ରିଓ ଅଲିମ୍ପିକ୍‌: ହାରିଲେ ଜ୍ୱାଲା-ଅଶ୍ୱିନୀ, ମନୁ-ସୁମିତ ଯୋଡି

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତର ପୁରୁଷ ଯୁଗଳ ସୁମିତ ରେଡ୍ଡୀ-ମନୁ ଅତ୍ରୀ ଯୋଡି ଏବଂ ମହିଳା ଯୁଗଳ ଜ୍ୱାଲା ଗୁଟା-ଅଶ୍ୱିନୀ ପୋନ୍ନାପା ଆଜି ସେମାନଙ୍କ ବିପକ୍ଷ ଯୋଡିଠାରୁ ପରାସ୍ତ ହୋଇଛନ୍ତି। ପୁରୁଷ ଯୁଗଳ ପ୍ରତିଯୋଗିତାରେ ମନୁ-ସୁମିତ ଯୋଡି ଇଣ୍ଡୋନେସିଆର ମହମ୍ମଦ ଆସାନ୍‌-ହେନ୍ଦ୍ରା ସେଇଟିଆୱାନ୍‌ଙ୍କ ଠାରୁ ୧୮-୨୧, ୧୩-୨୧ରେ ପରାଜିତ ହୋଇଛନ୍ତି। ମହିଳା ଯୁଗଳ ପ୍ରତିଯୋଗିତାରେ ଜ୍ୱାଲା-ଅଶ୍ୱିନୀ ଯୋଡି ଜାପାନର ଟାକାହାସି-ମାଟ୍‌ସୁଟୋମୋଙ୍କଠାରୁ ୧୫-୨୧, ୧୦-୨୧ରେ ପରାଜିତ ହୋଇଥିଲେ। ଆସନ୍ତାକାଲି ଜ୍ୱାଲା ଗୁଟା-ଅଶ୍ୱିନୀ ପୋନ୍ନାପା ଯୋଡି ନେଦରଲାଣ୍ଡ ଯୋଡି ଇମୁସ୍‌କେନ୍‌-ସେଲେନା ପିକ୍‌ଙ୍କୁ […]

jwala-aswaini

jwala-aswaini

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 10:10 PM IST

Sports

Latest News

badminton-manu-sumeethରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଭାରତର ପୁରୁଷ ଯୁଗଳ ସୁମିତ ରେଡ୍ଡୀ-ମନୁ ଅତ୍ରୀ ଯୋଡି ଏବଂ ମହିଳା ଯୁଗଳ ଜ୍ୱାଲା ଗୁଟା-ଅଶ୍ୱିନୀ ପୋନ୍ନାପା ଆଜି ସେମାନଙ୍କ ବିପକ୍ଷ ଯୋଡିଠାରୁ ପରାସ୍ତ ହୋଇଛନ୍ତି।

ପୁରୁଷ ଯୁଗଳ ପ୍ରତିଯୋଗିତାରେ ମନୁ-ସୁମିତ ଯୋଡି ଇଣ୍ଡୋନେସିଆର ମହମ୍ମଦ ଆସାନ୍‌-ହେନ୍ଦ୍ରା ସେଇଟିଆୱାନ୍‌ଙ୍କ ଠାରୁ ୧୮-୨୧, ୧୩-୨୧ରେ ପରାଜିତ ହୋଇଛନ୍ତି।

ମହିଳା ଯୁଗଳ ପ୍ରତିଯୋଗିତାରେ ଜ୍ୱାଲା-ଅଶ୍ୱିନୀ ଯୋଡି ଜାପାନର ଟାକାହାସି-ମାଟ୍‌ସୁଟୋମୋଙ୍କଠାରୁ ୧୫-୨୧, ୧୦-୨୧ରେ ପରାଜିତ ହୋଇଥିଲେ।

ଆସନ୍ତାକାଲି ଜ୍ୱାଲା ଗୁଟା-ଅଶ୍ୱିନୀ ପୋନ୍ନାପା ଯୋଡି ନେଦରଲାଣ୍ଡ ଯୋଡି ଇମୁସ୍‌କେନ୍‌-ସେଲେନା ପିକ୍‌ଙ୍କୁ ଭେଟିବାକୁ ଥିବାବେଳେ ରେଡ୍ଡୀ-ମନୁ ଅତ୍ରୀ ଯୋଡି ଚୀନର ଚାଇ ବାଇଓ-ହୋଙ୍ଗ ୱେଇ ଯୋଡିଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story