ନେଟ୍ସରେ ଅଭ୍ୟାସ କଲେ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ନିଜର ଜନ୍ମସ୍ଥାନ ରାଞ୍ଚିରେ ନେଟରେ ଅଭ୍ୟାସ ଆରମ୍ଭ କରିଛନ୍ତି। କିନ୍ତୁ ଏହି ୱିକେଟକିପର ବ୍ୟାଟ୍ସମ୍ୟାନ୍ ଆସନ୍ତାମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ହେବାକୁଥିବା ସୀମିତ ଓଭର୍ ସିରିଜ୍ ପାଇଁ ଉପଲବ୍ଧ ହେବେ ନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ। .@msdhoni’s first net session after a long long break. Retweet if you […]

msd

msd

Ranjit Kumar Jena
  • Published: Friday, 15 November 2019
  • Updated: 15 November 2019, 07:13 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ନିଜର ଜନ୍ମସ୍ଥାନ ରାଞ୍ଚିରେ ନେଟରେ ଅଭ୍ୟାସ ଆରମ୍ଭ କରିଛନ୍ତି। କିନ୍ତୁ ଏହି ୱିକେଟକିପର ବ୍ୟାଟ୍ସମ୍ୟାନ୍ ଆସନ୍ତାମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ହେବାକୁଥିବା ସୀମିତ ଓଭର୍ ସିରିଜ୍ ପାଇଁ ଉପଲବ୍ଧ ହେବେ ନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ।

ଧୋନି ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ସେମିଫାଇନାଲ୍ ପରେ କୌଣସି ପ୍ରତିଦ୍ୱନ୍ଦ୍ବିତାମୂଳକ ମ୍ୟାଚ୍ ଖେଳିନାହାନ୍ତି। ସେ ଗୁରୁବାର ରାଞ୍ଚିର ଜେଏସସିଏ ଷ୍ଟାଡିୟମର ନେଟରେ ଅଭ୍ୟାସ କରି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ସଙ୍କେତ ଦେଇଛନ୍ତି। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଖେଳିବେ ନାହିଁ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଧୋନି ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଉବଲବ୍ଧ ହେବେ ନାହିଁ।

ଏହା ପୂର୍ବରୁ ବିସିସିଆଇ ଚୟନକର୍ତ୍ତା ଅଧ୍ୟକ୍ଷ ଏମଏସକେ ପ୍ରସାଦ ସ୍ପଷ୍ଟଭାବେ କହିଥିଲେ ଯେ ବର୍ତ୍ତମାନ ଆମେ ଆଗକୁ ବଢ଼ୁଛୁ। ଆମେ ଋଷଭ ପନ୍ତଙ୍କୁ ସମର୍ଥନ କରୁଛୁ ଏବଂ ତାଙ୍କର ଭଲ ପ୍ରଦର୍ଶନ ନେଇ ଆଶା କରୁଛୁ। ହୁଏତ ସେ କିଛି ମ୍ୟାଚରେ ଖରାପ ପ୍ରଦର୍ଶନ କରିପାରନ୍ତି, କିନ୍ତୁ ଆମର ପୂରା ଫୋକସ୍ ତାଙ୍କ ଉପରେ ରହିଛି।

ଧୋନି ନିକଟରେ ଶେଷ ହୋଇଥିବା ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଖେଳିନଥିଲେ। ଏପରିକି ବିଶ୍ୱକପ୍ ପରେ ୱେଷ୍ଟଇଣ୍ଡିଜ୍ ଗସ୍ତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହେବେନି ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story