ଟ୍ରାଭେଲ୍ ପ୍ଲାନକୁ ନେଇ କୋହଲି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ରବିବାର ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବାର କେଇ ଘଣ୍ଟା ପରେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଅଭିମୁଖେ ବାହାରିଥିଲା। ଭାରତୀୟ ଟିମ୍ ବର୍ତ୍ତମାନ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଦେଇ ଗତି କରୁଛି ଏବଂ କ୍ୟାପଟେନ୍ ବିରାଟ୍ କୋହଲି ବିସିସିଆଇର ଏହି ଟ୍ରାଭେଲ୍ ପ୍ଲାନକୁ ନେଇ ଆଦୌ ଖୁସି ନାହାନ୍ତି। କୋହଲି ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିବା ପରେ ବିସିସିଆଇର ଟ୍ରାଭେଲ୍ ପ୍ଲାନକୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି। କୋହଲିଙ୍କ ଚାହାନ୍ତି ଯେ ବୋର୍ଡ […]

virat1

virat1

Ranjit Kumar Jena
  • Published: Thursday, 23 January 2020
  • Updated: 23 January 2020, 10:02 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବାର କେଇ ଘଣ୍ଟା ପରେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଅଭିମୁଖେ ବାହାରିଥିଲା। ଭାରତୀୟ ଟିମ୍ ବର୍ତ୍ତମାନ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଦେଇ ଗତି କରୁଛି ଏବଂ କ୍ୟାପଟେନ୍ ବିରାଟ୍ କୋହଲି ବିସିସିଆଇର ଏହି ଟ୍ରାଭେଲ୍ ପ୍ଲାନକୁ ନେଇ ଆଦୌ ଖୁସି ନାହାନ୍ତି। କୋହଲି ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିବା ପରେ ବିସିସିଆଇର ଟ୍ରାଭେଲ୍ ପ୍ଲାନକୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି।

କୋହଲିଙ୍କ ଚାହାନ୍ତି ଯେ ବୋର୍ଡ ଟ୍ରାଭେଲ୍ ପ୍ଲାନକୁ ନେଇ ପୁଣିଥରେ ବିଚାର କରୁ। ତେବେ ବିସିସିଆଇ ତା'ର ଟ୍ରାଭେଲ୍ ପ୍ଲାନକୁ ଡିଫେଣ୍ଡ୍ କରିଛି ଏବଂ କହିଛି ଯେ କୋହଲିଙ୍କୁ ଯଦି ଏ ସମ୍ବନ୍ଧରେ କୌଣସି ଅଭିଯୋଗ ଥିଲା, ତାହେଲେ ତାଙ୍କୁ ମିଡିଆ ଆଗରେ ଏହି ସମ୍ବନ୍ଧରେ କଥା ହେବା ପୂର୍ବରୁ ଆମ ସହ ଆଲୋଚନା କରିଥିଲା।

ବିସିସିଆଇର ଜଣେ ଅଧିକାରୀ ଏ ସମ୍ବନ୍ଧରେ କହିଛନ୍ତି, କୋହଲିଙ୍କୁ ନିଜର ବିଚାର ଅବଗତ କରାଇବା ପାଇଁ ପୂରା ଅଧିକାର ରହିଛି, କିନ୍ତୁ ବୋର୍ଡ ସର୍ବଦା ନିଜ ତରଫରୁ ଯଥାସମ୍ଭବ ପ୍ରୟାସ କରିଥାଏ ଯେ ଟ୍ରାଭେଲ୍ ପ୍ଲାନରେ ଯେପରି କୌଣସି ଖେଳାଳିଙ୍କୁ ସମସ୍ୟା ନହେଉ। ଆମେ ଖେଳାଳିଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟ୍ରାଭେଲ୍ ପ୍ଲାନ୍ କରିଥାଉ। ବିଶ୍ୱକପ୍ ପୂର୍ବରୁ ଆମେ ଯଥାସମ୍ଭବ ଖେଳାଳିଙ୍କୁ ସ୍ପେଶ୍ ଦେଇଥିଲୁ ଏବଂ ଏହିକ୍ରମରେ ଖେଳାଳିମାନଙ୍କୁ ଦୀପାବଳି ସମୟରେ ମଧ୍ୟ ବ୍ରେକ୍ ମିଳିଥିଲା।

ଆଉ ଜଣେ ଅଧିକାରୀ କହିଛନ୍ତି, ସବୁ ପ୍ଲାନିଂ ସିଏଓ ସମୟରେ ନିର୍ଦ୍ଧାରିତ ହୋଇଥିଲା ଏବଂ ଯଦି ଏଥିରେ କୋହଲିଙ୍କ କୌଣସି ସମସ୍ୟା ଅଛି, ତାହେଲେ ତାଙ୍କୁ ଗଣମାଧ୍ୟମ ପୂର୍ବରୁ ବିସିସିଆଇ ସମ୍ପାଦକଙ୍କ ସହ କଥା ହେବାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story