କ୍ୟାନାଡା ଓପନ: ସେମିରେ କଶ୍ୟପ

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ତଥା ପ୍ରଖ୍ୟାତ ଭାରତୀୟ ଶଟଲର ପାରୁପଲ୍ଲୀ କଶ୍ୟପ କ୍ୟାନାଡା ଓପନ ବ୍ୟାଡ୍‌ମିଣ୍ଟନରେ ନିଜର ଦବଦବା ଦେଖାଇଛନ୍ତି। ବିଶ୍ୱର ୬ଷ୍ଠ ସିଡ୍‌ କଶ୍ୟପ ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନିଜର ସ୍କାନ ପକ୍କା କରିନେଇଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ କଶ୍ୟପଙ୍କ ମୁକାବିଲା ଫ୍ରାନ୍ସର ଲୁକାସ୍‌ କ୍ଲାରେବାଉଟ୍‌ଙ୍କ ସହ ହୋଇଥିଲା। ତେବେ ମ୍ୟାଚ୍‌ଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ସେଟ୍‌ରେ ଲୁକାସ୍‌ କଶ୍ୟପଙ୍କୁ ୧୨-୨୧ରେ ପରାସ୍ତ କରିଥିଲେ। ତେବେ ପରବର୍ତ୍ତୀ ଦୁଇଟି ସେଟ୍‌ରେ କଶ୍ୟପ ଜବରଦସ୍ତ […]

1q

1q

Hemant Lenka
  • Published: Saturday, 06 July 2019
  • Updated: 06 July 2019, 03:50 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ତଥା ପ୍ରଖ୍ୟାତ ଭାରତୀୟ ଶଟଲର ପାରୁପଲ୍ଲୀ କଶ୍ୟପ କ୍ୟାନାଡା ଓପନ ବ୍ୟାଡ୍‌ମିଣ୍ଟନରେ ନିଜର ଦବଦବା ଦେଖାଇଛନ୍ତି। ବିଶ୍ୱର ୬ଷ୍ଠ ସିଡ୍‌ କଶ୍ୟପ ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନିଜର ସ୍କାନ ପକ୍କା କରିନେଇଛନ୍ତି।

କ୍ୱାର୍ଟର ଫାଇନାଲ୍‌ରେ କଶ୍ୟପଙ୍କ ମୁକାବିଲା ଫ୍ରାନ୍ସର ଲୁକାସ୍‌ କ୍ଲାରେବାଉଟ୍‌ଙ୍କ ସହ ହୋଇଥିଲା। ତେବେ ମ୍ୟାଚ୍‌ଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ସେଟ୍‌ରେ ଲୁକାସ୍‌ କଶ୍ୟପଙ୍କୁ ୧୨-୨୧ରେ ପରାସ୍ତ କରିଥିଲେ। ତେବେ ପରବର୍ତ୍ତୀ ଦୁଇଟି ସେଟ୍‌ରେ କଶ୍ୟପ ଜବରଦସ୍ତ କମ୍‌ବ୍ୟାକ୍‌ କରି ୨୩-୨୧ ଓ ୨୪-୨୨ରେ ମ୍ୟାଚ୍‌କୁ କବଜା କରିଥିଲେ। ସେମିରେ କଶ୍ୟପଙ୍କ ମୁକାବିଲା ଚାଇନିଜ ତାଇପେଇର ୱାଙ୍ଗ ତୁଜ ୟୁଇଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story