ଲର୍ଲ୍ଡ ବିଜୟ ଆମ ପାଇଁ ସ୍ୱତନ୍ତ୍ର ଥିଲା:ମିଶବା

କରାଚି: “ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ବିଜୟ ଆମ ପାଇଁ ସ୍ୱତନ୍ତ୍ର ଥିଲା।” ଗତ ରବିବାର ଦିନ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟକୁ ୭୯ ରନ୍‌ ଜିତିବା ପରେ ଗୁରୁବାର ଏହା କହିଛନ୍ତି ପାକ୍‌ ଟିମ୍‌ର ଅଧିନାୟକ ମିଶବା-ଉଲ୍‌-ହକ୍‌। ସେ କହିଛନ୍ତି,“ଇଂଲଣ୍ଡକୁ ତା ମାଟି ଲଡ୍ସରେ ପରାଜିତ କରିବା ଆମ ପାଇଁ ଅତି ସ୍ୱତନ୍ତ୍ର ଥିଲା। ପାକିସ୍ତାନର ଅଧିନାୟକ ଭାବେ ଇଂଲଣ୍ଡକୁ ହରାଇବା ମୋ ପାଇଁ ମଧ୍ୟ ଅତି ସ୍ୱତନ୍ତ୍ର ଥିଲା। ୨୦୧୦ ସ୍ପଟ୍‌ ଫିକ୍ସିଂ ପରେ […]

misba ul-haq

misba ul-haq

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 06:11 PM IST

କରାଚି: “ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ବିଜୟ ଆମ ପାଇଁ ସ୍ୱତନ୍ତ୍ର ଥିଲା।” ଗତ ରବିବାର ଦିନ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟକୁ ୭୯ ରନ୍‌ ଜିତିବା ପରେ ଗୁରୁବାର ଏହା କହିଛନ୍ତି ପାକ୍‌ ଟିମ୍‌ର ଅଧିନାୟକ ମିଶବା-ଉଲ୍‌-ହକ୍‌।

ସେ କହିଛନ୍ତି,“ଇଂଲଣ୍ଡକୁ ତା ମାଟି ଲଡ୍ସରେ ପରାଜିତ କରିବା ଆମ ପାଇଁ ଅତି ସ୍ୱତନ୍ତ୍ର ଥିଲା। ପାକିସ୍ତାନର ଅଧିନାୟକ ଭାବେ ଇଂଲଣ୍ଡକୁ ହରାଇବା ମୋ ପାଇଁ ମଧ୍ୟ ଅତି ସ୍ୱତନ୍ତ୍ର ଥିଲା। ୨୦୧୦ ସ୍ପଟ୍‌ ଫିକ୍ସିଂ ପରେ ଦଳକୁ ପୁଣି ଥରେ ଗଠନ କରାଯାଇଛି। ଜଣେ ଅଧିନାୟକ ଭାବେ ମୁଁ ଓ ମୋର ଟିମ୍‌ ସଦସ୍ୟ ଅକ୍ଳାନ୍ତ ପରିଶ୍ରମ କରିଥିଲୁ।”

ଏହି ରୋମାଞ୍ଚକ ମ୍ୟାଚରେ ଶତକ ହାସଲ କରିଥିବା ଏହି ଅଧିନାୟକ ଜଣକ ଆହୁରି ମଧ୍ୟ କହିଛନ୍ତି,“୨୦୧୦ ସ୍ପଟ ଫିକ୍ସିଂ ପରେ ଦଳର ଛବି ବିଶ୍ୱ ଦରବାରରେ ମଳିନ ପଡିଥିଲା। ଏବେ ଟିକେ ଆଶ୍ୱସ୍ତି ମିଳିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story