ମହାରାଷ୍ଟ୍ରରୁ ଆଇପିଏଲ୍ ମ୍ୟାଚ୍ ସ୍ଥାନାନ୍ତର ପ୍ରସଙ୍ଗ: ଏମ୍‌ସିଏ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବାହାରକୁ ଆଇପିଏଲ୍ ମ୍ୟାଚ୍ ସ୍ଥାନାନ୍ତର ନେଇ ବମ୍ବେ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମ୍‌ସିଏ) ଆଜି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ବିଚାରପତି ଦୀପକ ମିଶ୍ରା ଓ ଶିବ କୀର୍ତ୍ତି ସିଂହଙ୍କୁ ନେଇ ଗଠିତ ବେଞ୍ଚରେ ଏହି ଆବେଦନ କରାଯାଇଛି। ଏମ୍‌ସିଏ ପକ୍ଷରୁ ବରିଷ୍ଠ ଆଡ୍‌ଭୋକେଟ୍ କପିଲ୍ ଶିବଲ୍ ଏହି ଆବେଦନ କରିଛନ୍ତି। ଏପ୍ରିଲ୍ ୨୫ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଏମ୍‌ସିଏ […]

mca-stadium

mca-stadium

Rakesh Mallick
  • Published: Friday, 22 April 2016
  • Updated: 22 April 2016, 11:56 AM IST

Sports

Latest News

mca-stadiumନୂଆଦିଲ୍ଲୀ: ମହାରାଷ୍ଟ୍ର ବାହାରକୁ ଆଇପିଏଲ୍ ମ୍ୟାଚ୍ ସ୍ଥାନାନ୍ତର ନେଇ ବମ୍ବେ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମ୍‌ସିଏ) ଆଜି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ବିଚାରପତି ଦୀପକ ମିଶ୍ରା ଓ ଶିବ କୀର୍ତ୍ତି ସିଂହଙ୍କୁ ନେଇ ଗଠିତ ବେଞ୍ଚରେ ଏହି ଆବେଦନ କରାଯାଇଛି। ଏମ୍‌ସିଏ ପକ୍ଷରୁ ବରିଷ୍ଠ ଆଡ୍‌ଭୋକେଟ୍ କପିଲ୍ ଶିବଲ୍ ଏହି ଆବେଦନ କରିଛନ୍ତି। ଏପ୍ରିଲ୍ ୨୫ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

ଏମ୍‌ସିଏ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ଆଇପିଏଲ୍ ମ୍ୟାଚ୍ ପାଇଁ ପିଚ୍‌ରେ ପାନୀୟ ଜଳ ବ୍ୟବହାର କରାଯିବ ନାହିଁ। ଏଥିପାଇଁ ନର୍ଦ୍ଦମା ଜଳକୁ ପ୍ରକ୍ରିୟାକରଣ କରି ବ୍ୟବହାର କରାଯିବ।

ମହାରାଷ୍ଟ୍ରରେ ଜଳ ସମସ୍ୟା ଉତ୍କଟ ହୋଇଥିବାରୁ ଏପ୍ରିଲ୍ ୩୦ ତାରିଖ ପରେ ସମସ୍ତ ଆଇପିଏଲ୍ ମ୍ୟାଚ୍ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ଏପ୍ରିଲ୍ ୧୩ରେ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେ’ ୨୯ରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ସମେତ ମୋଟ ୧୩ଟି ମ୍ୟାଚ୍ ମହାରାଷ୍ଟ୍ରରେ ଖେଳା ଯାଇପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story