ଗୁଜରାଟକୁ ହରାଇ ଶୀର୍ଷରେ ମୁମ୍ବାଇ

ମୁମ୍ବାଇ: ୬ ୱିକେଟ୍‌ରେ ଜିତିଲା ମୁମ୍ବାଇ। ଆଜି ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚ୍‌ରେ ଗୁଜରାଟକୁ ହରାଇ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଲାୟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ୱିକେଟ୍‌ ହରାଇ ୧୭୬ ରନ କରିପାରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ୍‌ ୩ଟି ବଲ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଦଳ ପକ୍ଷରୁ ନୀତିଶ ରାଣା ୫୩ରନ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଅପରାଜିତ ୪୦ ରନ […]

mumbai-indians-gujarat-lions-bcci_806x605_41492331824

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 10:58 PM IST

Sports

Latest News

ମୁମ୍ବାଇ: ୬ ୱିକେଟ୍‌ରେ ଜିତିଲା ମୁମ୍ବାଇ। ଆଜି ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚ୍‌ରେ ଗୁଜରାଟକୁ ହରାଇ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଲାୟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ୱିକେଟ୍‌ ହରାଇ ୧୭୬ ରନ କରିପାରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ୍‌ ୩ଟି ବଲ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଦଳ ପକ୍ଷରୁ ନୀତିଶ ରାଣା ୫୩ରନ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଅପରାଜିତ ୪୦ ରନ କରି ମୁମ୍ବାଇକୁ ଜିତାଇଥିଲେ। ଆକର୍ଷଣୀୟ ବ୍ୟାଟିଂ ପାଇଁ ନୀତିଶ ରାଣାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା। ମୁମ୍ବାଇ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି  ୪ଟିରେ ବିଜୟ ସହ ୮ ପଏଣ୍ଟ ଲାଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story