ଅଷ୍ଟ୍ରେଲିଆନ୍ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ୍‌

ମେଲବର୍ଣ୍ଣ: ସ୍ପେନୀୟ ତାରକା ରାଫେଲ୍ ନାଡାଲ୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଅଷ୍ଟ୍ରେଲିଆନ୍ ଓପନରେ ବିଜୟଧାରା ଅବ୍ୟାହତ ରଖି ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଟପ୍ ସିଡ୍ ନାଡାଲ୍ ଗୁରୁବାର ଦ୍ୱିତୀୟ ରାଉଣ୍ଡରେ ଆର୍ଜେଣ୍ଟିନାର ଫେଡେରିକୋ ଡେଲବୋନିସଙ୍କୁ ସିଧାସଳଖ ୬-୩, ୭-୬ (୭/୪), ୬-୧ ସେଟରେ ହରାଇଛନ୍ତି। ବିଶ୍ୱର ଏକ ନମ୍ବର ଖେଳାଳି ନାଡାଲ୍ ପରବର୍ତ୍ତୀ ରାଉଣ୍ଡରେ ନିଜ ଦେଶର ପାବଲୋ କାରେନା ବୁସ୍ତାଙ୍କୁ ଭେଟିବେ। ବୁସ୍ତା ଦ୍ୱିତୀୟ ରାଉଣ୍ଡରେ ଜର୍ମାନୀର […]

nadal

nadal

Ranjit Kumar Jena
  • Published: Thursday, 23 January 2020
  • Updated: 23 January 2020, 09:54 PM IST

Sports

Latest News

ମେଲବର୍ଣ୍ଣ: ସ୍ପେନୀୟ ତାରକା ରାଫେଲ୍ ନାଡାଲ୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଅଷ୍ଟ୍ରେଲିଆନ୍ ଓପନରେ ବିଜୟଧାରା ଅବ୍ୟାହତ ରଖି ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଟପ୍ ସିଡ୍ ନାଡାଲ୍ ଗୁରୁବାର ଦ୍ୱିତୀୟ ରାଉଣ୍ଡରେ ଆର୍ଜେଣ୍ଟିନାର ଫେଡେରିକୋ ଡେଲବୋନିସଙ୍କୁ ସିଧାସଳଖ ୬-୩, ୭-୬ (୭/୪), ୬-୧ ସେଟରେ ହରାଇଛନ୍ତି। ବିଶ୍ୱର ଏକ ନମ୍ବର ଖେଳାଳି ନାଡାଲ୍ ପରବର୍ତ୍ତୀ ରାଉଣ୍ଡରେ ନିଜ ଦେଶର ପାବଲୋ କାରେନା ବୁସ୍ତାଙ୍କୁ ଭେଟିବେ। ବୁସ୍ତା ଦ୍ୱିତୀୟ ରାଉଣ୍ଡରେ ଜର୍ମାନୀର କ୍ୱାଲିଫାୟର୍ ପିଟର୍ ଗୋଜୋକଜିକଙ୍କୁ ୬-୪, ୬-୧, ୧-୬, ୬-୪ ସେଟରେ ପରାସ୍ତ କରିଛନ୍ତି।

ସେହିପରି ଘରୋଇ ଷ୍ଟାର୍ ଖେଳାଳି ନିକ୍ କିର୍ଗିଅସ୍ ମଧ୍ୟ ବିଜୟ ସହ ଅଭିଯାନ ଜାରି ରଖିଛନ୍ତି। ଜଙ୍ଗଲରେ ନିଆଁ ଲାଗିବା କାରଣରୁ ପ୍ରଭାବିତ ହୋଇଥିବା ପୀଡ଼ିତଙ୍କ ସହାୟତା ପାଇଁ ଅର୍ଥରାଶି ସଂଗ୍ରହ କରିବାରେ ପ୍ରମୁଖ ଭୂମିକା ବହନ କରିଥିବା କିର୍ଗିଅସ୍ ଚାରିସେଟ୍ ବିଶିଷ୍ଟ ମୁକାବିଲାରେ ଫ୍ରାନ୍ସର ଜାଇଲ୍ସ ସିମନଙ୍କୁ ୬-୨, ୬-୪, ୪-୬, ୭-୫ ସେଟରେ ପରାସ୍ତ କରିଛନ୍ତି। ଅନ୍ୟ ମୁକାବିଲା ଗୁଡ଼ିକରେ ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେଭ୍ ଦ୍ୱିତୀୟ ରାଉଣ୍ଡରେ ବେଲାରୁଷର ଇଗୋର ଗେରାସିମୋଭଙ୍କୁ ୭-୬ (୭/୫), ୬-୪, ୭-୫ ସେଟରେ ହରାଇଛନ୍ତି।

ତେବେ ପଞ୍ଚମ ସିଡ୍ ଡୋମିନିକ୍ ଥିଏମଙ୍କୁ ଦ୍ୱିତୀୟ ରାଉଣ୍ଡ ଜିତିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ପାଞ୍ଚ ସେଟ୍ ବିଶିଷ୍ଟ ଏହି ମୁକାବିଲାରେ ଥିଏମ୍ ୬-୨, ୫-୭, ୬-୭ (୫/୭), ୬-୧, ୬-୨ ସେଟରେ ଅଷ୍ଟ୍ରେଲିଆର ଆଲେକ୍ସ ବୋଲ୍ଟଙ୍କୁ ହରାଇଛନ୍ତି। ସ୍ୱିରଲ୍ୟାଣ୍ଡର ଷ୍ଟାନିସ୍ଲାସ୍ ୱାରିଙ୍କା ଦ୍ୱିତୀୟ ରାଉଣ୍ଡରେ ଇଟାଲୀର ଆଣ୍ଡ୍ରିଆସ୍ ସେପ୍ପିଙ୍କୁ ୬-୪, ୫-୭, ୩-୬, ୬-୩, ୪-୬ ସେଟରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

ସେହିପରି ମହିଳା ସିଙ୍ଗଲ୍ସରେ ରୋମାନିଆର ଷ୍ଟାର୍ ଖେଳାଳି ସିମୋନା ହାଲେପ ବ୍ରିଟେନର ହାରିଏନ୍ ଡାର୍ଟଙ୍କୁ ସିଧାସଳଖ ୬-୨, ୬-୪ ସେଟରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ଅନ୍ୟ ମୁକାବିଲା ଗୁଡ଼ିକରେ ସ୍ପେନର ଗାର୍ବିନ ମୁଗୁରୁଜା ୬-୩, ୩-୬, ୬-୩ ସେଟରେ ଅଷ୍ଟ୍ରେଲିଆର ଆଜଲା ତୋମଲିଜାନୋଭିକଙ୍କୁ ହରାଇଥିବା ବେଳେ ଦ୍ୱିତୀୟ ଚେକ୍ ରିପବ୍ଲିକ୍ ଖେଳାଳି କାରୋଲିନା ପ୍ଲିସକୋଭା ୬-୩, ୬-୩ ସେଟରେ ଜର୍ମାନୀର ଲୌରା ସିଗମଣ୍ଡଙ୍କୁ, ସ୍ୱିଜରଲ୍ୟାଣ୍ଡର ବେଲିନ୍ଦା ବେନସିକ୍ ୭-୫, ୭-୫ ସେଟରେ ଲାଟଭିଆର ଜେଲେନା ଓସ୍ତାପେଙ୍କୋଙ୍କୁ, ଏଲିନା ସ୍ୱିତୋଲିନା ୬-୨, ୭-୬ (୮/୬) ସେଟରେ ଆମେରିକାର ଲରେନ୍ ଡେଭିସଙ୍କୁ ହରାଇ ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story