ଇଂଲଣ୍ଡ ବିପକ୍ଷ ସିରିଜରୁ ପୃଥ୍ୱୀ ଶ’ ଆଉଟ, ଫେରିଲେ ଏହି ୩ ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଐତିହାସି ଟେଷ୍ଟ ସିରିଜ୍‌ ଜିତିବା ପରେ ଇଂଲଣ୍ଡ ବିପକ୍ଷ ଲଢ଼େଇ ପାଇଁ ପାଗ ଭିଡ଼ିଛି ଟିମ୍‌ ଇଣ୍ଡିଆ। ଆସନ୍ତା ଫେବୃଆରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଆଜି ପ୍ରଥମ ୧୮ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ହେଲେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଖେଳାଳି ଚୟନ […]

p

p

Hemant Lenka
  • Published: Tuesday, 19 January 2021
  • Updated: 19 January 2021, 06:41 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଐତିହାସି ଟେଷ୍ଟ ସିରିଜ୍‌ ଜିତିବା ପରେ ଇଂଲଣ୍ଡ ବିପକ୍ଷ ଲଢ଼େଇ ପାଇଁ ପାଗ ଭିଡ଼ିଛି ଟିମ୍‌ ଇଣ୍ଡିଆ। ଆସନ୍ତା ଫେବୃଆରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ ଟେଷ୍ଟ ସିରିଜ୍‌ ଖେଳିବ। ଏଥିପାଇଁ ଆଜି ପ୍ରଥମ ୧୮ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ହେଲେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଖେଳାଳି ଚୟନ କରିଛି। ଏହି ୧୮ ଜଣିଆ ସ୍କ୍ୱାଡରୁ ପୃଥ୍ୱୀ ଶ’ ବାଦ ପଡ଼ିଛନ୍ତି। ସେ ଅଷ୍ଟ୍ରେଲିଆରେ କ୍ରମାଗତ ବିଫଳ ହେବାରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି। ସେହିପରି ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ସିରିଜର ଅଧାରୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିବା ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ ଓ ହନୁମା ବିହାରୀଙ୍କୁ ଇଂଲଣ୍ଡ ବିପକ୍ଷ ସ୍କ୍ୱାଡରେ ସାମିଲ କରାଯାଇ ନାହିଁ। ଶେଷ ଟେଷ୍ଟରେ ଭାରତ ପାଇଁ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଟି ନଟରାଜନ ମଧ୍ୟ ୧୮ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି।

ତେବେ ଦୀର୍ଘ ଦିନ ପରେ ଟେଷ୍ଟ କ୍ରିକେଟକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କମ୍‌ବ୍ୟାକ୍‌ ହୋଇଛି। କିଛି ଦିନ ତଳେ ପାଣ୍ଡ୍ୟା ତାଙ୍କ ବାପାଙ୍କୁ ହରାଇଥିଲେ। ହେଲେ ଆଜି ତାଙ୍କୁ ଖୁସି କରିବା ଭଳି ଖବର ମିଳିଛି। ସେହିପରି ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଈଶାନ୍ତ ଶର୍ମା ମଧ୍ୟ ଦଳକୁ ଫେରିଛନ୍ତି। ନୂଆ ମୁହଁ ଭାବେ ଅକ୍ଷର ପଟେଲଙ୍କୁ ୧୮ ଜଣିଆ ସ୍କ୍ୱାଡରେ ସୁଯୋଗ ମିଳିଛି।

ଏହାବାଦ ଅଧିନାୟକ ବିରାଟ କୋହଲି ବି ଇଂଲଣ୍ଡ ବିପକ୍ଷ ସିରିଜ୍‌ ଖେଳିବେ। ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପରେ ପିତୃତ୍ୱ ଛୁଟି ନେଇ ସ୍ୱଦେଶ ଫେରି ଆସିଥିଲେ। ନିକଟରେ ସେ କନ୍ୟା ସନ୍ତାନର ବାପା ହୋଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଯେଉଁମାନେ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳି ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ନିଜ ସ୍ଥାନ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛନ୍ତି। କେଏଲ ରାହୁଲ ମୁଖ୍ୟ ସ୍କ୍ୱାଡରେ ଥିଲେ ହେଁ ତାଙ୍କ ଫିଟନେଶ ଉପରେ ସମସ୍ତଙ୍କ ନିଜର ରହିଛି। କାରଣ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ସିରିଜ୍‌ ପୂର୍ବରୁ ସେ ଆହତ ହୋଇଥିଲେ।

ଟିମ ଇଣ୍ଡିଆର ସ୍କ୍ୱାଡ

ଓପନର-ରୋହିତ ଶର୍ମା, ଶୁବମନ ଗିଲ, ମୟଙ୍କ ଅଗ୍ରୱାଲ

ମଧ୍ୟକ୍ରମ- ଚେତେଶ୍ୱର ପୂଜାରା, ବିରାଟ କୋହଲି(ଅଧିନାୟକ), ଅଜିଙ୍କ୍ୟ ରାହଣେ(ଉପ ଅଧିନାୟକ), ଋଷଭ ପନ୍ତ, ରିଦ୍ଧିମାନ ସାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ

ଦ୍ରୁତ ବୋଲର-ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର

ସ୍ପିନର-ରବିଚନ୍ଦ୍ର ଅଶ୍ୱିନ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ

ଷ୍ଟାଣ୍ତବାଏ-କେଏସ ଭାରତ(ୱିକେଟ କିପର), ଅଭିମନ୍ୟୁ ଈଶ୍ୱରନ, ଶାହାବାଜ ନଦ୍ଦୀମ ଓ ରାହୁଲ ଚହର

ନେଟ୍ସ ବୋଲର-ଅଙ୍କିତ ରାଜପୁତ, ଅଭେଶ ଖାନ, ସନ୍ଦୀପ ୱାରିୟର, କେ ଗୌତମ ଓ ସୌରଭ କୁମାର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story