୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡାଲ ଜିତିବା ସିକ୍କି-ପ୍ରଣୟ ଯୋଡିଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ: ବ୍ରାଜିଲ୍‌ ଓପନ୍‌ ଗ୍ରାଣ୍ଡ ପ୍ରିଁ ଟାଇଟଲ ଜିତିବା ପରେ ଉତ୍ସାହିତ ରହିଛନ୍ତି ଭାରତୀୟ ମିକ୍ସଡ ଡବଲ୍ସ ଯୋଡି ଏନ୍‌ ସିକ୍କି ରେଡ୍ଡୀ ଓ ପ୍ରଣୟ ଜେରୀ ଚୋପ୍ରା। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡାଲ ଜିତିବେ ବୋଲି କହିଛନ୍ତି ଏହି ଯୋଡି। ରବିବାର ରାତିରେ ଖେଳାଯାଇଥିବା ଫାଇନାଲରେ ମ୍ୟାଚ୍‌ରେ କାନାଡାର ଟୋବି ଏନ୍‌ଜି ଓ ରାଚେଲ ହାଣ୍ଡ୍ରିଚ୍‌ଙ୍କୁ ୨୧-୧୫ ୨୧-୧୬ରେ  ହରାଇଛନ୍ତି ଏହି ଟାଇଟଲ ଜିତିଛନ୍ତି ଏହି ଭାରତୀୟ ଯୋଡି । ଏନ୍‌ ସିକ୍କି ରେଡ୍ଡୀ କହିଛନ୍ତି,“ମୁଁ […]

sikki-reddy

sikki-reddy

Rakesh Mallick
  • Published: Wednesday, 07 September 2016
  • Updated: 07 September 2016, 04:35 PM IST

Sports

Latest News

ନୂଆଦିଲ୍ଲୀ: ବ୍ରାଜିଲ୍‌ ଓପନ୍‌ ଗ୍ରାଣ୍ଡ ପ୍ରିଁ ଟାଇଟଲ ଜିତିବା ପରେ ଉତ୍ସାହିତ ରହିଛନ୍ତି ଭାରତୀୟ ମିକ୍ସଡ ଡବଲ୍ସ ଯୋଡି ଏନ୍‌ ସିକ୍କି ରେଡ୍ଡୀ ଓ ପ୍ରଣୟ ଜେରୀ ଚୋପ୍ରା। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡାଲ ଜିତିବେ ବୋଲି କହିଛନ୍ତି ଏହି ଯୋଡି।

ରବିବାର ରାତିରେ ଖେଳାଯାଇଥିବା ଫାଇନାଲରେ ମ୍ୟାଚ୍‌ରେ କାନାଡାର ଟୋବି ଏନ୍‌ଜି ଓ ରାଚେଲ ହାଣ୍ଡ୍ରିଚ୍‌ଙ୍କୁ ୨୧-୧୫ ୨୧-୧୬ରେ  ହରାଇଛନ୍ତି ଏହି ଟାଇଟଲ ଜିତିଛନ୍ତି ଏହି ଭାରତୀୟ ଯୋଡି ।

ଏନ୍‌ ସିକ୍କି ରେଡ୍ଡୀ କହିଛନ୍ତି,“ମୁଁ ଏହି ଟୁର୍ଣ୍ଣାମେଣ୍ଟ ଜିତିଥିବାରୁ ବହୁତ ଖୁସି। ଏହି ଟାଇଟଲ ଜିତିବା ପରେ ମୋର ବିଶ୍ୱାସ ବୃଦ୍ଧି ପାଇଛି। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିବା ଆମର ପ୍ରଥମ ଲକ୍ଷ୍ୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos