ବିଜୟରୁ ଅଭିଯାନ ଆରମ୍ଭ କଲା ଓଡ଼ିଶା ମହିଳା ଦଳ

କଟକ (ଓଡ଼ିଶା ରିପୋର୍ଟର): କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ୮୦ତମ ଜାତୀୟ ଟେବୁଲ୍‌ ଟେନିସ୍ ପ୍ରତିଯୋଗିତା। ଶୁକ୍ରବାର ଉଦଘାଟନୀ ଦିବସରେ ଓଡ଼ିଶା ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି ଏହି ପ୍ରତିଯୋଗିତା। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୩-୧ରେ ମେଘାଳୟକୁ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ପିଏସପିବିଠାରୁ ୦-୩ରେ ହାରି ଯାଇଥିଲା। ପୁରୁଷ ବିଭାଗରେ ପ୍ରଥମ ମ୍ୟାଚ୍‌ରେ ହରିୟାଣାଠାରୁ ୦-୩ ଓ ଦ୍ୱିତୀୟ ମ୍ୟାଚରେ ଚଣ୍ଡୀଗଡ଼ ଠାରୁ ୨-୩ରେ ଓଡ଼ିଶା ହାରି […]

tabletennis

tabletennis

Jitendra Garnayak
  • Published: Saturday, 05 January 2019
  • Updated: 05 January 2019, 08:33 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ୮୦ତମ ଜାତୀୟ ଟେବୁଲ୍‌ ଟେନିସ୍ ପ୍ରତିଯୋଗିତା।

ଶୁକ୍ରବାର ଉଦଘାଟନୀ ଦିବସରେ ଓଡ଼ିଶା ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି ଏହି ପ୍ରତିଯୋଗିତା। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୩-୧ରେ ମେଘାଳୟକୁ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ପିଏସପିବିଠାରୁ ୦-୩ରେ ହାରି ଯାଇଥିଲା।

ପୁରୁଷ ବିଭାଗରେ ପ୍ରଥମ ମ୍ୟାଚ୍‌ରେ ହରିୟାଣାଠାରୁ ୦-୩ ଓ ଦ୍ୱିତୀୟ ମ୍ୟାଚରେ ଚଣ୍ଡୀଗଡ଼ ଠାରୁ ୨-୩ରେ ଓଡ଼ିଶା ହାରି ଯାଇଥିଲା। ଅନ୍ୟପଟେ ପିଏସ୍‌ପିବି ଓ ହରିୟାଣା ପ୍ରଥମ ଦୁଇ ମ୍ୟାଚ୍ ଜିତି ପ୍ରି-କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛନ୍ତି।

କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଦୀର୍ଘ ୧୮ ବର୍ଷ ପରେ କଟକକୁ ପୁଣି ଫେରିଥିବା ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୫୦ ଖେଳାଳି ଭାଗ ନେଇଛନ୍ତି।

ଓଡ଼ିଶା ଟେବୁଲ୍‌ ଟେନିସ୍‌ ଆସୋସିଏସନ୍ ଓ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ଯେଉଁମାନେ ଉନ୍ନତ ପ୍ରଦର୍ଶନ ସହ ଭଲ ରେଟିଂ ରଖିବେ ସେମାନଙ୍କୁ ଆଗାମୀ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story