ଟି-୨୦ରେ ଦମ୍ ଦେଖାଇଲା ଟିମ୍ ଇଣ୍ଡିଆ, ହାରିଲା ଅଷ୍ଟ୍ରେଲିଆ

କ୍ୟାନବେରା: ଦିନିକିଆ ସିରିଜର ବଦଲା ଟି-୨୦ ବିଜୟରୁ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ସବଷ୍ଟିଚ୍ୟୁଟ୍ ଭାବେ ଅନାଚକ ଗ୍ରାଉଣ୍ଡକୁ ଏଣ୍ଟ୍ରୀ କରିଥିବା ୟୁଜବେନ୍ଦ୍ର ଚହଲ ଓ ଡେବ୍ୟୁଟାଣ୍ଟ ଟି. ନଟରାଜନଙ୍କ ଦମଦାର ବୋଲିଂ ବଳରେ ଭାରତ ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇ ଦେଇଛି। ଏହି ବିଜୟ ସହ ବିରାଟ୍‌ ବାହିନୀ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି। ଉକ୍ତ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ଓ […]

CHAHAL

CHAHAL

Ranjit Kumar Jena
  • Published: Friday, 04 December 2020
  • Updated: 04 December 2020, 05:55 PM IST

କ୍ୟାନବେରା: ଦିନିକିଆ ସିରିଜର ବଦଲା ଟି-୨୦ ବିଜୟରୁ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ସବଷ୍ଟିଚ୍ୟୁଟ୍ ଭାବେ ଅନାଚକ ଗ୍ରାଉଣ୍ଡକୁ ଏଣ୍ଟ୍ରୀ କରିଥିବା ୟୁଜବେନ୍ଦ୍ର ଚହଲ ଓ ଡେବ୍ୟୁଟାଣ୍ଟ ଟି. ନଟରାଜନଙ୍କ ଦମଦାର ବୋଲିଂ ବଳରେ ଭାରତ ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇ ଦେଇଛି। ଏହି ବିଜୟ ସହ ବିରାଟ୍‌ ବାହିନୀ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି। ଉକ୍ତ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୧ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟରେ ୧୫୦ ରନ୍ କରିବାକୁ ସକ୍ଷମ ହୋଇଛି।

୧୬୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଥିଲେ ଡାର୍ସି ଶର୍ଟ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୫୬ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଥିଲେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ଆସିଥିବା ୟୁଜବେନ୍ଦ୍ର ଚହଲ୍। ଜବରଦସ୍ତ ଫର୍ମରେ ଥିବା ଫିଞ୍ଚ ୩୫ ରନ୍ କରି ଚହଲଙ୍କ ବଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଦିନିକିଆ ସିରିଜରେ ଭାରତୀୟ ବୋଲରଙ୍କୁ ନିର୍ଧୁମ୍ ଧୂଲେଇ କରିଥିବା ଷ୍ଟିଭ୍ ସ୍ମିଥ୍ (୧୨) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୨) ନିରାଶ କରିଥିଲେ।

Image

ଶର୍ଟ ଭଲ ଖେଳିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ବ୍ୟକ୍ତିଗତ ୩୪ ରନ୍ କରି ଡେବ୍ୟୁଟାଣ୍ଟ ଟି. ନଟରାଜନଙ୍କ ଶିକାର ହୋଇଥିଲେ। ବୋଲିଂରେ କମାଲ୍ କରିଥିବା ମୋଜେସ୍ ହେନରିକ୍ସ ଅଷ୍ଟ୍ରେଲିଆ ପାଇଁ ଏକମାତ୍ର ଭରସା ଥିଲେ। କିନ୍ତୁ ତାଙ୍କୁ ଆଉଟ୍ କରି ଦୀପକ ଚହର୍ ମ୍ୟାଚକୁ ଭାରତ ମୁଠାରେ କରିଥିଲେ। ହେନରିକ୍ସ ୨୦ ବଲରେ ୧ ଚୌକା ଓ ୧ ଛକା ସହ ୩୦ ରନ୍ କରିଥିଲେ। ୱିକେଟକିପର ମାଥ୍ୟୁ ୱେଡ୍ (୭) ଓ ଷ୍ଟାର୍କ (୧) ଦୁଇ ଅଙ୍କ ଛୁଇଁ ପାରିନଥିଲେ। କାଇଲ୍ ଆବୋଟ୍ଟ ପ୍ରୟାସ କରିଥିଲେ ହେଁ, ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଭାରତ ପକ୍ଷରୁ ଚହଲ୍ ଓ ନଟରାଜନ୍ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଚହର୍ ଗୋଟିଏ ସଫଳତା ପାଇଥିଲେ।

Image

ପୂର୍ବରୁ ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଭାରତକୁ ଝଟକା ଲାଗିଥିଲା। ଦିନିକିଆ ସିରିଜରେ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଥିବା ଶିଖର ଧୱନ୍ ମାତ୍ର ୧ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତେବେ ରାହୁଲ୍ ଜବରଦସ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ।

ଧୱନଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ ବିରାଟ୍ କୋହଲି (୯) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। କୋହଲିଙ୍କୁ ମିଚେଲ୍ ସ୍ୱେପସନ୍ ଆଉଟ୍ କରିଥିଲେ। ଏହା ପରେ ରାହୁଲ୍ ଓ ସଞ୍ଜୁ ସାମସନ୍ ରନ୍ ଗତିକୁ ବଢ଼ାଇଥିଲେ ଏବଂ ଭାରତର ବଡ଼ ସ୍କୋର ଆଶା ଉଜ୍ଜୀବିତ କରିଥିଲେ। କିନ୍ତୁ ସାମସନ୍ ସୁଯୋଗର ଫାଇଦା ଉଠାଇ ନପାରି ମାତ୍ର ୨୩ (୧୫ ବଲ୍, ୧ ଚୌକା, ୧ ଛକା) ରନ୍ କରି ମୋଜେସ୍ ହେନରିକ୍ସଙ୍କ ଶିକାର ହୋଇଥିଲେ।

ଦିନିକିଆ ସିରିଜରେ ସୁଯୋଗ ପାଇନଥିବା ମନିଷ ପାଣ୍ଡେ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ରାହୁଲ୍ (୫୧) ଅର୍ଦ୍ଧଶତକ ମାରିଥିଲେ ହେଁ, ଏହାଠାରୁ ଆଗକୁ ବଢ଼ିପାରିନଥିଲେ। ଦିନିକିଆ ସିରିଜରେ ଜବରଦସ୍ତ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଉଭୟ ରାହୁଲ୍ ଓ ହାର୍ଦ୍ଦିକଙ୍କୁ ହେନରିକ୍ସ ଆଉଟ୍ କରିଥିଲେ।

ହାର୍ଦ୍ଦିକଙ୍କ ଆଉଟ୍ ପରେ ଭାରତ ବ୍ୟାକଫୁଟକୁ ଚାଲିଆସିଥିବା ବେଳେ ରବୀନ୍ଦ୍ର ଜାଡେଜା ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଜାଡେଜା ୨୩ ବଲରେ ୫ ଚୌକା ଓ ୧ ଛକା ସହ ୪୪ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେନରିକ୍ସ ସର୍ବାଧିକ ୩ଟି, ଷ୍ଟାର୍କ ୨ଟି, ଆଡାମ ଜାମ୍ପା ଓ ସ୍ୱେପସନ୍ ଗୋଟିଏ ଲେଖାଏ ଲେଖାଏ ୱିକେଟ୍ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story