ପାକିସ୍ତାନ ଅଣ୍ଡର୍‌-୧୯ ବିଶ୍ୱକପ୍ ଦଳରେ ନସୀମ

ୠାହୋର: ଆସନ୍ତାବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ୧୫ଜଣିଆ ପାକିସ୍ତାନ ଦଳର ଘୋଷଣା କରାଯାଇଛି। ଦଳରେ ଯୁବ ପେସ୍ ବୋଲର ନସୀମ ଶାହଙ୍କୁ ସାମିଲ୍ କରାଯାଇଛି। ଗତମାସରେ ଶାହ ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆ ମାଟିରେ ଡେବ୍ୟୁ କରିବାରେ ୧୬ ବର୍ଷୀୟ ନସୀମ ସବୁଠାରୁ କନିଷ୍ଠ ଖେଳାଳି ହୋଇଛନ୍ତି। ଏହି ମାମଲାରେ ସେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଇଆନ୍ କ୍ରେଗ୍ (୧୭ ବର୍ଷ)ଙ୍କୁ […]

naseem-shah

naseem-shah

Ranjit Kumar Jena
  • Published: Friday, 06 December 2019
  • Updated: 06 December 2019, 05:14 PM IST

ୠାହୋର: ଆସନ୍ତାବର୍ଷ ଜାନୁଆରୀରେ ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ପାଇଁ ୧୫ଜଣିଆ ପାକିସ୍ତାନ ଦଳର ଘୋଷଣା କରାଯାଇଛି। ଦଳରେ ଯୁବ ପେସ୍ ବୋଲର ନସୀମ ଶାହଙ୍କୁ ସାମିଲ୍ କରାଯାଇଛି। ଗତମାସରେ ଶାହ ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି।

ଅଷ୍ଟ୍ରେଲିଆ ମାଟିରେ ଡେବ୍ୟୁ କରିବାରେ ୧୬ ବର୍ଷୀୟ ନସୀମ ସବୁଠାରୁ କନିଷ୍ଠ ଖେଳାଳି ହୋଇଛନ୍ତି। ଏହି ମାମଲାରେ ସେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଇଆନ୍ କ୍ରେଗ୍ (୧୭ ବର୍ଷ)ଙ୍କୁ ପଛରେ ପକାଇଛନ୍ତି। କ୍ରେଗ୍ ୧୯୫୩ରେ ଏମସିଜିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ। ନସୀମ ନିଜର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବିସ୍ଫୋରକ ଓପ୍ନର ଡେଭିଡ୍ ୱାର୍ଣ୍ଣରଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ବର୍ତ୍ତମାନ ନସୀମ ଜାତୀୟ ଦଳରୁ ବାହାରେ ଥିବାରୁ ତାଙ୍କୁ ଅଣ୍ଡର୍‌-୧୯ ସ୍କ୍ୱାଡରେ ସ୍ଥାନ ମିଳିଛି।

ପାକିସ୍ତାନ ଅଣ୍ଡର-୧୯ ଟିମର ନେତୃତ୍ୱ ଭାର ୱିକେଟକିପର-ବ୍ୟାଟ୍ସମ୍ୟାନ୍ ରୋହେଲ୍ ନାଜିରଙ୍କୁ ଦିଆଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ ୨୦୦୪ ଓ ୨୦୦୬ରେ ଅଣ୍ଡର୍‌-୧୯ ବିଶ୍ୱ ଚାମ୍ପିୟନ୍ ହୋଇଥିବା ବେଳେ ତିନିଥର ରନର୍ସଅପ୍ ହୋଇଛି। ଆଗାମୀ ଯୁବ ବିଶ୍ୱକପରେ ପାକିସ୍ତାନ ତା'ର ପ୍ରଥମ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ଜାନୁଆରୀ ୨୨ ତାରିଖରେ ଖେଳିବ।

ପାକିସ୍ତାନ ସ୍କ୍ୱାଡ୍‌: ରୋହେଲ୍ ନାଜିର୍ (କ୍ୟାପଟେନ୍‌, ୱିକେଟକିପର), ୱାହିଦ୍ ବାଙ୍ଗାଲଜାଇ, ହାଇଦର ଅଲୀ, ମହମ୍ମଦ ଶେହଜାଦ୍‌, ମହମ୍ମଦ ହାରିସ୍‌, ମହମ୍ମଦ ହୁରାଇରା, ମହମ୍ମଦ ଇରଫାନ୍ ଖାନ୍‌, ଆବାସ ଆଫ୍ରିଦି, ଫହର୍ ମୁନିର୍‌, କାସିସ୍ ଆକ୍ରାମ, ଆମୀର ଅଲୀ, ଆରିଶ ଅଲୀ ଖାନ୍‌, ଆମୀର ଖାନ୍‌, ନସୀମ ଶାହ, ତାହିର୍ ହୁସେନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story