ହୀମା ଦାସ ଭିଡିଓ କନଫରେନ୍ସିଂରେ ମୋଦିଙ୍କୁ କ’ଣ କହିଲେ

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ୪୯ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ ସେମାନଙ୍କ ମଧ୍ୟରେ ଆଥଲେଟ ହୀମା ଦାସ ମଧ୍ୟ ରହିଥିଲେ। ଏହି ଆଲୋଚନା ବେଳେ ହୀମା ଦାସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଭିଡିଓ କନଫରେନ୍ସିଂ ପରେ ହୀମା କହିଛନ୍ତି, “ପ୍ରଧାନମନ୍ତ୍ରୀ ଆମକୁ ଆଲୋଚନା ପାଇଁ ଡାକିଥିବାରୁ ଆମେ ସମସ୍ତେ ତାଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇଥିଲୁ। ସେ ଆମକୁ ମହାମାରୀ କରୋନା […]

u

u

Hemant Lenka
  • Published: Friday, 03 April 2020
  • Updated: 03 April 2020, 04:20 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ୪୯ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ ସେମାନଙ୍କ ମଧ୍ୟରେ ଆଥଲେଟ ହୀମା ଦାସ ମଧ୍ୟ ରହିଥିଲେ। ଏହି ଆଲୋଚନା ବେଳେ ହୀମା ଦାସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

ଭିଡିଓ କନଫରେନ୍ସିଂ ପରେ ହୀମା କହିଛନ୍ତି, “ପ୍ରଧାନମନ୍ତ୍ରୀ ଆମକୁ ଆଲୋଚନା ପାଇଁ ଡାକିଥିବାରୁ ଆମେ ସମସ୍ତେ ତାଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇଥିଲୁ। ସେ ଆମକୁ ମହାମାରୀ କରୋନା ବିରୋଧରେ ଲଢ଼େଇ ପାଇଁ ଭାରତ ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି, ସେକଥା କହିଥିଲେ। ବିଶେଷ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେଉଁ ସବୁ କାମ କରିଛି, ସେକଥା କହିଥିଲେ।

ଖେଳାଳିମାନେ ମଧ୍ୟ ସଚେତନା ସୃଷ୍ଟି କରିବା ପାଇଁ କ’ଣ ସବୁ କରିଛନ୍ତି, ସେକଥା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଁ ବ୍ୟକ୍ତିଗତ ଭାବେ ସ୍ୱାସ୍ଥ୍ୟକର୍ମୀମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ କହିଛି। ଲକଡାଉନକୁ ପାଳନ ନ କରି ଯେଉଁମାନେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ବୋଝ ପାଲଟିଛନ୍ତି ଓ ସେମାନଙ୍କୁ ଆକ୍ରମଣ କରୁଛନ୍ତି, ସେକଥା ଦେଖି ମୁଁ ବହୁତ କଷ୍ଟ ପାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଛି।

୨୧ ଦିନର ଲକଡାଉନ ପରେ ମଧ୍ୟ କରୋନା ଭାରତରୁ ଯିବା ଯାଏ ମୁଁ ସମସ୍ତ ପ୍ରକାରର ନିୟମକୁ ପାଳନ କରିବି ବୋଲି କହିଛି। କାମ ନଥିଲେ ଘରୁ ନ ବହାରିବା ଓ ସାମାଜିକ ଦୂରତାକୁ ବଜାୟୀ ରଖିବା ଉପରେ ମୁଁ ଗୁରୁତ୍ୱ ଦେଉଛି ବୋଲି ତାଙ୍କୁ ଜଣାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story