କୋହଲିଙ୍କ ୩୦ ପ୍ରତିଶତ ମ୍ୟାଚ ଫି’ କଟିଲା

ମୀରପୁର: ଶନିବାର ଖେଳା ଯାଇଥିବା ପାକିସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିବାରୁ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୩୦ ପ୍ରତିଶତ ମ୍ୟାଚ୍‌ ଫି’ ହରାଇବାକୁ ପଡିଛି।  ଆଇସିସିର କୋଡ୍‌ ଅଫ କଣ୍ଡକ୍ଟ ୨.୧.୫କୁ ଭାଙ୍ଗିବା ଯୋଗୁ କୋହଲି ଏହି ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଗତକାଲି ୪୯ ରନରେ ଖେଳୁଥିବା ବେଳେ  ମହମ୍ମଦ ସାମୀଙ୍କ ଏକ ଏଲବିଡବ୍ଲ୍ୟ ଅପିଲରେ ଆଉଟ ହୋଇଥିଲେ। ରିଭ୍ୟୁରୁ ବଲ୍‌ ବ୍ୟାଟ୍‌ରେ କନେକ୍ଟ ହୋଇ ଗୋଡରେ ବାଜିଥିବା […]

kohali

kohali

Rakesh Mallick
  • Published: Sunday, 28 February 2016
  • Updated: 28 February 2016, 05:22 PM IST

Sports

Latest News

ମୀରପୁର: ଶନିବାର ଖେଳା ଯାଇଥିବା ପାକିସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିବାରୁ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୩୦ ପ୍ରତିଶତ ମ୍ୟାଚ୍‌ ଫି’ ହରାଇବାକୁ ପଡିଛି।  ଆଇସିସିର କୋଡ୍‌ ଅଫ କଣ୍ଡକ୍ଟ ୨.୧.୫କୁ ଭାଙ୍ଗିବା ଯୋଗୁ କୋହଲି ଏହି ଅର୍ଥଦଣ୍ଡରେ ଦଣ୍ଡିତ ହୋଇଛନ୍ତି।

ଗତକାଲି ୪୯ ରନରେ ଖେଳୁଥିବା ବେଳେ  ମହମ୍ମଦ ସାମୀଙ୍କ ଏକ ଏଲବିଡବ୍ଲ୍ୟ ଅପିଲରେ ଆଉଟ ହୋଇଥିଲେ। ରିଭ୍ୟୁରୁ ବଲ୍‌ ବ୍ୟାଟ୍‌ରେ କନେକ୍ଟ ହୋଇ ଗୋଡରେ ବାଜିଥିବା ଜଣାପଡିଥିଲା।

ଏସିଆକପ୍‌ ଟି-୨୦ରେ ଗତକାଲି ପାକିସ୍ତାନକୁ ଭାରତ ୫ୱିକେଟରେ ପରାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story