ମୁସ୍ତାକ୍ ଅଲ୍ଲୀ ଟି-ଟ୍ୱେଣ୍ଟି : ଓଡ଼ିଶାକୁ ୬ ୱିକେଟରେ ପରାସ୍ତ କଲା ମୁମ୍ୱାଇ

କଟକ: କଟକ ବାରବାଟୀରେ ଚାଲିଥିବା ସୟଦ ମୁସ୍ତାକ୍ ଅଲ୍ଲୀ ଟି-ଟ୍ୱେଣ୍ଟିରେ ଶନିବାର ମୁମ୍ୱାଇ ଦଳ ଓଡ଼ିଶାକୁ ୬ ୱିକେଟରେ ପରାସ୍ତ କରିଛି। ଓଡ଼ିଶା ଦଳ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା।  ତେବେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୯୧ ରନରେ ଅଲଆଉଟ୍ ହୋଇଥିଲା। ମୁମ୍ୱାଇ ଦଳ ମାତ୍ର ୪ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସେପଟେ ଟାଙ୍ଗୀ ଡ୍ରିମସ ଗ୍ରାଉଣ୍ଡରେ ଚାଲିଥିବା ମ୍ୟାଚରେ ମହାରାଷ୍ଟ୍ର ବିପକ୍ଷରେ ୭ […]

syed-mushtaq-ali

syed-mushtaq-ali

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 07:44 AM IST

Sports

Latest News

କଟକ: କଟକ ବାରବାଟୀରେ ଚାଲିଥିବା ସୟଦ ମୁସ୍ତାକ୍ ଅଲ୍ଲୀ ଟି-ଟ୍ୱେଣ୍ଟିରେ ଶନିବାର ମୁମ୍ୱାଇ ଦଳ ଓଡ଼ିଶାକୁ ୬ ୱିକେଟରେ ପରାସ୍ତ କରିଛି। ଓଡ଼ିଶା ଦଳ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା।  ତେବେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ମାତ୍ର ୯୧ ରନରେ ଅଲଆଉଟ୍ ହୋଇଥିଲା। ମୁମ୍ୱାଇ ଦଳ ମାତ୍ର ୪ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

ସେପଟେ ଟାଙ୍ଗୀ ଡ୍ରିମସ ଗ୍ରାଉଣ୍ଡରେ ଚାଲିଥିବା ମ୍ୟାଚରେ ମହାରାଷ୍ଟ୍ର ବିପକ୍ଷରେ ୭ ୱିକେଟରେ ବିଜୟୀ ହୋଇଛି ଉତ୍ତରପ୍ରଦେଶ। କୁହୁଡ଼ି ଯୋଗୁଁ ଖେଳ ବିଳମ୍ୱରେ ଆରମ୍ଭ ହୋଇଥିବାରୁ ବାରବାଟୀରେ ୧୮ ଓଭର ଓ ଟାଙ୍ଗୀରେ ୧୨ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା। ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚ କର୍ଣ୍ଣାଟକ ଏବଂ ସର୍ଭିସେସ୍ ମଧ୍ୟରେ ବାରବାଟୀରେ ଖେଳାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story