ପାଟିତୁଣ୍ଡ ମଧ୍ୟରେ ଜରୀନଙ୍କୁ ହରାଇଲେ ମ୍ୟାରିକମ

ନୂଆଦିଲ୍ଲୀ: ଛଅ ଥରର ବିଶ୍ୱ ବିଜେତା ତଥା ଭାରତର ଷ୍ଟାର ବକ୍ସର ମ୍ୟାରି କମ୍ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଆଉ ପାଦେ ଆଗେଇଛନ୍ତି। ୫୧ କେଜି ବର୍ଗରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ପାଇଁ କିଏ ପ୍ରତିନିଧିତ୍ୱ କରିବ ତା’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। କାରଣ ଭାରତର ଅନ୍ୟତମ ଯୁବ ବକ୍ସର ନିଖହତ ଜରୀନ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ଦାବି କରିଥିଲେ। ଏହି କାରଣରୁ ମ୍ୟାରିକମ ଓ ଜରୀନଙ୍କ ମଧ୍ୟରେ ଲଢ଼େଇ […]

q

q

Hemant Lenka
  • Published: Saturday, 28 December 2019
  • Updated: 28 December 2019, 03:58 PM IST

Sports

Latest News

ନୂଆଦିଲ୍ଲୀ: ଛଅ ଥରର ବିଶ୍ୱ ବିଜେତା ତଥା ଭାରତର ଷ୍ଟାର ବକ୍ସର ମ୍ୟାରି କମ୍ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଆଉ ପାଦେ ଆଗେଇଛନ୍ତି। ୫୧ କେଜି ବର୍ଗରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ପାଇଁ କିଏ ପ୍ରତିନିଧିତ୍ୱ କରିବ ତା’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। କାରଣ ଭାରତର ଅନ୍ୟତମ ଯୁବ ବକ୍ସର ନିଖହତ ଜରୀନ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ଦାବି କରିଥିଲେ।

ଏହି କାରଣରୁ ମ୍ୟାରିକମ ଓ ଜରୀନଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏହି ଲଢ଼େଇରେ ମ୍ୟାରିକମ ବାଜିମାତ କରିଛନ୍ତି। ଏବେ ସେ ଚାଇନାରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳି ଅଲିମ୍ପିକ୍ସ ଟିକେଟ ହାସଲ କରିବାକୁ ଉଦ୍ୟମ କରିବେ।

ମ୍ୟାରିକମ ପ୍ରତିପକ୍ଷ ଜରୀନଙ୍କୁ ସିଧାସଳଖ ୯-୧ରେ ପରାସ୍ତ କରିଛନ୍ତି। ଜରୀନ ଖୋଲାଖୋଲି ଭାବେ ମ୍ୟାରିକମଙ୍କ ଦକ୍ଷତାକୁ ଚ୍ୟାଲେଞ୍ଜ କରିଥିଲେ ହେଁ ମ୍ୟାଚ ପରେ କିଏ ଶକ୍ତିଶାଳୀ ତା’ହା ପ୍ରାମଣିତ ହୋଇଯାଇଛି। ମ୍ୟାଚ୍‌ ବେଳେ ରିଙ୍ଗ ବାହାରେ ମ୍ୟାରିକମ ଓ ଜରୀନଙ୍କ ମଧ୍ୟରେ କିଛି ସମୟ ପାଇଁ ବାକଯୁଦ୍ଧ ଦେଖିବାକୁ ମିଳିଥିଲା।

ଏପରି କି ମ୍ୟାଚ୍‌ ପରେ ନିୟମ ଅନୁଯାୟୀ, ଦୁଇ ଖେଳାଳି ପରସ୍ପରକୁ ଶୁଭେଚ୍ଛା ଜଣାଇବା କଥା। ଏହି ନିୟମ ଅନୁଯାୟୀ ଜରୀନ ମ୍ୟାଚ୍‌ ପରେ ମ୍ୟାରିକମଙ୍କୁ କୁଣ୍ଢାଇବାକୁ ଆସିଥିଲେ। ହେଲେ ଏହାକୁ ମ୍ୟାରିକମ ଅଣଦେଖା କରିଥିଲେ।

ଏପରି କି ଜରୀନଙ୍କ କୋଚ ତଥା ତେଲେଙ୍ଗାନା ବକ୍ସିଂ ଆସୋସିଏସନକୁ ପ୍ରତିନିଧିତ୍ୱ କରୁଥିବା ଏପି ରେଡ୍ଡୀ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ବିରୋଧ କରିଥିଲେ। ତେବେ ବକ୍ସିଂ ମହାସଂଘର ସଭାପତି ଅଜୟ ସିଂହ ଏଥିରେ ହସ୍ତକ୍ଷେପ କରିଥିଲେ।

ମ୍ୟାରିକମ କହିଛନ୍ତି, “ପ୍ରଥମେ ମୁଁ ଏଭଳି ଏକ ମ୍ୟାଚ କଥା ଶୁଣି ରାଗିଥିଲି। କିନ୍ତୁ ଏବେ ସବୁ କିଛି ସ୍ପଷ୍ଟ ହୋଇଯାଇଛି। ମୁଁ ମଧ୍ୟ ଆଗକୁ ବଢ଼ିଛି। ମୁଁ ଗୋଟିଏ କଥା କହିବି ଯେ ପ୍ରଥମେ ଭଲ ଖେଳ ପ୍ରଦର୍ଶନ କର, ପରେ କଥା କହିବ। ସମସ୍ତେ ଦେଖିଲେ ଏବେ ରିଙ୍ଗରେ କିଏ କେମିତି ଲଢ଼ିଲେ।”

ଅନ୍ୟ ଏକ ମ୍ୟାଚ୍‌ରେ ବିଶ୍ୱ ବକ୍ସିଂରେ ଦୁଇଥର ରୌପ୍ୟ ପଦକ ଜିତିଥିବା ସୋନିଆ ଲାଠେର ୫୭ କେଜି ବର୍ଗରେ ସାକ୍ଷୀ ଚୌଧୁରୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହିପରି ୬୦ କେଜି ବର୍ଗରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଏଲ ସରିତା ଦେବୀ ଜାତୀୟ ଚାମ୍ପିୟନ ସୀମରନଜୀନ କୌରଙ୍କ ଠାରୁ ହାରି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story