ଆଇସିସି ଟେଷ୍ଟ ଚାମ୍ପିୟନସିପ୍‌ ଗଦା ଗ୍ରହଣ କଲେ କୋହଲି

ଇନ୍ଦୋର: ଅନ୍ତର୍ଜାତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ଆଇସିସି)ର ହଲ ଅଫ୍‌ ଫେମ୍‌ ତଥା ପୂର୍ବତନ ବ୍ୟାଟିଂ ତାରକା ସୁନି ଗାଭାସ୍କର ମଙ୍ଗଳବାର ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନସିପ୍‌ ଗଦା ପ୍ରଦାନ କରିଛନ୍ତି। ଇନ୍ଦୋର ଟେଷ୍ଟ୍‌ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଆଇସିସି ପକ୍ଷରୁ କୋହିଲଙ୍କୁ ଏହି ଗଦା ପ୍ରଦାନ କରାଯାଇଛି। ଟେଷ୍ଟ୍‌ ମାନ୍ୟତାର ଏକ ନମ୍ବର ଦଳକୁ ଏହି ଗଦା ପ୍ରଦାନ କରାଯାଇଥାଏ। ଆଇସିସି ଟେଷ୍ଟ ଚାମ୍ପିୟନସିପ୍‌ ଗଦା ଗ୍ରହଣ କରିବାରେ […]

ICC Test championship mace

ICC Test championship mace

Rakesh Mallick
  • Published: Tuesday, 11 October 2016
  • Updated: 11 October 2016, 07:02 PM IST

Sports

Latest News

ଇନ୍ଦୋର: ଅନ୍ତର୍ଜାତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ଆଇସିସି)ର ହଲ ଅଫ୍‌ ଫେମ୍‌ ତଥା ପୂର୍ବତନ ବ୍ୟାଟିଂ ତାରକା ସୁନି ଗାଭାସ୍କର ମଙ୍ଗଳବାର ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚାମ୍ପିୟନସିପ୍‌ ଗଦା ପ୍ରଦାନ କରିଛନ୍ତି। ଇନ୍ଦୋର ଟେଷ୍ଟ୍‌ ଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଆଇସିସି ପକ୍ଷରୁ କୋହିଲଙ୍କୁ ଏହି ଗଦା ପ୍ରଦାନ କରାଯାଇଛି। ଟେଷ୍ଟ୍‌ ମାନ୍ୟତାର ଏକ ନମ୍ବର ଦଳକୁ ଏହି ଗଦା ପ୍ରଦାନ କରାଯାଇଥାଏ।

ଆଇସିସି ଟେଷ୍ଟ ଚାମ୍ପିୟନସିପ୍‌ ଗଦା ଗ୍ରହଣ କରିବାରେ କୋହଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଅଧିନାୟକ। ତାଙ୍କ ପୂର୍ବରୁ ଭାରତର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏହି ଗଦା ଗ୍ରହଣ କରିଥିଲେ। ସେହିପରି ଏହାକୁ ଗ୍ରହଣ କରିବାରେ କୋହଲି ବିଶ୍ୱର ୧୦ମ ଅଧିନାୟକ।

କୋହଲି କହିଛନ୍ତି,“ ଆଇସିସି ଟେଷ୍ଟ ଚାମ୍ପିୟନସିପ୍‌ ଗଦା ଗ୍ରହଣ କରିବା ମୋ ପାଇଁ ବହୁତ ଖୁସି ଓ ଗର୍ବର ବିଷୟ।”

ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଦଳକୁ ଆଇସିସି ଟେଷ୍ଟ ଚାମ୍ପିୟନସିପ୍‌ ଗଦା ପ୍ରଦାନ କରାଯାଇଥାଏ। ଏହାପୂର୍ବରୁ ଏହି ଗଦା ପାକିସ୍ତାନ ପାଖରେ ଥିଲା। ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ପରାସ୍ତ କରିବା ପରେ ଭାରତ ପାକିସ୍ତାନକୁ ହଟାଇ ମାନ୍ୟତାର ୧ ନମ୍ବର ସ୍ଥାନକୁ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story