ଟି-୨୦ରେ କର୍ଣ୍ଣାଟକାର ବିଜୟ ରେକର୍ଡ

ବେଙ୍ଗାଲୁରୁ: ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଉତ୍ତରାଖଣ୍ଡକୁ ୯ ୱିକେଟରେ ହରାଇ ରେକର୍ଡ କରିଛି କର୍ଣ୍ଣାଟକା। ଏହି ବିଜୟ ସହ କର୍ଣ୍ଣାଟକା କ୍ରମାଗତ ଭାବେ ୧୫ଟି ଟି-୨୦ ମ୍ୟାଚ୍‌ ଜିତିଛି। ଏହା ଭାରତୀୟ କ୍ରିକେଟରେ ଏକ ରେକର୍ଡ। ଆଜି ଯାଏ କୌଣସି ଦଳ କ୍ରମାଗତ ଭାବେ ଏଭଳି ଟି-୨୦ରେ ବିଜୟ ହାସଲ କରିପାରି ନଥିଲେ। ଗ୍ରୁପ୍‌ ଏରେ ଥିବା କର୍ଣ୍ଣାଟକାର ମୁକାବିଲା ଆଜି ଉତ୍ତରାଖଣ୍ଡ ସହ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଉତ୍ତରାଖଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ […]

c

c

Hemant Lenka
  • Published: Friday, 08 November 2019
  • Updated: 08 November 2019, 08:19 PM IST

Sports

Latest News

ବେଙ୍ଗାଲୁରୁ: ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଉତ୍ତରାଖଣ୍ଡକୁ ୯ ୱିକେଟରେ ହରାଇ ରେକର୍ଡ କରିଛି କର୍ଣ୍ଣାଟକା। ଏହି ବିଜୟ ସହ କର୍ଣ୍ଣାଟକା କ୍ରମାଗତ ଭାବେ ୧୫ଟି ଟି-୨୦ ମ୍ୟାଚ୍‌ ଜିତିଛି। ଏହା ଭାରତୀୟ କ୍ରିକେଟରେ ଏକ ରେକର୍ଡ। ଆଜି ଯାଏ କୌଣସି ଦଳ କ୍ରମାଗତ ଭାବେ ଏଭଳି ଟି-୨୦ରେ ବିଜୟ ହାସଲ କରିପାରି ନଥିଲେ।

ଗ୍ରୁପ୍‌ ଏରେ ଥିବା କର୍ଣ୍ଣାଟକାର ମୁକାବିଲା ଆଜି ଉତ୍ତରାଖଣ୍ଡ ସହ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଉତ୍ତରାଖଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୩୨ ରନ୍‌ କରିଥିଲା। ୧୩୩ ରନ୍‌ର ଟାର୍ଗେଟକୁ କର୍ଣ୍ଣାଟକା ମାତ୍ର ଗୋଟିଏ ୱିକେଟ ହରାଇ ହାସଲ କରି ନେଇଛି। କର୍ଣ୍ଣାଟକା ପକ୍ଷରୁ ରୋହନ କଦମ ଓ ଦେବଦୂତ ପାଡିକ୍କଲ ଅପରାଜିତ ଅର୍ଦ୍ଧଶତକ ହାସଲ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

କ୍ରମାଗତ ୧୫ଟି ଟି-୨୦ ମ୍ୟାଚ୍‌ ଜିତି କର୍ଣ୍ଣାଟକା ଭାରତୀୟ କ୍ରିକେଟରେ କେବଳ ରେକର୍ଡ କରିନାହିଁ ବରଂ ବିଶ୍ୱ ସ୍ତରରେ ଏତେ ସଂଖ୍ୟକ ମ୍ୟାଚ୍‌ ଜିତିବା ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। କର୍ଣ୍ଣାଟକା ସହ ନ୍ୟୁଜିଲ୍ୟାଣ୍ଡର ଓଟାଗ ସମାନ ୧୫ଟି ମ୍ୟାଚ୍‌ କ୍ରମାଗତ ଭାବେ ଜିତିଥିଲା।

ତେବେ ତାଲିକାର ପ୍ରଥମ ସ୍ଥାନରେ ୨୦୦୬ରୁ ୨୦୧୦ ମଧ୍ୟରେ ପାକିସ୍ତାନର ନ୍ୟାଶନାଲ ଟି-୨୦ କପ୍‌ରେ ସିଆଲକୋଟ ଷ୍ଟାଲିୟନ୍ସ କ୍ରମାଗତ ୨୫ଟି ମ୍ୟାଚ୍‌ ଜିତି ୧ ନଂ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story