ମୁମ୍ବାଇ: ମାଦ୍ରିଦ୍ ଓପନ୍ରେ ସାନିଆ ମିର୍ଜା ଓ ରୋହନ୍ ବୋପାନ୍ନାଙ୍କ ବିଜୟ ଅଭିଯାନ ଜାରି ରହିଛି। ଏହି ଦୁଇ ଜଣ ସେମାନଙ୍କର ଯୁଗଳ ବର୍ଗରେ ବିଜୟ ହାସଲ କରି ଆଗୁଆ ରହିଥିବା ବେଳେ ମହେଶ ଭୂପତି ହାରି ଯାଇଛନ୍ତି।
ମହିଳା ଯୁଗଳ ବର୍ଗରେ ସାନିଆ ମିର୍ଜା ଓ ତାଙ୍କ ଯୋଡିଦାର ମାର୍ଟିନା ହିଙ୍ଗିସ୍ ଷଷ୍ଠ ସିଡ୍ରେ ଥିବା ଆନ୍ଦ୍ରିଆ ଲାଭାକୋଭା ଓ ଲୁସି ରାଡାକାଙ୍କୁ ୬-୩, ୬-୨ରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହି ଯୋଡି ଆଗାମୀ ମ୍ୟାଚ୍ରେ ଭାନିଆ କିଙ୍ଗ ଓ ଆଲ୍ଲା କୁଦ୍ରିୟାତସେଭାଙ୍କୁ ଭେଟିବେ।
ପୁରୁଷ ଯୁଗଳ ବର୍ଗରେ ରୋହନ୍ ବୋପାନ୍ନା ଓ ତାଙ୍କ ସାଥୀ ଫ୍ଲୋରିନ୍ ମରଗିୟେ ୬(୪)-୭,୬-୪,୧୦-୪ରେ ପାବ୍ଲୋ କ୍ୟୁଇଭାସ୍ ଓ ମାରସେଲ୍ ଗ୍ରାନୋଲ୍ଲରଙ୍କୁ ପରାସ୍ତ କରିଛନ୍ତି। ଏହି ଯୋଡି ଆଗାମୀ ମ୍ୟାଚ୍ରେ ଜନ୍ ପିର୍ ଓ ହେନେରୀ କୋଣ୍ଟିନେନ୍ଙ୍କୁ ଭେଟିବେ।
ଅନ୍ୟପକ୍ଷରେ ମହେଶ ଭୂପତି ଓ ଫେବ୍ରିକ୍ ମାର୍ଟିନ୍ଙ୍କୁ ୩-୬,୬-୪,୬-୧୦ରେ ଏନ୍ ଜିମମୋଜିକ୍ ଓ ଆଲେକ୍ଜେଣ୍ଡାର ପେୟା ପରାସ୍ତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଝୁଲି ପଡ଼ିଲେ ଏୟାର ଇଣ୍ଡିଆ ପାଇଲଟ
୨ ବର୍ଷ ତଳେ ସୃଷ୍ଟି ଓ ଆଦିତ୍ୟ ପରସ୍ପରକୁ ପ୍ରଥମଥର ଦିଲ୍ଲୀରେ ଦେଖା ହୋଇଥିଲେ। ଏହି ସମୟରେ ଉଭୟ ବ୍ୟବସାୟିକ ବିମାନ ପାଇଲଟର ଲାଇସେନ୍ସ ପାଇଁ ଟ୍ରେନିଂ ନେଉଥିଲେ। ପ୍ରଥମେ ବନ୍ଧୁତା ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।
National
ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫ ଲକ୍ଷ ହରାଇଲେ ପୂର୍ବତନ ସେନା ଅଧିକାରୀ
ଜଣେ ପୂର୍ବତନ ସେନା ଅଧିକାରୀ ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟର ଶିକାର ହୋଇଛନ୍ତି। ଡିଜିଟାଲ ଆରେଷ୍ଟ କରି ସାଇବର ଠକମାନେ ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।