କେତେ ଧନୀ ବିରାଟ ଓ ଅନୁଷ୍କା?

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା। କୁହାଯାଉଛି ସେମାନେ ଆସନ୍ତା ୧୨ ତାରିଖରେ ବିବାହ କରିବେ। ଇଟାଲୀରେ ସେମାନଙ୍କ ବାହାଘର ହେବ। ବେଶ୍ କିଛି ବର୍ଷ ହେଲା ଦୁହେଁ ପରସ୍ପରକୁ ଡେଟ୍ କରିଆସୁଛନ୍ତି।  ଏ ଦୁଇ ଜଣ ନିଜ ନିଜ ପ୍ରଫେସନ୍‌ରେ ବେଶ୍ ସଫଳତା ହାସଲ କରିଛନ୍ତି। ଆପଣମାନେ ତ ଏ ଦୁହିଁଙ୍କ ସଂପର୍କରେ ବିଭିନ୍ନ ସମୟରେ ବିଭିନ୍ନ କଥା ପଢ଼ିଥିବେ ଅବା ଶୁଣିଥିବେ। ତେବେ କେବେ ଏ ଦୁହିଁଙ୍କ […]

VIRATKOHALIcopy

VIRATKOHALIcopy

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 12:17 PM IST

Sports

Latest News

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା। କୁହାଯାଉଛି ସେମାନେ ଆସନ୍ତା ୧୨ ତାରିଖରେ ବିବାହ କରିବେ। ଇଟାଲୀରେ ସେମାନଙ୍କ ବାହାଘର ହେବ। ବେଶ୍ କିଛି ବର୍ଷ ହେଲା ଦୁହେଁ ପରସ୍ପରକୁ ଡେଟ୍ କରିଆସୁଛନ୍ତି।  ଏ ଦୁଇ ଜଣ ନିଜ ନିଜ ପ୍ରଫେସନ୍‌ରେ ବେଶ୍ ସଫଳତା ହାସଲ କରିଛନ୍ତି। ଆପଣମାନେ ତ ଏ ଦୁହିଁଙ୍କ ସଂପର୍କରେ ବିଭିନ୍ନ ସମୟରେ ବିଭିନ୍ନ କଥା ପଢ଼ିଥିବେ ଅବା ଶୁଣିଥିବେ। ତେବେ କେବେ ଏ ଦୁହିଁଙ୍କ ସଂପତ୍ତି ବିଷୟରେ କେଉଁଠି ପଢ଼ିଛନ୍ତି କି? ଯଦି ପଢ଼ି ନାହାନ୍ତି, ତା’ହେଲେ ଆଜି ପଢ଼ନ୍ତୁ।

ଅନୁଷ୍କା ଶର୍ମା ଗୋଟିଏ ଫିଲ୍ମ ପାଇଁ ୫ କୋଟି ଟଙ୍କା ନିଅନ୍ତି। ବ୍ରାଣ୍ଡ ଏଣ୍ଡ୍ରୋସମେଣ୍ଟ ପାଇଁ ୪ କୋଟି ଟଙ୍କା ନେଉଛନ୍ତି। ସେ ପ୍ରାୟ ୩୬ କୋଟି ଟଙ୍କା ନିବେଶ କରିଛନ୍ତି। ତାଙ୍କ ପାଖରେ ୫ କୋଟି ଟଙ୍କାର ଲଗ୍‌ଜରୀ କାର୍ ରହିଛି। ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ପ୍ରାୟ ୨୨୦ କୋଟି ଟଙ୍କା। ଆଗାମୀ କିଛି ବର୍ଷରେ ତାଙ୍କର ସଂପତ୍ତି ୩୦% ହାରରେ ବଢ଼ିବ ବୋଲି ଏକ ଆକଳନ କରାଯାଇଛି।

ବର୍ତ୍ତମାନ ପୂରା ଫର୍ମରେ ଥାଇ ରେକର୍ଡ ପରେ ରେକର୍ଡ କରି ଚାଲିଥିବା ବିରାଟ ପଇସା ମାମଲାରେ ବି ପଛରେ ନାହାନ୍ତି। ତାଙ୍କର ମୋଟ ସଂପତ୍ତିର ପରିମାଣ ୩୯୦ କୋଟି ଟଙ୍କା। ତାଙ୍କ ପାଖରେ ୬ଟି ଲଗ୍‌ଜରୀ କାର୍ ରହିଛି। ଏସବୁଗୁଡ଼ିକର ମୋଟ ମୂଲ୍ୟ ୯ କୋଟି ଟଙ୍କା। ସେ ବିଭିନ୍ନ କ୍ଷେତ୍ରରେ ୧୮ କୋଟି ଟଙ୍କା ନିବେଶ କରିଛନ୍ତି।

ଏହି ଦୁଇ ଜଣଙ୍କ ଡିମାଣ୍ଡ କାହିଁରେ କ’ଣ। ସେମାନେ ସାଙ୍ଗ ହୋଇ ବିଜ୍ଞାପନ ମଧ୍ୟ କରୁଛନ୍ତି। ବିବାହ ପରେ ଦୁହିଁଙ୍କ ଡିମାଣ୍ଡ ଆହୁରି ବଢ଼ିବ ବୋଲି କୁହାଯାଉଛି। ବିଜ୍ଞାପନ ଓ ବ୍ରାଣ୍ଡ ଏଣ୍ଡ୍ରୋସ୍‌ମେଣ୍ଟ ପାଇଁ ଦୁହିଁଙ୍କ ପାଖରେ କଂପାନୀଙ୍କ ଲମ୍ବା ଲାଇନ୍ ଲାଗିବ ବୋଲି କୁହାଯାଉଛି।  ଏପରି ହେଲେ ଏଥିରୁ ସେମାନେ ପୂର୍ବାପେକ୍ଷା ଆହୁରି ଅଧିକ ଆୟ କରିବେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story