ବୁମ୍ରାଙ୍କ ପ୍ରଥମ ୱିକେଟ ବିରାଟ ଓ ୧୦୦ତମ ୱିକେଟ ବି ବିରାଟ

ଅବୁଧାବି: ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଚଳିତ ଆଇପିଏଲରେ ନିଜର ଜଲୱା ଦେଖା ଚାଲିଛନ୍ତି। ଆଜି ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ବୁମ୍ରା ସ୍ପେଶାଲ ଦେଖିବାକୁ ମିଳିଛି। ସେ ୪ ଓଭର୍‌ରେ ମାତ୍ର ୧୪ ରନ୍‌ ଦେଇ ୩ଟି ୱିକେଟ ନେଇଛି। ‌ଆଜି ସେ ପ୍ରଥମ ୱିକେଟ ନେବା କ୍ଷଣି ଆଇପିଏଲ କ୍ୟାରିୟରରେ ୧୦୦ତମ ୱିକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଚଳିତ ଆଇପିଏଲରେ ମୁମ୍ବାଇ ପକ୍ଷରୁ ବୁମ୍ରା ୨୦ଟି ୱିକେଟ ନେଇସାରିଲେଣି। ସର୍ବାଧିକ ୱିକେଟ […]

fgy

fgy

Hemant Lenka
  • Published: Wednesday, 28 October 2020
  • Updated: 28 October 2020, 09:56 PM IST

Sports

Latest News

ଅବୁଧାବି: ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଚଳିତ ଆଇପିଏଲରେ ନିଜର ଜଲୱା ଦେଖା ଚାଲିଛନ୍ତି। ଆଜି ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ବୁମ୍ରା ସ୍ପେଶାଲ ଦେଖିବାକୁ ମିଳିଛି। ସେ ୪ ଓଭର୍‌ରେ ମାତ୍ର ୧୪ ରନ୍‌ ଦେଇ ୩ଟି ୱିକେଟ ନେଇଛି। ‌ଆଜି ସେ ପ୍ରଥମ ୱିକେଟ ନେବା କ୍ଷଣି ଆଇପିଏଲ କ୍ୟାରିୟରରେ ୧୦୦ତମ ୱିକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଚଳିତ ଆଇପିଏଲରେ ମୁମ୍ବାଇ ପକ୍ଷରୁ ବୁମ୍ରା ୨୦ଟି ୱିକେଟ ନେଇସାରିଲେଣି। ସର୍ବାଧିକ ୱିକେଟ ଦଖଲ କରିବା ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ବିରାଟ କୋହିଲଙ୍କୁ ଆଉଟ କରି ବୁମ୍ରା ତାଙ୍କ ଆଇପିଏଲ କ୍ୟାରିୟରର ୧୦୦ତମ ୱିକେଟ ପୂରଣ କରିଥିଲେ। ଆଇପିଏଲରେ ୧୦୦ଟି ୱିକେଟ ନେବାରେ ବୁମ୍ରା ୧୫ ନଂ ଖେଳାଳି। ଏହି ୱିକେଟ ସହ ବୁମ୍ରା ତାଙ୍କ ଟି-୨୦ କ୍ୟାରିୟରର ୨୦୦ତମ ୱିକେଟ ମଧ୍ୟ ଦଖଲ କରିଛନ୍ତି।

ତେବେ ବୁମ୍ରା ତାଙ୍କ ଆଇପିଏଲ ତଥା ଟି-୨୦ କ୍ୟାରିୟରର ପ୍ରଥମ ୱିକେଟ ଭାବେ ବିରାଟଙ୍କୁ ହିଁ ଆଉଟ କରିଥିଲେ। ୨୦୧୩ରେ ବୁମ୍ରା ପ୍ରଥମଥର ପାଇଁ ମୁମ୍ବାଇ ପକ୍ଷରୁ ଖେଳିଥିଲେ। ଏହି ସମୟରେ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା।

ସେ ବିରାଟଙ୍କ ୱିକେଟ ନେଇ ଆଇପିଏଲରେ ନିଜର ୱିକେଟ ଦଖଲ ଅଭିଯାନ ଆରମ୍ଭ କରିଥିଲେ। ୭ ବର୍ଷ ପରେ ସେହି ବିରାଟ କୋହଲିଙ୍କୁ ଆଉଟ କରି ବୁମ୍ରା ଆଇପିଏଲ କ୍ୟାରିୟରର ୧୦୦ତମ ୱିକେଟ ଦଖଲ କରିଛନ୍ତି। ଏବେ ବୁମ୍ରା ଆଇପିଏଲରେ ୧୦୨ଟି ୱିକେଟ ନେଇ ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story