ଧୋନିଙ୍କୁ ନେଇ ରାଇନା ଦେଲେ ବଡ଼ ବୟାନ୍‌

ନୂଆଦିଲ୍ଲୀ: ଭାରତୀୟ ଟିମରୁ ବାହାରେ ଥିବା ସୁରେଶ ରାଇନା ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ରାଇନା କହିଛନ୍ତି, “ମୁଁ ଚାହେଁ ଯେ ଧୋନି ଭାରତ ପକ୍ଷରୁ ଖେଳିବା ଜାରି ରଖନ୍ତୁ। ବର୍ତ୍ତମାନ ଧୋନି ଫିଟ୍ ଲାଗୁଛନ୍ତି ଏବଂ ଜୋରଦାର ଟ୍ରେନିଂ ମଧ୍ୟ କରୁଛନ୍ତି। ମୋତେ ଲାଗୁଛି ଯେ ଏବେବି ଭାରତୀୟ ଦଳକୁ ଧୋନିଙ୍କର ଆବଶ୍ୟକତା ରହିଛି। ତେବେ ତାଙ୍କ ସମ୍ବନ୍ଧରେ ଶେଷ ନିଷ୍ପତ୍ତି ବିରାଟ୍ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟକୁ […]

raina-and-msd

raina-and-msd

Ranjit Kumar Jena
  • Published: Sunday, 26 January 2020
  • Updated: 26 January 2020, 07:44 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଟିମରୁ ବାହାରେ ଥିବା ସୁରେଶ ରାଇନା ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ରାଇନା କହିଛନ୍ତି, "ମୁଁ ଚାହେଁ ଯେ ଧୋନି ଭାରତ ପକ୍ଷରୁ ଖେଳିବା ଜାରି ରଖନ୍ତୁ। ବର୍ତ୍ତମାନ ଧୋନି ଫିଟ୍ ଲାଗୁଛନ୍ତି ଏବଂ ଜୋରଦାର ଟ୍ରେନିଂ ମଧ୍ୟ କରୁଛନ୍ତି। ମୋତେ ଲାଗୁଛି ଯେ ଏବେବି ଭାରତୀୟ ଦଳକୁ ଧୋନିଙ୍କର ଆବଶ୍ୟକତା ରହିଛି। ତେବେ ତାଙ୍କ ସମ୍ବନ୍ଧରେ ଶେଷ ନିଷ୍ପତ୍ତି ବିରାଟ୍ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟକୁ ନେବାକୁ ପଡ଼ିବ। ଧୋନି ବର୍ତ୍ତମାନ ନିଜ ପରିବାର ସହ ସମୟ ବିତାଉଛନ୍ତି। ଯଦି ଧୋନି ସନ୍ନ୍ୟାସ ନେବେ, ତାହେଲେ ବିନା କୌଣସି ଚାପରେ ଏହି ନିଷ୍ପତ୍ତି ନେବେ। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଚଳିତ ସିଜନର ଟ୍ରେନିଂ ପାଇଁ ଧୋନି ମାର୍ଚ୍ଚ ପ୍ରଥମ ସପ୍ତାହରେ ଚେନ୍ନାଇ ପହଞ୍ଚିଯିବେ। "

୩୩ ବର୍ଷୀୟ ରାଇନା ଗତବର୍ଷ ଅଗଷ୍ଟରେ ନିଜ ଆଣ୍ଠୁରେ ସର୍ଜରୀ କରାଇଥିଲେ ଏବଂ ଏହି କାରଣରୁ ୨୦୧୯ ଆଇପିଏଲ୍ ପରଠାରୁ ସେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିନାହାନ୍ତି। ବର୍ତ୍ତମାନ ରାଇନା ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ରାଇନା ନିଜ ସମ୍ବନ୍ଧରେ କହିଛନ୍ତି, "ମୋ ପାଖରେ ଆହୁରି ଦୁଇ-ତିନି ବର୍ଷର କ୍ରିକେଟ୍ ବାକି ରହିଛି। ମୁଁ ନିଜ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟାର୍ଗେଟ୍ ଫିକ୍ସ କରିନାହିଁ। ଯଦି ମୁଁ ଆଇପିଏଲରେ ଭଲ ପ୍ରଦର୍ଶନ କରିବାରେ ସଫଳ ହେଲି, ତାହେଲେ ମୋତେ ନିଜ ଖେଳକୁ ଆକଳନ କରିବା ପାଇଁ ସହାୟକ ହେବ। ମୋ ପାଖରେ କ୍ରିକେଟର ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି। ତେଣୁ ମୋ ପାଇଁ କ'ଣ ଭଲ ଏବଂ ଖରାପ, ତାହା ମୋତେ ଜଣା।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story