭିଯାନ ଶେଷ କରିଥିବା ବେଳେ ଇଟାଲୀ ମେଡାଲ ତାଲିକାରେ ଶୀର୍ଷରେ ରହିଛି।

ଏହି ଟୁର୍ଣ୍ଣାମେଣ୍ଟରେ ୪୮ଟି ଦେଶରୁ ୫୮୫ ଜୁନିୟର ଖେଳାଳି ଅଂଶ ଗ୍ରହଣ କରିଥିଲା ବେଳେ ମାତ୍ର ୨୪ଟି ଦେଶ ମେଡାଲ ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଇଟାଲି ୭ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ ପଦକ ହାତେଇଛି। ରୁଷିଆ ୫ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ସହ ମେଡାଲ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହାପଛକୁ ଜର୍ମାନୀ ୫ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ତୃତୀୟ ସ୍ଥାନରେ ରହିଛି।

ଭାରତ ପାଇଁ ଋତୁରାଜ ସିଂହ ୨୫ ମିଟର ଷ୍ଟାଣ୍ଡାର୍ଡ ପିସ୍ତଲ ବର୍ଗରେ ଉଭୟ ଦଳଗତ ଓ ବ୍ୟକ୍ତିଗତ ଭାବେ ୨ଟି ସ୍ୱର୍ଣ୍ଣ ଜିତିଛନ୍ତି। ତାଙ୍କ ସହ ପିସ୍ତଲ ଇଭେଣ୍ଟରେ ଶୁଭମ ଶୁକ୍ଳା ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ଅର୍ଜୁନ ଦାସ ଦଳ ପାଇଁ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାତେଇଥିବା ବେଳେ ମହିଳା ବର୍ଗରେ ଯଶସ୍ୱୀନି ସିଂହ ଦେଶୱାଲ ୨ଟି ରୌପ୍ୟ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story