‘ଚହଲ ଟିଭି’ରେ ଟିମ୍‌ ଇଣ୍ଡିଆର ‘ଲାଲାଜୀ’ ବଖାଣିଲେ ସଫଳତାର ରହସ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ କୁହନ୍ତୁ, ‘ଚହଲ ଟିଭି’ ବିଷୟରେ ଆପଣ ଜାଣିଛନ୍ତି ନା ନାହିଁ? ‘ଚହଲ ଟିଭି’ ହେଉଛି ଟିମ୍‌ ଇଣ୍ଡିଆର ବୋଲର ୟୁଜବେନ୍ଦ୍ର ଚହଲଙ୍କର। ‘ଚହଲ ଟିଭି’ରେ ଯେଉଁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ ହୁଏ, ତାର ଉପସ୍ଥାପନା ନିଜେ ଚହଲ କରନ୍ତି। ତାଙ୍କର ଏ କାର୍ଯ୍ୟକ୍ରମକୁ ବିରାଟ କୋହଲି ଓ ରୋହିତ ଶର୍ମା ପ୍ରମୁଖ ଆସି ସାରିଥିବା ବେଳେ ଗତକାଲି ଆସିଥିଲେ ଟିମ୍ ଇଣ୍ଡିଆର ‘ଲାଲାଜୀ’। ଗତକାଲି ଚହଲଙ୍କ ଏହି କାର୍ଯ୍ୟକ୍ରମର ସପ୍ତମ […]

cricket

cricket

Jitendra Garnayak
  • Published: Tuesday, 29 January 2019
  • Updated: 29 January 2019, 02:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ କୁହନ୍ତୁ, ‘ଚହଲ ଟିଭି’ ବିଷୟରେ ଆପଣ ଜାଣିଛନ୍ତି ନା ନାହିଁ? ‘ଚହଲ ଟିଭି’ ହେଉଛି ଟିମ୍‌ ଇଣ୍ଡିଆର ବୋଲର ୟୁଜବେନ୍ଦ୍ର ଚହଲଙ୍କର। ‘ଚହଲ ଟିଭି’ରେ ଯେଉଁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ ହୁଏ, ତାର ଉପସ୍ଥାପନା ନିଜେ ଚହଲ କରନ୍ତି। ତାଙ୍କର ଏ କାର୍ଯ୍ୟକ୍ରମକୁ ବିରାଟ କୋହଲି ଓ ରୋହିତ ଶର୍ମା ପ୍ରମୁଖ ଆସି ସାରିଥିବା ବେଳେ ଗତକାଲି ଆସିଥିଲେ ଟିମ୍ ଇଣ୍ଡିଆର ‘ଲାଲାଜୀ’। ଗତକାଲି ଚହଲଙ୍କ ଏହି କାର୍ଯ୍ୟକ୍ରମର ସପ୍ତମ ଅଧ୍ୟାୟ ପ୍ରସାରିତ ହୋଇଥିଲା। ଏହାକୁ ଆପଣ ବିସିସିଆଇର ୱେବ୍‌ସାଇଟ୍‌କୁ ଯାଇ ଦେଖିପାରିବେ। (ଭିଡିଓ ଦେଖିବା ପାଇଁ ଏହି http://www.bcci.tv/videos/id/7285/mohammed-shami-makes-his-chahal-tv-debut ଲିଙ୍କରେ କ୍ଲିକ୍‌ କରନ୍ତୁ।)

ତେବେ ଏ ‘ଲାଲାଜୀ’ କିଏ ଜାଣିଛନ୍ତି? ଦ୍ରୁତ ବୋଲର ମହମ୍ମଦ ଶାମି ହେଉଛନ୍ତି ‘ଲାଲାଜୀ’। ତାଙ୍କୁ ଡ୍ରେସିଂ ରୁମ୍‌ରେ ଏହି ନାଁରେ ସମ୍ବୋଧିତ କରାଯାଏ। ଗତକାଲି ଚହଲ ତାଙ୍କର ସାକ୍ଷାତକାର ନେଉଥିବା ବେଳେ ତାଙ୍କୁ ‘ଲାଲାଜୀ’ କହି ସମ୍ବୋଧିତ କରିଥିଲେ। ଏହି ସାକ୍ଷାତକାରରେ ‘ଲାଲାଜୀ’ ତାଙ୍କ ସଫଳତାର ରହସ୍ୟ ବିଷୟରେ କହିଥିଲେ।

ଗତକାଲି ତୃତୀୟ ଦିନିକିଆ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସିରିଜ୍ ଜିତିବା ପରେ ଚହଲଙ୍କ ଏହି ଏପିସୋଡ୍‌ର ସୁଟିଂ ହୋଇଥିଲା। ପଡ଼ିଆରେ ହିଁ ଏହାର ସୁଟିଂ ହୋଇଥିଲା। ଗତକାଲି ଶାମି ୯ ଓଭରରେ ୪୧ ରନ୍ ଦେଇ ତିନିଟି ୱିକେଟ୍ ନେଇଥିଲେ ଓ ମ୍ୟାନ୍ ଅଫ୍‌ ଦ ମ୍ୟାଚ୍ ହୋଇଥିଲେ।

ଗତକାଲି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ୨୪୩ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଭାରତ ୪୩ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story