ଏକାଠି ଫୁଟବଲ ଖେଳିଲେ ଧୋନି ଓ ଲିଆଣ୍ଡର୍ ପେସ୍‌

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଓ କିମ୍ବଦନ୍ତୀ ଟେନିସ୍ ଖେଳାଳି ଲିଆଣ୍ଡର ପେସଙ୍କୁ ଏକାଠି ଖେଳୁଥିବାର ଦେଖିବାକୁ ମିଳିଛି। ତେବେ ଏହି ଦୁଇ ମହାନ୍ ଖେଳାଳି ନିଜ ନିଜର ପରିଚିତ ଖେଳ ଖେଳୁନଥିଲେ। ଦୁହେଁ ଏକାଠି ଫୁଟବଲ ମ୍ୟାଚ୍ ଖେଳିଥିଲେ। ମୁମ୍ବାଇରେ ଏକ ଚ୍ୟାରିଟି ମ୍ୟାଚ୍ ପାଇଁ ଉଭୟେ ଫୁଟବଲ ଖେଳିଥିଲେ। ଧୋନିଙ୍କ ବ୍ରାଣ୍ଡ କଥା ବୁଝୁଥିବା ରିତି ସ୍ପୋର୍ଟ୍ସ ସୋମବାର ଏହି ଫୁଟବଲ ମ୍ୟାଚର କିଛି ଫଟୋ ତା’ର […]

msd

msd

Ranjit Kumar Jena
  • Published: Tuesday, 08 October 2019
  • Updated: 08 October 2019, 12:21 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଓ କିମ୍ବଦନ୍ତୀ ଟେନିସ୍ ଖେଳାଳି ଲିଆଣ୍ଡର ପେସଙ୍କୁ ଏକାଠି ଖେଳୁଥିବାର ଦେଖିବାକୁ ମିଳିଛି। ତେବେ ଏହି ଦୁଇ ମହାନ୍ ଖେଳାଳି ନିଜ ନିଜର ପରିଚିତ ଖେଳ ଖେଳୁନଥିଲେ। ଦୁହେଁ ଏକାଠି ଫୁଟବଲ ମ୍ୟାଚ୍ ଖେଳିଥିଲେ। ମୁମ୍ବାଇରେ ଏକ ଚ୍ୟାରିଟି ମ୍ୟାଚ୍ ପାଇଁ ଉଭୟେ ଫୁଟବଲ ଖେଳିଥିଲେ।

ଧୋନିଙ୍କ ବ୍ରାଣ୍ଡ କଥା ବୁଝୁଥିବା ରିତି ସ୍ପୋର୍ଟ୍ସ ସୋମବାର ଏହି ଫୁଟବଲ ମ୍ୟାଚର କିଛି ଫଟୋ ତା'ର ଫେସବୁକ୍ ପେଜରେ ଶେଆର କରିଛି। ଏହି ଫଟୋରେ ଧୋନି ଓ ପେସଙ୍କୁ ଫୁଟବଲ ଖେଳୁଥିବାର ଦେଖିବାକୁ ମିଳିଛି। ତାଙ୍କ ସହ କିଛି ଅନ୍ୟ କ୍ରିକେଟର୍ ମଧ୍ୟ ସାମିଲ୍ ଅଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡରେ ଶେଷ ହୋଇଥିବା ବିଶ୍ୱକପ୍ ପରଠାରୁ ଧୋନି କ୍ରିକେଟରୁ ଦୂରରେ ଅଛନ୍ତି। ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ଧୋନି କେବଳ ସୀମିତ ଓଭର କ୍ରିକେଟ୍ ଖେଳୁଛନ୍ତି।

ବିଶ୍ୱକପ୍ ପରେ ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଟିମ୍ ସହ ଯାଇନଥିଲେ। ଏହାସହ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିକଟରେ ଶେଷ ହୋଇଥିବା ଟି-୨୦ ସିରିଜ୍ ମଧ୍ୟ ଖେଳିନଥିଲେ। ଏପରିକି ଆଗାମୀ ବାଂଲାଦେଶ ବିପକ୍ଷ ଘରୋଇ ଟି-୨୦ ସିରିଜରେ ମଧ୍ୟ ସେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି। ତେବେ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଧୋନି ଜାତୀୟ ଦଳକୁ ଫେରିବେ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story