ଲୋଧା କମିଟି ସୁପାରିଶକୁ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କ୍ରିକେଟରେ ସଂସ୍କାର ଆଣିବାକୁ ଆର.ଏମ୍‌ ଲୋଧା କମିଟି ଦେଇଥିବା ଅଧିକାଂଶ ସୁପାରିଶକୁ ସୋମବାର ଗ୍ରହଣ କରିଛନ୍ତି ସୁପ୍ରିମ୍‌କୋର୍ଟ। ଏକାଧିକ ଶୁଣାଣି ପରେ ଜୁନ୍‌ ୩୦ରେ ଦିଆଯାଇଥିବା ରାୟକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟିଏସ୍‌ ଠାକୁର, ବିଚାରପତି ଏଫ୍‌ଏମ୍‌ ଖଲିଫୁଲ୍ଲାଙ୍କ ଦ୍ୱାରା ଗଠିତ ଖଣ୍ଡପିଠ ଏହାକୁ ରିଭାଇଜ୍‌ କରିଛନ୍ତି। ସୁପାରିଶକୁ ଗ୍ରହଣ କରି କୋର୍ଟ କହିଛନ୍ତି ଯେ, ବିସିସିଆଇରେ କୌଣସି ମନ୍ତ୍ରୀ ରହିପାରିବେ ନାହିଁ। ଏହାସହ କର୍ମକର୍ତ୍ତାଙ୍କ ବୟସ ୭୦ ବର୍ଷରୁ ଅଧିକ ହେବ ନାହିଁ। ଗୋଟିଏ […]

justice lodha

justice lodha

Rakesh Mallick
  • Published: Monday, 18 July 2016
  • Updated: 18 July 2016, 09:49 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟରେ ସଂସ୍କାର ଆଣିବାକୁ ଆର.ଏମ୍‌ ଲୋଧା କମିଟି ଦେଇଥିବା ଅଧିକାଂଶ ସୁପାରିଶକୁ ସୋମବାର ଗ୍ରହଣ କରିଛନ୍ତି ସୁପ୍ରିମ୍‌କୋର୍ଟ। ଏକାଧିକ ଶୁଣାଣି ପରେ ଜୁନ୍‌ ୩୦ରେ ଦିଆଯାଇଥିବା ରାୟକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଟିଏସ୍‌ ଠାକୁର, ବିଚାରପତି ଏଫ୍‌ଏମ୍‌ ଖଲିଫୁଲ୍ଲାଙ୍କ ଦ୍ୱାରା ଗଠିତ ଖଣ୍ଡପିଠ ଏହାକୁ ରିଭାଇଜ୍‌ କରିଛନ୍ତି।

ସୁପାରିଶକୁ ଗ୍ରହଣ କରି କୋର୍ଟ କହିଛନ୍ତି ଯେ, ବିସିସିଆଇରେ କୌଣସି ମନ୍ତ୍ରୀ ରହିପାରିବେ ନାହିଁ। ଏହାସହ କର୍ମକର୍ତ୍ତାଙ୍କ ବୟସ ୭୦ ବର୍ଷରୁ ଅଧିକ ହେବ ନାହିଁ। ଗୋଟିଏ ରାଜ୍ୟରେ ଗୋଟିଏ ଭୋଟ ନୀତି କାର୍ଯ୍ୟକାରୀ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ଗୁଜରାଟ ଏବଂ ମହାରାଷ୍ଟ୍ର ପରି ଯେଉଁ ରାଜ୍ୟରେ ଏକାଧିକ କ୍ରିକେଟ ବୋର୍ଡ ରହିଛନ୍ତି ସେମାନେ ରୋଟେସ୍‌ନାଲ ଭିତ୍ତିରେ ଭୋଟିଂରେ ଅଂଶ ଗ୍ରହଣ କରିପାରିବେ ବୋଲିଂ ସର୍ବୋଚ୍ଚ କୋର୍ଟ କହିଛନ୍ତି।

ସେହିପରି ବିସିସିଆଇ ଗଭର୍ଣ୍ଣିଂ ବଡିରେ ସିଏଜିର ଜଣେ ସଦସ୍ୟ ରହିବା ପ୍ରସ୍ତାବକୁ ମଧ୍ୟ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ ଲୋଧା କମିଟିଙ୍କ ସୁପାରିଶ ଅନୁଯାୟୀ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ ବିସିସିଆଇକୁ ୬ ମାସ ସମୟ ଦେଇଛନ୍ତି ।

ଏଥିନେଇ ଓସିଏ ସମ୍ପାଦକ ଆର୍ଶୀବାଦ ବେହେରା କହିଛନ୍ତି,“ଓସିଏ ପକ୍ଷରୁ ମୁଁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଖୁବଶୀଘ୍ର ବିସିସିଆଇ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ସେହି ବୈଠକରେ ଯାହା ନିଷ୍ପତ୍ତି ହେବା ଓସିଏ ବିସିସିଆଇର ଏକ ଅଙ୍ଗ ହୋଇଥିବାରୁ ମାନି ନେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story