ପରାଜୟକୁ ନେଇ ଏମିତି କହିଲେ ବିରାଟ୍‌

ୱେଲିଂଟନ୍‌: ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ଠାରୁ ୧୦ ୱିକେଟରେ ହାରିବା ପରେ ଟିମ୍ ଇଣ୍ଡିଆକୁ ଚାରିଆଡ଼ୁ ସମାଲୋଚନା କରାଯାଉଛି। ମ୍ୟାଚରେ ଭାରତ ସବୁ ବିଭାଗରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାର୍ ମାନିଛି। ଟିମର ଏହି ଏକତରଫା ପରାଜୟକୁ ମଧ୍ୟ ସ୍ୱୀକାର କରିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି। ମ୍ୟାଚ୍ ପରେ କୋହଲି କହିଥିଲେ, ଆମେ ମ୍ୟାଚରେ ସେଭଳି ପ୍ରତିଦ୍ୱନ୍ଦ୍ୱିତା ଦେଖାଇନାହୁଁ। ଅତୀତରେ ଆମେ କିଛି ମ୍ୟାଚରେ ହାରିଲୁ, କିନ୍ତୁ ସେହି ମ୍ୟାଚ୍ ଗୁଡ଼ିକରେ ଆମର ପ୍ରଦର୍ଶନ ଭଲ ରହିଥିଲା ଏବଂ […]

virat

virat

Ranjit Kumar Jena
  • Published: Monday, 24 February 2020
  • Updated: 24 February 2020, 05:49 PM IST

Sports

Latest News

ୱେଲିଂଟନ୍‌: ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ୍ ଠାରୁ ୧୦ ୱିକେଟରେ ହାରିବା ପରେ ଟିମ୍ ଇଣ୍ଡିଆକୁ ଚାରିଆଡ଼ୁ ସମାଲୋଚନା କରାଯାଉଛି। ମ୍ୟାଚରେ ଭାରତ ସବୁ ବିଭାଗରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାର୍ ମାନିଛି। ଟିମର ଏହି ଏକତରଫା ପରାଜୟକୁ ମଧ୍ୟ ସ୍ୱୀକାର କରିଛନ୍ତି କ୍ୟାପଟେନ୍ ବିରାଟ୍ କୋହଲି। ମ୍ୟାଚ୍ ପରେ କୋହଲି କହିଥିଲେ, ଆମେ ମ୍ୟାଚରେ ସେଭଳି ପ୍ରତିଦ୍ୱନ୍ଦ୍ୱିତା ଦେଖାଇନାହୁଁ।

ଅତୀତରେ ଆମେ କିଛି ମ୍ୟାଚରେ ହାରିଲୁ, କିନ୍ତୁ ସେହି ମ୍ୟାଚ୍ ଗୁଡ଼ିକରେ ଆମର ପ୍ରଦର୍ଶନ ଭଲ ରହିଥିଲା ଏବଂ ଆମେ ମ୍ୟାଚକୁ ସହଜରେ ହାତଛଡ଼ା କରିନଥାଉ। କିନ୍ତୁ ଏଠାରେ ଆମେ ବିଶେଷକରି ବ୍ୟାଟିଂରେ ଅଧିକ ନିରାଶ କରିଛୁ। ସତ କହିବାକୁ ଗଲେ, ଆମେ ଶ୍ରେଷ୍ଠ ପ୍ରଦର୍ଶନ କରିପାରିନାହୁଁ ଏବଂ ଏହାକୁ ସ୍ୱୀକାର କରିବାରେ ଆମକୁ କୌଣସି ଅସୁବିଧା ନାହିଁ। ଆମେ ଯେଉଁ ସ୍ତରର କ୍ରିକେଟ୍ ଖେଳିଲୁ, ତାହା ଅତ୍ୟନ୍ତ ନିନ୍ଦନୀୟ, କିନ୍ତୁ ଯଦି ଲୋକେ ଏହାକୁ ଅଧିକ ବଢ଼େଇକି ପ୍ରଦର୍ଶିତ କରିବେ, ସେଥିରେ ଆମେ କିଛି କରିପାରିବୁ ନାହିଁ।

କିଛି ଲୋକଙ୍କୁ ଏହି ପରାଜୟ ଯେପରି ସବୁକିଛି ଶେଷ ହୋଇଗଲା ବୋଲି ଲାଗୁଥାଇ ପାରେ, କିନ୍ତୁ ଏଭଳି କିଛି ନୁହେଁ। ଆମକୁ ଏବେ ଏହି ପରାଜୟକୁ ଭୁଲି ଆଗକୁ ବଢ଼ିବାକୁ ହେବ। ସମସ୍ତଙ୍କ ଭଳି ମୁଁ ମଧ୍ୟ ପରାଜୟରେ ବ୍ୟଥିତ। ଘରୋଇ ମାଟିରେ ଖେଳିବା ସହଜ, କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବା ସେତେଟା ସହଜ ନୁହେଁ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଆମକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ ଏବଂ ରଣନୀତିରେ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି କୋହଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story