ଏହି ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ଥରୁଥିଲେ ବୋଲର୍‌: ଏବେ ବିନା ସାହାରାରେ ଗୋଟିଏ ପାଦ ଚାଲିବା ମୁସ୍କିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଥିଲା ନିଜର ବିସ୍ଫୋରୋକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପରିଚିତ ଥିଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନତ ଜୟସୁରିଆ। ଜୟସୁରିଆଙ୍କୁ ବୋଲିଂ କରିବାକୁ ଡ଼ରୁଥିଲେ ବୋଲର। ଜୟସୁରିଆଙ୍କ ବିସ୍ଫୋରକ ବ୍ୟାଟିଂ ବୋଲରଙ୍କ ନିଦ ହଜାଇ ଦେଉଥିଲା। ହେଲେ ଆଜି ସମୟ ବଦଳିଯାଇଛି। ବିନା ସାହାଯ୍ୟରେ ସେ ପାଦୁଟିଏ ବି ଚାଲିବାକୁ ସକ୍ଷମ ନୁହଁନ୍ତି। ଆଶ୍ରା ବାଡ଼ି ଦ୍ୱାରା ସେ ଏବେ ଚଳପ୍ରଚଳ କରୁଛନ୍ତି। ନିଜ ଗୋଡ଼ରେ ଏଭଳି ସମସ୍ୟା ଦେଖାଦେଇଛି ଯାହା ଫଳରେ […]

jaisuriya-01_010518094411

jaisuriya-01_010518094411

Ordigital Desk
  • Published: Friday, 05 January 2018
  • Updated: 05 January 2018, 01:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଥିଲା ନିଜର ବିସ୍ଫୋରୋକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପରିଚିତ ଥିଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସନତ ଜୟସୁରିଆ। ଜୟସୁରିଆଙ୍କୁ ବୋଲିଂ କରିବାକୁ ଡ଼ରୁଥିଲେ ବୋଲର। ଜୟସୁରିଆଙ୍କ ବିସ୍ଫୋରକ ବ୍ୟାଟିଂ ବୋଲରଙ୍କ ନିଦ ହଜାଇ ଦେଉଥିଲା। ହେଲେ ଆଜି ସମୟ ବଦଳିଯାଇଛି। ବିନା ସାହାଯ୍ୟରେ ସେ ପାଦୁଟିଏ ବି ଚାଲିବାକୁ ସକ୍ଷମ ନୁହଁନ୍ତି। ଆଶ୍ରା ବାଡ଼ି ଦ୍ୱାରା ସେ ଏବେ ଚଳପ୍ରଚଳ କରୁଛନ୍ତି।

ନିଜ ଗୋଡ଼ରେ ଏଭଳି ସମସ୍ୟା ଦେଖାଦେଇଛି ଯାହା ଫଳରେ ସେ ଏବେ ଚାଲିବାକୁ ସମ୍ପୂର୍ଣ୍ଣ ଅକ୍ଷମ। ଖୁବଶୀଘ୍ର ଜୟସୁରିଆ ଗୋଡ଼ରେ ଅପ୍ରେସନ ପାଇଁ ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ଯିବେ। ଅପ୍ରେସନ୍‌ ପରେ ଗୋଟିଏ ମାସ ସେ ବେଡ଼୍‌ରେ ରହିବେ। ଏହାପରେ ଜଣାପଡ଼ିବ ଜୟସୁରିଆ ତାଙ୍କ ପାଦରେ ଚାଲିପାରିବେ କି ନାହିଁ।

୪୮ ବର୍ଷିୟ ଜୟସୁରିଆ ୨୦୧୧ରେ କ୍ରିକେଟରୁ ଅବସର ନେଇଥିଲେ। ସେ ୪୦ ଆଭରେଜ୍‌ରେ ୧୧୦ ଟେଷ୍ଟ ମ୍ୟାଚରୁ ୬୯୭୩ ରନ୍‌ କରିଥିଲେ। ସେହିପରି ଦିନିକିଆରେ ୪୩୩ ମ୍ୟାଚ୍‌ରୁ ୧୩୦୦୦ ରନ ପୂରଣ କରିଛନ୍ତି। ସେ ଶ୍ରୀଲଙ୍କା ପକ୍ଷରୁ ଟି-ଟ୍ୱେଣ୍ଟି ମ୍ୟାଚ୍‌ ବି ଖେଳିଛନ୍ତି। ଏହି ମହାନ କ୍ରିକେଟର୍‌ଙ୍କ ବୟସ ବଢିବା ସହ ନିଜ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ସେ ଏବେ ବିନା କାହାର ସାହାଯ୍ୟରେ ଚାଲିପାରୁନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story