ମ୍ୟାଲେସିୟା ବିପକ୍ଷ ମହିଳା ହକି ସିରିଜ୍ ଜିତିଲା ଭାରତ

କୁଆଲାଲୁମ୍ପୁର: ଲାଲରେମସିଆମିଙ୍କ ନିର୍ଣ୍ଣାୟକ ଗୋଲ ବଳରେ ଭାରତୀୟ ମହିଳା ହକି ଟିମ୍ ବୁଧବାର ଅନୁଷ୍ଠିତ ମ୍ୟାଚରେ ମ୍ୟାଲେସିୟାକୁ ୧-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ନେଇଛି। ଭାରତ ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଯଥାକ୍ରମେ ୩-୦ ଓ ୫-୦ରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ମ୍ୟାଲେସିୟା ସହ ୪-୪ ଗୋଲରେ ଡ୍ର’ କରିଥିଲା। ଭାରତ ପାଇଁ ଚତୁର୍ଥ ମ୍ୟାଚରେ ଲାଲରେମସିଆମି ୫୫ତମ ମିନିଟରେ ବିଜୟସୂଚକ […]

hock

hock

Ranjit Kumar Jena
  • Published: Wednesday, 10 April 2019
  • Updated: 10 April 2019, 09:35 PM IST

Sports

Latest News

କୁଆଲାଲୁମ୍ପୁର: ଲାଲରେମସିଆମିଙ୍କ ନିର୍ଣ୍ଣାୟକ ଗୋଲ ବଳରେ ଭାରତୀୟ ମହିଳା ହକି ଟିମ୍ ବୁଧବାର ଅନୁଷ୍ଠିତ ମ୍ୟାଚରେ ମ୍ୟାଲେସିୟାକୁ ୧-୦ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ନେଇଛି।

ଭାରତ ପ୍ରଥମ ଓ ଦ୍ୱିତୀୟ ମ୍ୟାଚରେ ଯଥାକ୍ରମେ ୩-୦ ଓ ୫-୦ରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ ମ୍ୟାଲେସିୟା ସହ ୪-୪ ଗୋଲରେ ଡ୍ର' କରିଥିଲା। ଭାରତ ପାଇଁ ଚତୁର୍ଥ ମ୍ୟାଚରେ ଲାଲରେମସିଆମି ୫୫ତମ ମିନିଟରେ ବିଜୟସୂଚକ ଗୋଲ୍ ଦେଇଥିଲେ।

ଆୟୋଜକ ମ୍ୟାଲେସିୟା ମ୍ୟାଚରେ ଦମଦାର ଆରମ୍ଭ କରିଥିଲା। ଦଳକୁ ଦ୍ୱିତୀୟ ମିନିଟରେ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଭାରତୀୟ ଗୋଲକିପର ସବିତା ଏହାକୁ ବିଫଳ କରିଥିଲେ। ଏହାର ଗୋଟିଏ ମିନିଟ୍ ପରେ ଭାରତ ମଧ୍ୟ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିପାରିନଥିଲା। ଏହିପରି ଭାବେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର୍ ବିନା ଗୋଲରେ ଶେଷ ହୋଇଥିଲେ।

ଚତୁର୍ଥ କ୍ୱାର୍ଟର ମଧ୍ୟ ଗୋଲଶୂନ୍ୟ ଆଡ଼କୁ ଅଗ୍ରସର ହେଉଥିଲା, କିନ୍ତୁ ଲାଲରେମସିଆମି ଦମଦାର ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। ଭାରତ ଏହି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ କାଏମ ରଖି ମ୍ୟାଚକୁ ନିଜ ନାମରେ କରିଥିଲା। ଭାରତକୁ ଏହି ମ୍ୟାଚରେ ମୋଟ ୫ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଏଥିରୁ ଗୋଟିଏ ବି ଗୋଲରେ ପରିଣତ ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story