କିମ୍ବଦନ୍ତୀ ଏନବିଏ ଷ୍ଟାର୍ କୋବ୍ ବ୍ରାୟଣ୍ଟଙ୍କ ପରଲୋକ

କାଲାବାସାସ୍‌: ନ୍ୟାଶନାଲ୍ ବାସ୍କେଟବଲ୍ ଆସୋସିଏସନ୍ (ଏନବିଏ)ର କିମ୍ବଦନ୍ତୀ ଖେଳାଳି କୋବ ବ୍ରାୟଣ୍ଟ ଏବଂ ତାଙ୍କ ୧୩ ବର୍ଷୀୟା ଝିଅଙ୍କ ସମେତ ୯ ଲୋକଙ୍କର ରବିବାର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଛି। ବ୍ରାୟଣ୍ଟ ବାସ୍କେଟବଲ୍ ଦୁନିଆର ଅନ୍ୟତମ ମହାନ୍ ଖେଳାଳି ଭାବେ ପରିଚିତ ଥିଲେ। ତାଙ୍କ ପରଲୋକରେ କ୍ରୀଡ଼ା ଜଗତରେ ଶୋକର ଶାୟା ଖେଳିଯାଇଛି। ବ୍ରାୟଙ୍କର ୪ଟି ସନ୍ତାନ ଅଛନ୍ତି। ଏନବିଏରୁ ସନ୍ନ୍ୟାସ ନେଇସାରିଥିବା ୪୧ ବର୍ଷୀୟ ବ୍ରାୟଣ୍ଟ ନିଜ ଝିଅ ଗିଆନା ବ୍ରାୟଣ୍ଟଙ୍କ ସହ ମିଶି ଏକ […]

kobe

kobe

Ranjit Kumar Jena
  • Published: Monday, 27 January 2020
  • Updated: 27 January 2020, 05:51 PM IST

Sports

Latest News

କାଲାବାସାସ୍‌: ନ୍ୟାଶନାଲ୍ ବାସ୍କେଟବଲ୍ ଆସୋସିଏସନ୍ (ଏନବିଏ)ର କିମ୍ବଦନ୍ତୀ ଖେଳାଳି କୋବ ବ୍ରାୟଣ୍ଟ ଏବଂ ତାଙ୍କ ୧୩ ବର୍ଷୀୟା ଝିଅଙ୍କ ସମେତ ୯ ଲୋକଙ୍କର ରବିବାର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଛି। ବ୍ରାୟଣ୍ଟ ବାସ୍କେଟବଲ୍ ଦୁନିଆର ଅନ୍ୟତମ ମହାନ୍ ଖେଳାଳି ଭାବେ ପରିଚିତ ଥିଲେ। ତାଙ୍କ ପରଲୋକରେ କ୍ରୀଡ଼ା ଜଗତରେ ଶୋକର ଶାୟା ଖେଳିଯାଇଛି। ବ୍ରାୟଙ୍କର ୪ଟି ସନ୍ତାନ ଅଛନ୍ତି। ଏନବିଏରୁ ସନ୍ନ୍ୟାସ ନେଇସାରିଥିବା ୪୧ ବର୍ଷୀୟ ବ୍ରାୟଣ୍ଟ ନିଜ ଝିଅ ଗିଆନା ବ୍ରାୟଣ୍ଟଙ୍କ ସହ ମିଶି ଏକ ମ୍ୟାଚ୍ ପାଇଁ ଯାଉଥିଲେ। ଏଥିରେ ଗିଆନା ମଧ୍ୟ ଭାଗ ନେବାର କାର୍ଯ୍ୟକ୍ରମ ଥିଲା।

ବ୍ରାୟଣ୍ଟ ଯେଉଁ ହେଲିକପ୍ଟରରେ ଯାଉଥିଲେ, ସେଥିରେ ୮ଜଣ ଲୋକଙ୍କ ସହ ଜଣେ ଏୟାରକ୍ରାଫ୍ଟର ପାଇଲଟ୍ ଉପସ୍ଥିତ ଥିଲେ। ଭାରତୀୟ ସମୟ ଅନୁଯାୟୀ, ସକାଳ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଲସ୍ ଆଞ୍ଜେଲିସ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ଘନ କୁହୁଡି ଥିଲା। କୁହୁଡି କାରଣରୁ ସେମାନଙ୍କ ରେସ୍କୁ ଅପରେଶନ୍ ବେଳେ ମଧ୍ୟ ରେସ୍କୁ ସ୍କ୍ୱାଡକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ବ୍ରାୟଣ୍ଟ ନିଜ ୨୦ ବର୍ଷର କ୍ୟାରିୟରରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।

ବ୍ରାୟଣ୍ଟ ଏନସିଏ ପକ୍ଷରୁ ଖେଳିଛନ୍ତି ଏବଂ ପାଞ୍ଚଟି ଚାମ୍ପିୟନଶିପ୍ ନିଜ ନାଁରେ କରିଛନ୍ତି। ୨୦୧୬ରେ ଏନବିଏର ତୃତୀୟ ସର୍ବୋଚ୍ଚ ଅଲ୍ ଟାଇମ୍ ସ୍କୋରର ଭାବେ ସେ ରିଟାୟର୍ ହୋଇଥିଲେ। ବ୍ରାୟଣ୍ଟ ୨୦୦୮ ଓ ୨୦୧୨ ଅଲିମ୍ପିକରେ ଆମେରିକା ଟିମ୍ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଆଉଏକ ରିପୋର୍ଟ ଅନୁଯାୟୀ, ବ୍ରାୟଣ୍ଟ ରିଟାୟର୍ ହେବା ପରେ ଗଣମାଧ୍ୟମରେ ପାଦ ଥାପିଥିଲେ। ୨୦୧୮ରେ ତାଙ୍କୁ ଡିୟର୍ ବାସ୍କେଟବଲ ନାମ ସି' ଶର୍ଟ ଫିଲ୍ମ ପାଇଁ ଅସ୍କାର ପୁରସ୍କାର ମିଳିଥିଲା।

ବ୍ରାୟଙ୍କ ପରଲୋକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦୁଃଖ ପ୍ରକାଶ କରିଛନ୍ତି । ଟ୍ରମ୍ପ କହିଛନ୍ତି, ଦୁନିଆର ମହାନ ବାସ୍କେଟବଲ୍ ଖେଳାଳି ହେବା ସତ୍ତ୍ୱେ ସେ ନିଜ ଜୀବନ ଆରମ୍ଭ କରୁଥିଲେ। ସେ ନିଜ ପରିବାରକୁ ବହୁତ ଭଲ ପାଉଥିଲେ। ତାଙ୍କ ଝିଅ ଗିଆନାଙ୍କ ମୃତ୍ୟୁ ଏହି ଘଟଣାକୁ ଅଧିକ ଦୁଃଖିତ କରିଛି।

ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ଏହି ଘଟଣା ପାଇଁ ଶୋକ ପ୍ରକାଶ କହିଛନ୍ତି। ସେ କହିଛନ୍ତି, ବ୍ରାୟଣ୍ଟ ଜଣେ ମହାନ୍ ଖେଳାଳି ଥିଲେ। ସେ ନିଜ ଜୀବନର ଦ୍ୱିତୀୟ ଇନିଂସ୍ ଆରମ୍ଭ କରୁଥିଲେ। ଜଣେ ଅବିଭାବକ ଭାବେ ଗିଆନାଙ୍କ ମୃତ୍ୟୁ ଆମକୁ ବହୁତ କଷ୍ଟ ଦେଇଛି। ଏଭଳି ଏକ ଦୁଃଖଦ ସମୟରେ ମୁଁ ତାଙ୍କ ପତ୍ନୀଙ୍କ ପ୍ରତି ନିଜର ସମବେଦନା ଜ୍ଞାପନ କରୁଛି। ଆଜିର ଦିନକୁ କେହିବି ପରିକଳ୍ପନା କରିନଥିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story