ମାଦ୍ରିଦ୍‌ ଓପନ୍‌: ସାନିଆ ଏବଂ ରୋହନ୍‌ଙ୍କ ବିଜୟ ଅଭିଯାନ ଜାରି, ମହେଶ ହାରିଲେ

ମୁମ୍ବାଇ: ମାଦ୍ରିଦ୍‌ ଓପନ୍‌ରେ ସାନିଆ ମିର୍ଜା ଓ ରୋହନ୍‌ ବୋପାନ୍ନାଙ୍କ ବିଜୟ ଅଭିଯାନ ଜାରି ରହିଛି। ଏହି ଦୁଇ ଜଣ ସେମାନଙ୍କର ଯୁଗଳ ବର୍ଗରେ ବିଜୟ ହାସଲ କରି ଆଗୁଆ ରହିଥିବା ବେଳେ ମହେଶ ଭୂପତି ହାରି ଯାଇଛନ୍ତି। ମହିଳା ଯୁଗଳ ବର୍ଗରେ ସାନିଆ ମିର୍ଜା ଓ ତାଙ୍କ ଯୋଡିଦାର ମାର୍ଟିନା ହିଙ୍ଗିସ୍‌ ଷଷ୍ଠ ସିଡ୍‌ରେ ଥିବା ଆନ୍ଦ୍ରିଆ ଲାଭାକୋଭା ଓ ଲୁସି ରାଡାକାଙ୍କୁ ୬-୩, ୬-୨ରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହି ଯୋଡି ଆଗାମୀ ମ୍ୟାଚ୍‌ରେ […]

sania-mirza-ap-f

sania-mirza-ap-f

Rakesh Mallick
  • Published: Friday, 06 May 2016
  • Updated: 06 May 2016, 02:18 PM IST

Sports

Latest News

ମୁମ୍ବାଇ: ମାଦ୍ରିଦ୍‌ ଓପନ୍‌ରେ ସାନିଆ ମିର୍ଜା ଓ ରୋହନ୍‌ ବୋପାନ୍ନାଙ୍କ ବିଜୟ ଅଭିଯାନ ଜାରି ରହିଛି। ଏହି ଦୁଇ ଜଣ ସେମାନଙ୍କର ଯୁଗଳ ବର୍ଗରେ ବିଜୟ ହାସଲ କରି ଆଗୁଆ ରହିଥିବା ବେଳେ ମହେଶ ଭୂପତି ହାରି ଯାଇଛନ୍ତି।

ମହିଳା ଯୁଗଳ ବର୍ଗରେ ସାନିଆ ମିର୍ଜା ଓ ତାଙ୍କ ଯୋଡିଦାର ମାର୍ଟିନା ହିଙ୍ଗିସ୍‌ ଷଷ୍ଠ ସିଡ୍‌ରେ ଥିବା ଆନ୍ଦ୍ରିଆ ଲାଭାକୋଭା ଓ ଲୁସି ରାଡାକାଙ୍କୁ ୬-୩, ୬-୨ରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ଏହି ଯୋଡି ଆଗାମୀ ମ୍ୟାଚ୍‌ରେ ଭାନିଆ କିଙ୍ଗ ଓ ଆଲ୍ଲା କୁଦ୍ରିୟାତସେଭାଙ୍କୁ ଭେଟିବେ।

ପୁରୁଷ ଯୁଗଳ ବର୍ଗରେ ରୋହନ୍ ବୋପାନ୍ନା ଓ ତାଙ୍କ ସାଥୀ ଫ୍ଲୋରିନ୍‌ ମରଗିୟେ ୬(୪)-୭,୬-୪,୧୦-୪ରେ ପାବ୍‌ଲୋ କ୍ୟୁଇଭାସ୍‌ ଓ ମାରସେଲ୍‌ ଗ୍ରାନୋଲ୍ଲରଙ୍କୁ ପରାସ୍ତ କରିଛନ୍ତି। ଏହି ଯୋଡି ଆଗାମୀ ମ୍ୟାଚ୍‌ରେ ଜନ୍‌ ପିର୍‌ ଓ ହେନେରୀ କୋଣ୍ଟିନେନ୍‌ଙ୍କୁ ଭେଟିବେ।

ଅନ୍ୟପକ୍ଷରେ ମହେଶ ଭୂପତି ଓ ଫେବ୍ରିକ୍‌ ମାର୍ଟିନ୍‌ଙ୍କୁ ୩-୬,୬-୪,୬-୧୦ରେ ଏନ୍‌ ଜିମମୋଜିକ୍‌ ଓ ଆଲେକ୍‌ଜେଣ୍ଡାର ପେୟା ପରାସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story