ମୁସ୍ତାକ୍ ଅଲ୍ଲୀ ଟି-ଟ୍ୱେଣ୍ଟି : ଓଡ଼ିଶାକୁ ୬ ୱିକେଟରେ ପରାସ୍ତ କଲା ମୁମ୍ୱାଇ

କଟକ: କଟକ ବାରବାଟୀରେ ଚାଲିଥିବା ସୟଦ ମୁସ୍ତାକ୍ ଅଲ୍ଲୀ ଟି-ଟ୍ୱେଣ୍ଟିରେ ଶନିବାର ମୁମ୍ୱାଇ ଦଳ ଓଡ଼ିଶାକୁ ୬ ୱିକେଟରେ ପରାସ୍ତ କରିଛି। ଓଡ଼ିଶା ଦଳ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା।  ତେବେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୯୧ ରନରେ ଅଲଆଉଟ୍ ହୋଇଥିଲା। ମୁମ୍ୱାଇ ଦଳ ମାତ୍ର ୪ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

ସେପଟେ ଟାଙ୍ଗୀ ଡ୍ରିମସ ଗ୍ରାଉଣ୍ଡରେ ଚାଲିଥିବା ମ୍ୟାଚରେ ମହାରାଷ୍ଟ୍ର ବିପକ୍ଷରେ ୭ ୱିକେଟରେ ବିଜୟୀ ହୋଇଛି ଉତ୍ତରପ୍ରଦେଶ। କୁହୁଡ଼ି ଯୋଗୁଁ ଖେଳ ବିଳମ୍ୱରେ ଆରମ୍ଭ ହୋଇଥିବାରୁ ବାରବାଟୀରେ ୧୮ ଓଭର ଓ ଟାଙ୍ଗୀରେ ୧୨ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚ କର୍ଣ୍ଣାଟକ ଏବଂ ସର୍ଭିସେସ୍ ମଧ୍ୟରେ ବାରବାଟୀରେ ଖେଳାଯାଉଛି।

ଆହୁରି ପଢ଼ନ୍ତୁ

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ